Cricketଧୋନୀଙ୍କ ସିଲେକ୍ସନକୁ ନେଇ ପ୍ରଶ୍ନ କଲେ ଜାଡେଜାOdisha Sports BureauSeptember 13, 2021 by Odisha Sports BureauSeptember 13, 20210173 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର କ୍ରିକେଟରତଥା ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦର ମେଣ୍ଟର ଭାବେ ନିୟୋଜିତ କରାଯାଇଛି । ତେବେ...
Cricketବିଶ୍ୱକପକୁ ଫେରିଲେ ମାହିOdisha Sports BureauSeptember 9, 2021 by Odisha Sports BureauSeptember 9, 20210157 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ବିଶ୍ୱକପ ପାଇଁ ଘୋଷଣା ହୋଇଛି ୧୫ ଜଣିଆ ଟିମ । ଏହି ସ୍କ୍ୱାର୍ଡରେ ଶିଖର ଧୱନ, ୟୁଜଭେନ୍ଦ୍ର ଚହଲ ଏବଂ କୁଳଦୀପଙ୍କ ଭଳି ଖେଳାଳୀଙ୍କୁ ସ୍ଥାନ ମିଳିନଥିବା...
Cricketବଦଳିବ ଆଇପିଏଲର ରୂପରେଖOdisha Sports BureauAugust 18, 2021August 18, 2021 by Odisha Sports BureauAugust 18, 2021August 18, 20210248 ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲ ସିଜନର ଅବଶିଷ୍ଟ ମ୍ୟାଚ ପୁଣି ଥରେ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ଏହା ସହିତ ଆସନ୍ତା ସିଜନ ପାଇଁ ମଧ୍ୟ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି । ତେବେ...
Cricketଧୋନୀଙ୍କ ଧାକ୍କଡ ଫ୍ୟାନOdisha Sports BureauAugust 14, 2021 by Odisha Sports BureauAugust 14, 20210190 ଋାଞ୍ଚି: ଆସନ୍ତାକାଲି ଅଗଷ୍ଟ ୧୫ରେ ଧୋନୀଙ୍କ ସନ୍ନ୍ୟାସକୁ ବର୍ଷେ ପୁରୁଛି । ଇଣ୍ଟରନେସନାଲ କ୍ରିକେଟ ଜଗତରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଫ୍ୟାନ୍ସମାନଙ୍କ ମଧ୍ୟରେ କମିନି ତାଙ୍କର କ୍ରେଜ । କ୍ରିକେଟ ପେମୀ ମାନେ...
Cricketମାହିଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକOdisha Sports BureauAugust 6, 2021 by Odisha Sports BureauAugust 6, 20210153 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବିରୁଦ୍ଧରେ ଟ୍ୱିଟର ନେଇଛି ବଡ ପଦକ୍ଷେପ । ଧୋନୀଙ୍କ ଆକାଉଣ୍ଟରୁ ବ୍ଲୁ ଟିକ ହଟାଇ ଦେଇଛି ଟ୍ୱିଟର । ଦୀର୍ଘ...
Cricket୨୦୨୨ IPL ସିଜନକୁ ନେଇ ରୈନାଙ୍କ ଖୁଲାସାOdisha Sports BureauJuly 10, 2021 by Odisha Sports BureauJuly 10, 20210357 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆଇପିଏଲ ୨୦୨୨କୁ ନେଇ ଚର୍ଚ୍ଚା ଜୋର ଧରିବାକୁ ଲାଗିଲାଣି । ଏହି ସିଜନରେ ୮ ବଦଳରେ ୧୦ଟି ଟିମ ଖେଳିବାକୁ ଯାଉଛନ୍ତି । ଏ ନେଇ ଖେଳାଳୀମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ...
Cricketକ୍ରିକେଟ ପରେ ଶିକ୍ଷକ ହେବେ ଧୋନୀOdisha Sports BureauJuly 8, 2021 by Odisha Sports BureauJuly 8, 20210370 ରାୟପୁର(ଓଡିଶା ସ୍ପୋର୍ଟସ): କ୍ରିକେଟରୁ ଅବସର ନେବା ପରେ ଏବେ ଶିକ୍ଷକ ହେବାକୁ ମନ ବଳାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ତଥା ପୃତିବୀର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । କ୍ରିକେଟରେ ତାଙ୍କୁ ଅନେକ ଯୁବ...
Cricketଧୋନୀ ବିରାଟଙ୍କ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚାOdisha Sports BureauJune 25, 2021 by Odisha Sports BureauJune 25, 20210165 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ବିଶ୍ୱ ଟେଷ୍ଟ ଚମ୍ପିୟନସିପରେ ଭାରତର ପରାଜୟ ପରେ ପ୍ରଶଂସକ ମାନଙ୍କ ମଧ୍ୟରେ ଅସନ୍ତୋଷ ଜୋର ଧରିଛି । ଅନେକ ଲୋକ କେହଲୀଙ୍କ ଅଧିନାୟକତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଥିସହ...
Cricketଦିସ ଇଜ ମାହି ଲୁକOdisha Sports BureauJune 22, 2021June 22, 2021 by Odisha Sports BureauJune 22, 2021June 22, 20210380 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): କେବେ ଲମ୍ବା ଚୁଟି ତ କେବେ ସମର କଟ, ମୋହକ, ତ ଆଉ ପୁଣି କୋବ ଭି ହକ । ଭିନ୍ନ ଭିନ୍ନ ହେୟାର ଷ୍ଟାଇଲ କରି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି...
Cricketସିଏସକେ ପୋଷ୍ଟରେ ଫ୍ୟାନ୍ସ ହେଲେ ଭାବପ୍ରବଣOdisha Sports BureauMay 12, 2021May 12, 2021 by Odisha Sports BureauMay 12, 2021May 12, 20210194 ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): କୋରୋନା ମହାମାରୀ ପାଇଁ ବନ୍ଦ ହେବା ସତ୍ତେ୍ୱ ଆଇପିଏଲକୁ ଭୁଲି ପାରୁ ନାହାନ୍ତି କ୍ରିକେଟପ୍ରେମୀ । ନିଜ ପ୍ରିୟ ଫ୍ରଞ୍ଚାଇଜି ଏବଂ ପସନ୍ଦର ଖେଳାଳୀମାନଙ୍କୁ ପ୍ରଶଂସକମାନେ ବହୁତ ମନେ ପକାଉଥିବା ଦେଖାଯାଉଛି...