Cricketଶୁଭମନ ଗିଲଙ୍କ ବିକଳ୍ପକୁ ନାOdisha Sports BureauJuly 8, 2021July 8, 2021 by Odisha Sports BureauJuly 8, 2021July 8, 20210164 ମୁମ୍ବାଇ(ଓଡିଶା ସ୍ପୋର୍ଟସ): ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଆହତ ହୋଇଛନ୍ତି ଟିମ ଇଣ୍ଡିଆର ଯୁବ ଓପନର ଶୁଭମନ ଗିଲ । ତେଣୁ ତାଙ୍କ ବିକଳ୍ପକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏବେ...
Cricketଭାରତ-ଶ୍ରୀଲଙ୍କା ସିରିଜ ଭିତରେ ପଶିଲା ଇଂଲଣ୍ଡOdisha Sports BureauJuly 7, 2021 by Odisha Sports BureauJuly 7, 20210132 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଭାରତ ଏବଂ ଶ୍ରୀଲଙ୍କା ସିରିଜକୁ ନେଇ ବଢିଲା ଆଶଙ୍କା । ଇଂଲଣ୍ଡ ଦଳର ୭ ଜଣ ସଦସ୍ୟ କୋରୋନା ଆକ୍ରାନ୍ତ ହେବା ପରେ ଏହି ସିରିଜ ଉପରେ କଳା ବାଦଲ ଛାଇ...
Cricketଏଣିକି ଷ୍ଟାଡିୟମରେ ମ୍ୟାଚ ଦେଖିବେ କ୍ରିକେଟ ପ୍ରେମୀOdisha Sports BureauJuly 6, 2021 by Odisha Sports BureauJuly 6, 20210132 ନୂଅ।।ଦିଲ୍ଳୀ(ଓଡିଶା ସ୍ପୋର୍ଟସ): କ୍ରିକେଟ ପ୍ରେମୀ ଏବଂ ଫ୍ୟାନ୍ସମାନଙ୍କ ପାଇଁ ଆସିଲା ଖୁସି ଖବର । ଖୁବ ଶୀଘ୍ର ଷ୍ଟାଡିୟମରେ ବସି କ୍ରିକେଟର ମଜା ନେଇ ପାରିବେ ଦର୍ଶକ । ପୁଣି ଖଚାଖଚ ଦର୍ଶକମାନଙ୍କୁ ନେଇ...
Cricketସରିଲା କ୍ୱାରାଣ୍ଟାଇନ, ଆରମ୍ଭ ହେଲା ଅଭ୍ୟାସOdisha Sports BureauJuly 3, 2021 by Odisha Sports BureauJuly 3, 20210354 କଲମ୍ବୋ(ଓଡିଶା ସ୍ପୋର୍ଟସ): ଆସନ୍ତା ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଭାରତ ଶ୍ରୀଲଙ୍କା ସିରିଜ । ଶିଖର ଧୱନଙ୍କ ଅଧିନାୟକତ୍ୱରେ ଦଳ ପ୍ରସ୍ତୁତ ହୋଇଛି ଶ୍ରୀଲଙ୍କା ବପକ୍ଷରେ ଲଢେଇ କରିବା ପାଇଁ । ସେଥିପାଇଁ...
More Sportsଖେଳ ରତ୍ନ ପୁରସ୍କାର ପାଇଁ ଦୁଇ କ୍ରିକେଟରଙ୍କ ନାମ ସୁପାରିଶOdisha Sports BureauJuly 1, 2021 by Odisha Sports BureauJuly 1, 20210141 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ୨୦୨୧ ବର୍ଷ ପାଇଁ ଆରମ୍ଭ ହୋଇଛି କ୍ରୀଡା ପୁରସ୍କାର ପ୍ରକ୍ରିୟା । କ୍ରୀଡା କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କୁ ସମ୍ମାନିତ କରିବା ପାଇଁ କ୍ରୀଡା ଜଗତର ସର୍ବେଚ୍ଚ ସମ୍ମାନ ‘ଖେଳ...
Cricketଜାରି ହେଲା ଟି-ଟ୍ୱେଣ୍ଟି ବିଶ୍ୱକପ ସୂଚୀOdisha Sports BureauJune 29, 2021 by Odisha Sports BureauJune 29, 20210134 ଦୁବାଇ(ଓଡିଶା ସ୍ପୋର୍ଟସ): ୟୁଏଇରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପୁୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ । ପ୍ରଥମେ ଏହା ଭାରତରେ ହେବା ପାଇଁ ଆୟୋଜନ ହେବାକୁ ତିବା ବେଳେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି...
Cricketଶ୍ରୀଲଙ୍କାରେ ପହଞ୍ଚିଲା ମେନ ଇନ ବ୍ଲୁOdisha Sports BureauJune 29, 2021 by Odisha Sports BureauJune 29, 20210147 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ପାଦ ଥାପିଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁଲାଇ ୧୩ ତାରିଖରୁ ଦିନିକିଆ ଏବଂ ପରେ ଟି-ଟ୍ୱେଣ୍ଟି ସିରିଜ ଖେଳିବ ଭାରତ । ଅଧିନାୟକ ଶିଖର...
Cricketଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଆସିଲା ଖୁସି ଖବରOdisha Sports BureauJune 28, 2021June 28, 2021 by Odisha Sports BureauJune 28, 2021June 28, 20210122 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଚଳିତ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଚାଲିଥିବା ଆଲୋଚନା-ପର୍ଯ୍ୟାଲୋଚନାର ଘଟିଛି ଅନ୍ତ । ଏହାକୁ ନେଇ ସବୁ କ୍ରିକେଟ ପ୍ରେମୀଙ୍କ ମନରେ ଥିବା ପ୍ରଶ୍ନର ମିଳିଛି ଉତ୍ତର । ଚଳିତ ବର୍ଷ...
Cricketଶ୍ରୀଲଙ୍କା ଗସ୍ତ ପୂର୍ବରୁ କୋଚଙ୍କ ବଡ ମନ୍ତବ୍ୟOdisha Sports BureauJune 28, 2021June 28, 2021 by Odisha Sports BureauJune 28, 2021June 28, 20210151 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଆଜି ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ । ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ । ଶ୍ରୀଲଙ୍କା ଗସ୍ତର କିିଛି ଠିକ...
Cricketଧୋନୀ ବିରାଟଙ୍କ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚାOdisha Sports BureauJune 25, 2021 by Odisha Sports BureauJune 25, 20210135 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ବିଶ୍ୱ ଟେଷ୍ଟ ଚମ୍ପିୟନସିପରେ ଭାରତର ପରାଜୟ ପରେ ପ୍ରଶଂସକ ମାନଙ୍କ ମଧ୍ୟରେ ଅସନ୍ତୋଷ ଜୋର ଧରିଛି । ଅନେକ ଲୋକ କେହଲୀଙ୍କ ଅଧିନାୟକତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଥିସହ...