Uncategorized୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତOdisha Sports BureauFebruary 2, 2025 by Odisha Sports BureauFebruary 2, 2025042 ନୂଆଦିଲ୍ଲୀ : ୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଟିମ ଇଣ୍ଡିଆ । ଟାଇଟଲ ବଜାୟ ରଖିଲା ଭାରତୀୟ ଦଳ । କ୍ରମାଗତ...
Cricketଆଜି ଅନ୍ତିମ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ସହିତ ମୁକାବିଲ କରିବ ଭାରତOdisha Sports BureauFebruary 2, 2025 by Odisha Sports BureauFebruary 2, 2025050 ଭାରତ ଆଜି ପଞ୍ଚମ ଏବଂ ଅନ୍ତିମ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ସହିତ ମୁକାବିଲା କରିବ । ଯେତେବେଳେ ଭାରତ ପଞ୍ଚମ ୱିକେଟ ପାଇଁ କ୍ଷେତ୍ରରକ୍ଷଣ କରିବ , ସମସ୍ତଙ୍କ ନଜର ଟପ...
Cricket୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମାOdisha Sports BureauJanuary 14, 2025 by Odisha Sports BureauJanuary 14, 2025052 ନୂଆଦିଲ୍ଲୀ: ରଣଜୀ ଖେଳିବେ ରୋହିତ! ୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମା । ତେବେ ମୁମ୍ବାଇ ଟିମରେ ଖେଳିବା ପାଇଁ ନେଟ୍ସରେ ଅଭ୍ୟାସ କରୁଥିବା କୁହାଯାଉଛି । ଖରାପ ଫର୍ମକୁ ନେଇ...
CricketBCCI ର ନୂଆ ସମ୍ପାଦକ ହେଲେ ଦେବଜିତ ସାଇକିଆOdisha Sports BureauJanuary 12, 2025 by Odisha Sports BureauJanuary 12, 2025031 ନୂଆଦିଲ୍ଲୀ: ପୂର୍ବତନ ଓ୍ୱିକେଟ୍ କିପର୍ ବ୍ୟାଟସ୍ମ୍ୟାନ୍ ଦେବଜିତ ସାଇକିଆ ହେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତଥା ବିସିସିଆଇର ନୂଆ ସମ୍ପଦକ। ତାଙ୍କୁ ବିସିସିଆଇ ସଭାପତି ରୋଜର ବିନ୍ନି କାର୍ୟ୍ୟକାରୀ ସମ୍ପଦକ...
Cricketପୁଣି ବାପା ହେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାOdisha Sports BureauNovember 16, 2024 by Odisha Sports BureauNovember 16, 2024087 ରିପୋର୍ଟର୍ସ ଟୁଡେ; ପୁଣି ବାପା ହେଲେ ରୋହିତ । ଦ୍ୱିତୀୟ ଥର ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ପତ୍ନୀ ରିତିକା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ରିତିକିକାଙ୍କ...
Cricket୨୭ରୁ ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍: ତୟାର ହେଉଛନ୍ତି ରୋହିତ ବାହିନୀOdisha Sports BureauSeptember 25, 2024September 25, 2024 by Odisha Sports BureauSeptember 25, 2024September 25, 2024056 ଚେନ୍ନାଇରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ୨୮୦ ରନ୍ରେ ଜିତିବା ପରେ କାନପୁରରେ ୨୭ ତାରିଖ ଠାରୁ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ଲାଗି ତୟାର ହେଉଛନ୍ତି ରୋହିତ ବାହିନୀ। ଶୃଙ୍ଖଳାରେ...
Cricketବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆOdisha Sports BureauSeptember 22, 2024September 22, 2024 by Odisha Sports BureauSeptember 22, 2024September 22, 2024047 ନୂଆଦିଲ୍ଲୀ: ଚେନ୍ନାଇ ଟେଷ୍ଟରେ ଟିମ୍ ଇଣ୍ଡିଆର ବିଜୟ ହୋଇଛି | ଏହାରି ମଧ୍ୟରେ କାନପୁରରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଭାରତର ବିଜୟ ପରେ ତୁରନ୍ତ...
Cricketଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍ ଧମାକା ସହ ୨୮୦ ରନ୍ରେ ହାରିଲା ବାଂଲାଦେଶOdisha Sports BureauSeptember 22, 2024September 22, 2024 by Odisha Sports BureauSeptember 22, 2024September 22, 2024058 ଭାରତ ଜିତିଲା ପ୍ରଥମ ଟେଷ୍ଟ | ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍ ଧମାକା ସହ ୨୮୦ ରନ୍ରେ ହାରିଲା ବାଂଲାଦେଶ | ଫଳରେ...
Cricketଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକOdisha Sports BureauSeptember 22, 2024September 22, 2024 by Odisha Sports BureauSeptember 22, 2024September 22, 2024041 ବ୍ୟୁରୋ : ଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକ । ବିଜୟର ଦ୍ବାରଦେଶରେ ଟିମ ଇଣ୍ଡିଆ । ଜିତିବାକୁ ଭାରତକୁ ଦରକାର ଆଉ ୬ ୱିକେଟ । ବାଂଲାଦେଶକୁ ବିଜୟ ପାଇଁ...
Cricketମହିଳା T-20 ବିଶ୍ୱକପ: ଭାରତ ଏବଂ ପାକିସ୍ଥାନ ମଧ୍ୟରେ କେଉଁ ଦିନ ହେବ ଲଢେଇOdisha Sports BureauSeptember 12, 2024 by Odisha Sports BureauSeptember 12, 2024059 ନୂଆଦିଲ୍ଲୀ: 3 ଅକ୍ଟୋବରରୁ ମହିଳା ଟି -20 ବିଶ୍ୱକପ 2024 ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ବାଂଲାଦେଶ ଏବଂ ସ୍କଟଲ୍ୟାଣ୍ଡ ମଧ୍ୟରେ ଶାରଜାଠାରେ ଖେଳାଯିବ। ଏହି ପୁରା ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯିବ। ଭାରତୀୟ...