Cricketପାଇକପଡା ଠାରେ ଉଦଘାଟିତ ହୋଇଯାଇଛି PPL -2025 କ୍ରିକେଟ ମ୍ୟାଚOdisha Sports BureauMay 16, 2025May 16, 2025 by Odisha Sports BureauMay 16, 2025May 16, 20250109 ପାଇକପଡା : କ୍ରିକେଟ କହାକୁ ବା ପସନ୍ଦ ନୁହଁ । ଗାଁ ଠୁ ସହର ସବୁଠୁ ଚାଲେ କ୍ରିକେଟ ଖଳ । ଗାଁରେ ସନ୍ଧ୍ୟା ହେଲା ମାନେ ପିଲାମେନେ ପଡିଆକୁ ଚାଲି ଯାନ୍ତି କ୍ରିକେଟ...
Cricketଜାଣନ୍ତୁ ଆଇପିଏଲର ୫ଟି ବଡ ବିବାଦOdisha Sports BureauMarch 19, 2025 by Odisha Sports BureauMarch 19, 20250250 ନୂଆଦିଲ୍ଲୀ; ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ IPL । ଇଣ୍ଡିଆନ ପ୍ରମିୟମ୍ ର IPL ଶୁଭାରମ୍ଭକୁ ନେଇ ଉତ୍ସାହିତ ଯେତିକି ଖେଳାଳୀ ଅଛନ୍ତି ସେତିକି କ୍ରିକେଟ୍ ପ୍ରେମୀ ମଧ୍ୟ ରହିଛନ୍ତି । ଏଥର ପ୍ରଥମ...
Cricketକାନପୁର କ୍ରିକେଟ କ୍ଲବ ଅନୁକୂଲ୍ୟରେ ଏମଏନସିସି ଚମ୍ପିଆନ ଟ୍ରଫି ଉଦଘାଟିତOdisha Sports BureauFebruary 17, 2025 by Odisha Sports BureauFebruary 17, 20250113 ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ କାନପୁର କ୍ରିକେଟ କ୍ଲବ ଅନୁକୂଲ୍ୟରେ ଏମଏନସିସି ଚମ୍ପିଆନ ଟ୍ରଫି କ୍ରିକେଟ ଉଦଘାଟିତ ହୋଇଯାଇଛି। ସାମାଜିକକର୍ମୀ ମୀନକେତନ ମହାକୁର ମୁଖ୍ୟ ଅତିଥ୍ ବହଳପଦର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପିତାମ୍ବର...
Hockeyବଦଲା ନେଲା ପୁରୁଷ ହକି ଦଳ : ବାଜି ମାରିନେଲା ଇଣ୍ଡିଆOdisha Sports BureauFebruary 17, 2025February 17, 2025 by Odisha Sports BureauFebruary 17, 2025February 17, 20250103 ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ହକି କ୍ରେଜ । ଚାଲିଛି ଏଫଆଇଏଚ୍ ହକୀ ପ୍ରୋ ଲିଗ୍ ୨୦୨୪-୨୫ ମହାସମର । ଶନିବାରର ବଦଲା ରବିବାର ନେଲା ପୁରୁଷ ହକି ଦଳ । ଦୁଇ ଗୋଲ କରି...
Cricketଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ ଦେଇଛି ଭାରତOdisha Sports BureauFebruary 12, 2025February 12, 2025 by Odisha Sports BureauFebruary 12, 2025February 12, 20250105 ଅହମଦାବାଦ: ଅହମଦାବାଦରେ ଖେଳାଯାଉଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ବା ଶେଷ ଦିନିକିଆ ମ୍ୟାଚ। ଏହି ସିରିଜର ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ...
Cricketଭୁବନେଶ୍ୱରୁ ଭାରତ ଓ ଇଂଲଣ୍ଡ ଖେଳାଳି ନେଇଛନ୍ତି ବିଦାୟ: ଅହମ୍ମଦାବାଦ ଅଭିମୁଖେ କଲେ ଯାତ୍ରାOdisha Sports BureauFebruary 10, 2025 by Odisha Sports BureauFebruary 10, 20250101 ଭୁବନେଶ୍ୱର: ଓଡିଶାରୁ ବିଦାୟ ନେଲେ ଖେଳାଳି । ଭୁବନେଶ୍ୱରୁ ଭାରତ ଓ ଇଂଲଣ୍ଡ ଖେଳାଳି ନେଇଛନ୍ତି ବିଦାୟ । ବାରବାଟୀରେ ଦମଦାର ପ୍ରଦର୍ଶନ ପରେ ଅହମଦାବାଦ ଫେରୁଛନ୍ତି ଖେଳାଳି । ସ୍ବତନ୍ତ୍ର ବିମାନ ଯୋଗେ...
Cricketଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆରେ ଜିତିଲା ଭାରତOdisha Sports BureauFebruary 10, 2025February 10, 2025 by Odisha Sports BureauFebruary 10, 2025February 10, 2025095 କଟକ: ଗତକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ର ୨ୟ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ହରାଇଛି । ଅଧିନାୟକ...
Cricketବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ଆଜିଠୁ ଅନଲାଇନ ଟିକେଟ୍ ବିକ୍ରିOdisha Sports BureauFebruary 2, 2025February 2, 2025 by Odisha Sports BureauFebruary 2, 2025February 2, 20250124 କଟକ : ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ ପାଇଁ ଆଜିଠୁ ମିଳିବ ଟିକେଟ୍ । ଅପରାହ୍ଣରୁ ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ ବୁକ୍...
Cricketବାରବାଟୀରେ କ୍ରିକେଟ ମ୍ୟାଚ୍ : ୫ ଓ ୬ରେ ଟିକେଟ ବିକ୍ରିOdisha Sports BureauJanuary 24, 2025January 24, 2025 by Odisha Sports BureauJanuary 24, 2025January 24, 20250102 କଟକ : ଫେବ୍ରୁଆରୀ ୯ରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ମ୍ୟାଚ୍ । ବାରବାଟୀ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଫେବୃଆରୀ ୨ରୁ ଆରମ୍ଭ ହେବ ଟିକେଟ ବିକ୍ରି । ଉଭୟ ଅଫଲାଇନ ଏବଂ...
Uncategorizedସିପକଟାକ୍ରୋ ଓଡିଶା ଦଳରେ ବିଷମ କଟକ ତିନି ଖେଳାଳିOdisha Sports BureauJanuary 10, 2025 by Odisha Sports BureauJanuary 10, 20250104 ବିଷମ କଟକ/ରବିନ୍ଦ୍ର କୁମାର ସାହୁ:ତେଲେଙ୍ଗାନା ରାଜ୍ୟ ର ୱାରଙ୍ଗଲ ଠାରେ ରେ ହେବାକୁ ଥିବା ଜାତୀୟ ସିପଟାକ୍ରୋ ପ୍ରତିଯୋଗିତା ରେ ଓଡିଶା ଦଳ ଭାଗ ନେଉଛି । ତେବେ ସେଥିରେ ରାୟଗଡା ଜିଲ୍ଲା ବିଷମ...