Athleticsକଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ବିଶ୍ଵ ଆଥଲେଟ କଣ୍ଟିନେଣ୍ଟାଲ ଟୁର୍Odisha Sports BureauJuly 12, 2025 by Odisha Sports BureauJuly 12, 2025013 ଭୁବନେଶ୍ୱର-: ଭୁବନେଶ୍ୱରରେ ଆୟୋଜିତ ହେବ ବିଶ୍ଵ ଆଥଲେଟ କଣ୍ଟିନେଣ୍ଟାଲ ଟୁର୍। ସାମିଲ ହେବେ ବିଶ୍ଵର ନାମୀ ଆଥଲେଟ। ତେବେ ଇଣ୍ଡିଆରେ ପ୍ରଥମଥର ପାଇଁ ଏବଂ ତାହା ମଧ୍ୟ ଭୁବନେଶ୍ୱରରେ ଆୟୋଜିତ ହେବ। କଳିଙ୍ଗ ଷ୍ଟାଡିୟମର...
Cricketଘରୋଇ ମାଟିରେ ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବ ଓଡିଶାOdisha Sports BureauNovember 3, 2023 by Odisha Sports BureauNovember 3, 20230123 ଭୁବନେଶ୍ୱର: ଘରୋଇ ପଡିଆରେ ନର୍ଥଇଷ୍ଟୁ ୟୁନାଇଟେଡ ଏଫସି କୁ ଭେଟିବ ଓଡିଶା । ବେଙ୍ଗାଲୁରୁ ଏଫସି ବିପକ୍ଷରେ ପ୍ରତ୍ୟାବର୍ତ୍ତନ ବିଜୟ ପରେ ଏହି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।ତେବେ ରାତି ୮ଟାରେ ନର୍ଥଇଷ୍ଟୁ...
Cricketଭୁବନେଶ୍ୱରରେ ୩୯ ତମ ସବୁ ଜୁନିଅର ଏବଂ ୪୯ତମ ଜୁନିଅର ନେସନାଲ ଆକ୍ୱାଟିକା ପ୍ରତିଯୋଗିତା ଆରମ୍ଭOdisha Sports BureauAugust 16, 2023 by Odisha Sports BureauAugust 16, 20230103 ଭୁବନେଶ୍ୱର: ଭୁବନେଶ୍ୱରରେ ୩୯ ତମ ସବୁ ଜୁନିଅର ଏବଂ ୪୯ତମ ଜୁନିଅର ନେସନାଲ ଆକ୍ୱାଟିକା ପ୍ରତିଯୋଗିତା ଆରମ୍ଭ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରରେ ନବନିର୍ମିତ ଆକ୍ୱାଟିକା ସେଣ୍ଟରରେ ଏହି ପ୍ରତିଯୋଗିତା ଆରମ୍ଭ...
Gymnasticକଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ମିତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟର ସିଇଓOdisha Sports BureauJuly 7, 2023 by Odisha Sports BureauJuly 7, 2023085 ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ମିତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟର ସିଇଓ ଦିଲ୍ଲୀପ ଓମେନ । ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ହାଇ ପରଫର୍ମାନ୍ସ ସେଂଟରରେ ଅଭ୍ୟାସ କରୁଥିବା ଛାତ୍ରଛାତ୍ରୀଙ୍କ...
Hockeyନ୍ୟୁଜିଲାଣ୍ଡକୁ ୭-୪ ଗୋଲରେ ପରାସ୍ତ କରିଛି ଭାରତOdisha Sports BureauNovember 5, 2022November 5, 2022 by Odisha Sports BureauNovember 5, 2022November 5, 2022097 ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ ଭାରତକୁ ବଡ ସଫଳତା ।ୠଓଐ ପ୍ରୋ ଲିଗ୍ ହକି ମ୍ୟାଚରେ ଭାରତ ୭-୪ ଗୋଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି । ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ...
Cricketବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ସମ୍ପର୍କିତ ମାମଲାକୁ ଖାରଜ କଲେ ହାଇକୋର୍ଟOdisha Sports BureauJune 7, 2022 by Odisha Sports BureauJune 7, 20220107 ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଏଜି ତଥ୍ୟ ଦେଇଥିଲେ। ଶୃଙ୍ଖଳିତ ଓ ସୁରକ୍ଷିତ ମ୍ୟାଚ୍ ଆୟୋଜନ ନେଇ ଏଜି...
Hockeyଆଜି କଳିଙ୍ଗରେ କଡ଼ା ଟକ୍କର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚOdisha Sports BureauApril 2, 2022April 2, 2022 by Odisha Sports BureauApril 2, 2022April 2, 20220130 ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିଅମରେ ଦେଖିବାକୁ ମିଳିବ କଡ଼ା ଟକ୍କର । କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଏଫ୍ଆଇଏଚ୍ ପୁରୁଷ ପ୍ରୋ-ଲିଗ୍ ହକି ୨୦୨୧-୨୨ର ଏହି ଗୁରୁତ୍ୱପୂର୍ଣ୍ଣ...
Hockeyନୂଆ ରୂପରେ ଓଡିଶାକୁ ଫେରୁଛି ହକିOdisha Sports BureauDecember 13, 2021 by Odisha Sports BureauDecember 13, 20210153 ଭୁବନେଶ୍ୱର: ପୁଣି ହୋହଲ୍ଲାରେ କମ୍ପି ଉଠିବ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ଝୁମି ଉଠିବ ରାଜଧାନୀ ଆଉ ହକି ପେମୀ । କାରଣ ଆଗକୁ ଆସୁଛି ଆଉ ଏକ ବଡ ହକି ଟୁର୍ଣ୍ଣାମେଣ୍ଟ ।...
Hockeyବଢୁଛି ରୋମାଞ୍ଚ; ସେମି ପାଇଁ ୩ ଦଳ SELECTEDOdisha Sports BureauDecember 1, 2021December 1, 2021 by Odisha Sports BureauDecember 1, 2021December 1, 20210141 ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜି ଖେଳାଯାଉଛି କ୍ୱାର୍ଟର ଲଢେଇ । ଜୁନିୟର ହକି ବିଶ୍ୱକପର ସେମି ଟିକେଟ ପାଇବା ପାଇଁ ଚାଲିଛି ଟକ୍କର । ପ୍ରଥମ ଟିମ ଭାବେ ଜର୍ମାନୀ ସେମିରେ ପହଞ୍ଚିଥିବା ବେଳେ ...