More Sportsଫାଇନାଲରେ ଭାବିନାଙ୍କ ଏଣ୍ଟ୍ରିOdisha Sports BureauAugust 28, 2021 by Odisha Sports BureauAugust 28, 20210322 ଜାପାନ: ଟୋକିଓ ପାରାଅଲିମ୍ପିକ୍ସ ଇତିହାସରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି ଭାରତର ମହିଳା ଟେବୁଲ ଟେନିସ ଖେଳାଳୀ ଭାବିନା ପଟେଲ । ଟେବୁଲ ଟେନିସ ଇଭେଣ୍ଟର ଫାଇନାଲରେ ପହଞ୍ଚି ଭାରତ ପାଇଁ ସ୍ୱର୍ଣ୍ଣ ପଦକର...
More Sportsପୁଣି ନୀରଜଙ୍କୁ ସରପ୍ରାଇଜOdisha Sports BureauAugust 21, 2021 by Odisha Sports BureauAugust 21, 20210153 ନୂଆଦିଲ୍ଳୀ: ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିଥିବା ସୁନା ପୁଅ ନୀରଜଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ । ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ କରାଯିବା ସହ ସମ୍ମାନିତ କରାଯାଉଛି ।...
Hockeyଚମକୁଛି ନୀରଜଙ୍କ ଭାଗ୍ୟOdisha Sports BureauAugust 12, 2021 by Odisha Sports BureauAugust 12, 20210317 ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତ ପାଇଁ ଐତିହାସିକ ବିଜୟ ଦେଇଥିବା ସୁନାପୁଅ ନୀରଜ ଚୋପ୍ରାଙ୍କୁ ମିଳିଛି ଆଉ ଏକ ବଡ ସଫଳତା । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣି ଦୀର୍ଘ ଶହେ ବର୍ଷର...
More Sportsନୀରଜଙ୍କୁ ମିଳିଲା ସ୍ୱର୍ଣ୍ଣOdisha Sports BureauAugust 7, 2021 by Odisha Sports BureauAugust 7, 20210171 ଟୋକିଓ(ଓଡିଶା ସ୍ପୋର୍ଟସ): ଶେଷ ହେଲା ଦୀର୍ଘ ଶହେ ବର୍ଷର ଅପେକ୍ଷା । ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତର ପ୍ରତିଯୋଗୀ । ଭାରତ ପାଇଁ ଗୌରବ ପାଲଟିଛନ୍ତି ୨୩ ବର୍ଷୀୟ ଆଥଲେଟିକ୍ସ ନୀରଜ...
More Sportsଭାରତ ପାଇଁ ନୀରଜ ଆଣିବେ ସ୍ୱର୍ଣ୍ଣ !!!Odisha Sports BureauAugust 7, 2021 by Odisha Sports BureauAugust 7, 20210147 ଟୋକିଓ(ଓଡିଶା ସ୍ପୋର୍ଟସ): ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକର ଆଶାକୁ ଦ୍ୱିଗୁଣିତ କରିଛନ୍ତି ଭାରତୀୟ ଷ୍ଟାର ଆଥଲେଟିକ୍ସ ନୀରଜ ଚୋପ୍ରା । ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ପ୍ରବେଶ କରିବା ପରେ ଭାରତ...
More Sportsସିମୋନ ହାତେଇଲେ ସ୍ୱର୍ଣ୍ଣ ପଦକOdisha Sports BureauNovember 2, 2018 by Odisha Sports BureauNovember 2, 201801328 ଆମେରିକାର ସିମୋନ ବାଇଲ୍ସ ୱାର୍ଲ୍ଡ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୱାର୍ଲ୍ଡ ଚାମ୍ପିୟନଶିପ୍ରେ ଅଲ୍ ରାଉଣ୍ଡ ଇଭେଣ୍ଟରେ ଚାରି ଥର ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ...