Cricketକ୍ଲିନ ସ୍ୱିପ ଟାର୍ଗେଟରେ ମେନ ଇନ ବ୍ଲୁOdisha Sports BureauNovember 21, 2021November 21, 2021 by Odisha Sports BureauNovember 21, 2021November 21, 20210335 କୋଲକାତା: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ । ଅଧିନାୟକତ୍ୱର ପ୍ରଥମ ସିରିଜରେ ହିଁ କ୍ଲିନ ସ୍ୱିପ ପରିସ୍ଥିତିରେ ରହିଛି ରୋହିତଙ୍କ ସେନା । ତିନି ମ୍ୟାଚ ବିଶିଷ୍ଟ ଏହି...
Cricketପଛରେ ପଡିଗଲେ କିଙ୍ଗ କୋହଲୀOdisha Sports BureauNovember 20, 2021 by Odisha Sports BureauNovember 20, 20210354 ରାଞ୍ଚି: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଜିତି ସିରିଜ ହାତେଇଛି ଟିମ ଇଣ୍ଡିଆ । ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚରେ ସହଜ ବିଜୟ ସହିତ ଟି-୨୦ ବିଶ୍ୱକପର ମଧୁର ପ୍ରତିଶୋଧ ନେଇଛି ମେନ...
Cricketଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚOdisha Sports BureauNovember 19, 2021 by Odisha Sports BureauNovember 19, 20210115 ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ମ୍ୟାଚ ପୂର୍ବରୁ ସମସ୍ତ ଖେଳାଳୀଙ୍କ ସହିତ ପ୍ରସ୍ତୁତ ହୋଇଛି ରାଞ୍ଚିର ମଇଦାନ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ସହିତ ଭାରତୀୟ ଦଳର...
Cricketମ୍ୟାଚ ପୂର୍ବରୁ ଦଳରୁ ବାହାରିଲେ ଆଉ ଜଣେ ଖେଳାଳୀOdisha Sports BureauNovember 17, 2021 by Odisha Sports BureauNovember 17, 20210253 ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ମ୍ୟାଚର ଠିକ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଅଧିନାୟକ କେନ ୱିଲିୟମସନ ନିଜକୁ ଏହି...
Cricketଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଲଢେଇOdisha Sports BureauNovember 17, 2021 by Odisha Sports BureauNovember 17, 20210136 ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳାଯିବ । ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟର ପ୍ରତିଶୋଧ...
Cricketନ୍ୟୁଜିଲାଣ୍ଡର ବିଶ୍ୱକପ ସ୍ୱପ୍ନ ଧୂଳିସାତOdisha Sports BureauNovember 15, 2021 by Odisha Sports BureauNovember 15, 20210153 ଦୁବାଇ: ବିଶ୍ୱକୁ ମିଳିଛି ଆଉ ଏକ ନୂଆ ଚମ୍ପିଆନ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଲେଖିଛି ନୂଆ ଇତିହାସ । ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣରେ ପ୍ରଥମ ଟାଇଟଲ ହାସଲ କରିଛି ଟିମ...
Cricketବିଶ୍ୱ ପାଇବ ନୂଆ ବିଜେତାOdisha Sports BureauNovember 14, 2021 by Odisha Sports BureauNovember 14, 20210175 ଦୁବାଇ: ବାଜିଛି ଯୁଦ୍ଧର ବିଗୁଲ । ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପ୍ରତିଦ୍ୱନ୍ଦି ନ୍ୟୁଜିଲାଣ୍ଡ ଆଉ ଅଷ୍ଟ୍ରେଲିଆ । ଗୃପ Aର ସର୍ବଶ୍ରେଷ୍ଠ ଦଳ ସହିତ ଲଢିବ ଗୃପ Bର ସର୍ବଶ୍ରେଷ୍ଠ ଟିମ...
Cricketରିଜର୍ଭ ଡେରେ ନ୍ୟୁଜିଲାଣ୍ଡ ନାଁରେ ଟ୍ରଫି ରିଜର୍ଭOdisha Sports BureauJune 24, 2021 by Odisha Sports BureauJune 24, 20210144 ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ଆଇସିସିର ବିଶ୍ୱ ଟେଷ୍ଟ ଚମ୍ପିଅନସିପ ଉପରେ କବଜା କରିଛି ନ୍ୟୁଜିଲାଣ୍ଡ ଦଳ । ବର୍ଷା ଏବଂ ଲୋ ଲାଇଟ ଭଳି ଅସୁବିଧାରୁ ଏହି ଐତିହାସିକ ମ୍ୟାଚର ରୋମାଞ୍ଚ ଧିରେ ଧିରେ କମିଥିଲା...