Cricketଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯିବ ଆଇପିଏଲର ୨୪ ତମ ମ୍ୟାଚOdisha Sports BureauApril 10, 2024 by Odisha Sports BureauApril 10, 2024087 ଜୟପୁର :ଆଇପିଏଲର ୧୭ ତମ ସସ୍କରଣର ଆଜି ଖେଳାଯିବ ୨୪ ତମ ମ୍ୟାଚ । ଏହି ମ୍ୟାଚ ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ବେଳେ ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ...
Cricketଚଣ୍ଡିଗଡ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳିବେ ପଞ୍ଜାବ କିଙ୍ଗ୍ସକୁ ସନ ରାଇଜର୍ସ ହାଇଦ୍ରାବାଦOdisha Sports BureauApril 9, 2024April 9, 2024 by Odisha Sports BureauApril 9, 2024April 9, 2024045 ଚଣ୍ଡିଗଡ: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଖେଳାଯିବ ୨୩ ତମ ମ୍ୟାଚ । ଚଣ୍ଡିଗଡ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳିବେ ଘରୋଇ ଦଳ ପଞ୍ଜାବ କିଙ୍ଗ୍ସକୁ ସନ ରାଇଜର୍ସ ହାଇଦ୍ରାବାଦ । ଉଭୟ ଦଳ...
Cricketଆଜି ଖେଳିବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସOdisha Sports BureauApril 8, 2024April 8, 2024 by Odisha Sports BureauApril 8, 2024April 8, 2024097 ଚେନ୍ନାଇ: ଆଇପିଏଲର ୧୭ ତମ ସଂସ୍କରଣ । ଆଜି ଟୁର୍ଣ୍ଣା ମେଣ୍ଟରେ ଖେଳାଯିବ ୨୨ ତମ ମ୍ୟାଚ । ଚେନ୍ନାଇ ଚେପକ ଷ୍ଟାଡିୟମରେ ଖେଳିବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ...
Cricketପଞ୍ଜାବ ପାଇଁ ଭାରି ପଡିବେ ଗିଲଙ୍କ ନୂଆ କୋଚOdisha Sports BureauApril 4, 2024 by Odisha Sports BureauApril 4, 2024054 ନୂଆଦିଲ୍ଲୀ: ଆଇପିଏଲର ୧୭ ତମ ମ୍ୟାଚରେ ସାମ୍ନାସାମ୍ନି ହେବେ ଗୁଜୁରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗସ । ତେବେ ଏହି ମ୍ୟାଚଟି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ ଉଭୟ...
Cricketବିଶାଖାପାଟଣା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲକାତା ରାଇଡର୍ସOdisha Sports BureauApril 3, 2024April 3, 2024 by Odisha Sports BureauApril 3, 2024April 3, 2024081 ନୂଆଦିଲ୍ଲୀ: ଆଇପିଏଲର ୧୭ ତମ ସଂସ୍କରଣ । ଆଜି ଖେଳାଯିବ ଚଳିତ ସିଜିନରେ ୧୭ ତମ ମ୍ୟାଚ । ବିଶାଖାପାଟଣା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲକାତା ରାଇଡର୍ସ । ରାତି ୮ଟାରେ...
Cricketଲକ୍ଷ୍ନୌ ସୁପରଜିଆଣ୍ଟସ ଛାଡିଲେ ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ୱିଲେOdisha Sports BureauMarch 30, 2024 by Odisha Sports BureauMarch 30, 2024060 ନୂଆଦିଲ୍ଳୀ: ଆଇପିଏଲ ମଝିରେ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ଲାଗିଛି ବଡ ଝଟକା । ଏହାରି ଭିତରେ ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ୱିଲେ ସୁପରଜିଆଣ୍ଟଓ ଛାଡିଛନ୍ତି । କୁହାଯାଉଛି ୱିଲେଙ୍କୁ ଲକ୍ଷ୍ନୌ ୨ କୋଟିରେ କିଣିଥିବା ବେଳେ...
Cricketଆଇପିଏଲର ୧୦ମ ମ୍ୟାଚରେ ମୁହାଁ ମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ କେଲକାତା ନାଇଟ ରାଇଡର୍ସOdisha Sports BureauMarch 29, 2024 by Odisha Sports BureauMarch 29, 2024056 ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ହେବ ବିଗ ଫାଇଟ୍ । ଆଇପିଏଲର ୧୭ ତମ ସଂସ୍କରଣରେ ଖେଳାଯିବ ଲିଗ ମୁକାବିଲା । ଆଇପିଏଲର ୧୦ମ ମ୍ୟାଚରେ ମୁହାଁ ମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ...
Cricketଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚOdisha Sports BureauMarch 28, 2024 by Odisha Sports BureauMarch 28, 2024077 ଧୁମ ଧାମରେ ଚାଲିଛି ଆଇପିଏଲ ୨୦୨୪ ର ୧୭ ତମ ସଂସ୍କରଣ ।ଆଜି ରାଜସ୍ଥାନ ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚ । ଆଉ ଏଥିରେ ମୁହାଁମୁହିଁ ହେବେ ରାଜସ୍ଥାନ...
Cricketରାଜୀବ ଗାନ୍ଧୀ ଷ୍ଟାଡିୟମରେ ସନରାଇଚର୍ସ ହାଇଦ୍ରାବାଦ କୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସOdisha Sports BureauMarch 27, 2024 by Odisha Sports BureauMarch 27, 2024059 ହାଇଦ୍ରାବାଦ: ସନରାଇଚର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆଇପିଲର ଅଷ୍ଟମ ମ୍ୟାଚ ଖେଳାଯିବ । ଦୁଇ ଦଳ ଟୁର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ଗୋଟି ଲେଖାଏଁ ମ୍ୟାଚ ଖେଳି ପରାଜିତ...
Cricketଆଇପିଏଲ୍-୨୦୨୪: ଗୁଜରାଟ୍କୁ ୬୩ ରନ୍ରେ ପରାସ୍ତ କଲା ଚେନ୍ନାଇ Odisha Sports BureauMarch 27, 2024 by Odisha Sports BureauMarch 27, 2024062 ଗୁଜରାଟକୁ ହରାଇଲା ଚେନ୍ନାଇ | ଆଇପିଏଲ ୨୦୨୪ ସଂସ୍କରଣର ସପ୍ତମ ମ୍ୟାଚରେ ଗୁଜରାଟ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ସହଜ ବିଜୟ । ଦମଦାର ବ୍ୟାଟିଂ ଓ ବୋଲିଂ ବଳରେ ଅତିଥି ଟିମ୍ ଗୁଜରାଟ...