Swimmingଥାଇଲାଣ୍ଡରେ ଚମକିଲେ ଓଡ଼ିଆ ଝିଅ ପ୍ରତ୍ୟାଶାOdisha Sports BureauApril 8, 2023April 8, 2023 by Odisha Sports BureauApril 8, 2023April 8, 2023099 ଭୁବନେଶ୍ୱର : ଥାଇଲାଣ୍ଡରେ ହେଇଥିବା ଓପନ୍ ସନ୍ତରଣ ପ୍ରତିଯେଗିତାରେ ସିଲଭର ଜିତିଛନ୍ତି ଓଡ଼ିଆ ଝିଅ ପ୍ରତ୍ୟାଶା । ଏହା ଭାରତ ଓ ଓଡିଶା ପାଇଁ ଅତ୍ୟନ୍ତ ଗର୍ବର କଥା ।ଶୁକ୍ରବାର ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍...
Cricketଆଜିଠୁ ଆଇପିଏଲ ୧୬ତମ ସଂସ୍କରଣ, ୧୦ଟି ଟିମ ଭିତରେ ଲାଗିବ ଟକ୍କରOdisha Sports BureauMarch 31, 2023March 31, 2023 by Odisha Sports BureauMarch 31, 2023March 31, 20230185 ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହେଉଛି ୨୦୨୩ ଆଇପିଏଲ ୧୬ ତମ ସଂସ୍କରଣ । ୧୦ଟି ଟିମ ଭିତରେ ଲାଗିବ ଟକ୍କର । ସନ୍ଧ୍ୟା ୭.୩୦ମିରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍...
Uncategorizedସୋହିନି ଓ ଆରାଧ୍ୟାଙ୍କୁ ସମ୍ବର୍ଦ୍ଧନା କଲା ଓଟିଏOdisha Sports BureauFebruary 17, 2023 by Odisha Sports BureauFebruary 17, 2023087 ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୨ ରେ ସ୍ଵର୍ଣ୍ଣ ପଦକ ବିଜେତା ସୋହିନୀ ଓ ଆରାଧ୍ୟା ଙ୍କୁ ଓଡ଼ିଶା ଟେନିସ୍ ସାଙ୍ଗ ତରଫରୁ ୨୫୦୦୦ ଲେଖାଏ ଅର୍ଥ ରାଶିରେ ସମ୍ବର୍ଦ୍ଧନା କରାଯାଇଛି। ସୋହିନୀ ଓ...
Hockeyହକି ବିଶ୍ବକପ୍ ; ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର ମିଳିବOdisha Sports BureauDecember 29, 2022 by Odisha Sports BureauDecember 29, 20220100 ନୂଆଦିଲ୍ଲୀ : ହକି ବିଶ୍ବକପ୍ ପାଇଁ ବାକି ରହିଲା ଆଉ କିଛି ଦିନ । ଏହାରି ଭିତରେ ଓଡ଼ିଶାରେ ପହଂଚି ସାରିଛି ଭାରତୀୟ ଦଳ । ତେବେ ବିଶ୍ବକପ୍ରେ ଭାରତୀୟ ଦଳର ଉତ୍ସାହ ବୃଦ୍ଧି...
Cricketଏହି ସିରିଜରେ ଫେରି ପାରନ୍ତି ଭାରତର ତିନିଜଣ ଖେଳାଳିOdisha Sports BureauDecember 26, 2022 by Odisha Sports BureauDecember 26, 2022098 ୨୦୨୨ରେ ଟିମ ଇଣ୍ଡିଆ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ। ଭାରତୀୟ ଦଳ ଟି-୨୦ ୱାର୍ଲ୍ଡକପର ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ପରାସ୍ତର ହୋଇଥିଲା। ତେବେ ଅନେକ ସମୟରେ ଖବର ଆସିଥିଲା...
Footballସାକାର ହୋଇଛି ଲିଓନେଲ ମେସିଙ୍କ ସବୁଠୁ ବଡ଼ ସ୍ୱପ୍ନOdisha Sports BureauDecember 20, 2022December 20, 2022 by Odisha Sports BureauDecember 20, 2022December 20, 20220126 ଆର୍ଜେଣ୍ଟିନା : ଲିଓନେଲ ମେସିଙ୍କ ସବୁଠୁ ବଡ଼ ସ୍ୱପ୍ନ ସାକାର ହୋଇଛି । ଫିଫା ବିଶ୍ୱକପ ୨୦୨୨ର ଫାଇନାଲ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ବିଶ୍ୱକପ ଜିତିଛି । ଏହି...
Hockeyହକି ବିଶ୍ୱକପ: ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲେ ଓଡିଶା ସରକାରOdisha Sports BureauDecember 16, 2022 by Odisha Sports BureauDecember 16, 20220107 ଓଡିଶା:ଓଡିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ ।ବିଶ୍ୱସ୍ତରୀୟ ହକି ଖେଳ ଓଡିଶାରେ ହେବାକୁ ଯାଉଥିବାରୁ ସାରା ବିଶ୍ୱର ନଜର ରହିଛି ଓଡିଶା ଉପରେ ।ବିଶ୍ୱର ସମସ୍ତ ଦେଶରୁ ଖେଳାଳି ସହ ଦର୍ଶକ ମଧ୍ୟ...
Cricketବିଧାୟିକାଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରିକେଟର ରିବିନ୍ଦ୍ର ଜାଡେଜାOdisha Sports BureauDecember 10, 2022 by Odisha Sports BureauDecember 10, 20220121 ଗୁଜୁରାଟ: ଗୁଜୁରାଟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ରିବାବା ଜାଡେଜା । ଭାରତୀୟ ଦଳର ଅଲରାଉଣ୍ଡର ଖେଳାଳୀ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଉଛନ୍ତି ରିବାବା ଜାଡେଜା । ତେବେ ପ୍ରଥମ ଥର ପାଇଁ...
Cricketବାଂଲାଦେଶ ବିପକ୍ଷ ସରିଜିରୁ ବାଦ ପଡିଲେ ମହମ୍ମଦ ଶାମିOdisha Sports BureauDecember 9, 2022 by Odisha Sports BureauDecember 9, 2022088 ନୂଆଦିଲ୍ଲୀ: ଦିନିକିଆ ସିରିଜିରୁ ବାଦ ପଡିଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି । ଆହତ କାରଣରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାରୁ ବାଦ ପଡିପାରନ୍ତି ଶାମି । ଶେଷ ଥର ପାଇଁ...
Hockeyଓଡ଼ିଶା ହକି ମେନ୍ସ ବିଶ୍ୱକପ ଟ୍ରଫି ଟୁରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଓଡିଶାର ସବୁ ଜିଲ୍ଲା ବୁଲିବ ଟ୍ରଫିOdisha Sports BureauDecember 5, 2022 by Odisha Sports BureauDecember 5, 20220105 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫଆଇଏଚ୍ ଓଡ଼ିଶା ହକି ମେନ୍ସ ବିଶ୍ୱକପ ଟ୍ରଫି ଟୁରର କଲେ ଶୁଭାରମ୍ଭ । ଏହା ସହ ହକି ଇଣ୍ଡିଆ ସଭାପତି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର...