Cricketହିଟମ୍ୟାନଙ୍କ ହାତରେ ବଡ ସଫଳତାOdisha Sports BureauDecember 9, 2021 by Odisha Sports BureauDecember 9, 20210312 ନୂଆଦିଲ୍ଲୀ: ଟି-୨୦ ପରେ ଦିନିକିଆରେ ବି ରୋହିତଙ୍କ ଜଲୱା । ବିରାଟଙ୍କୁ ରିପ୍ଲେସ କରିବେ ରୋହିତ । କୋହଲୀଙ୍କ ହାତରୁ ପଦ ଯାଇଛି ହିଟମ୍ୟାନଙ୍କ ହାତକୁ । ଦିନିକିଆ କ୍ରିକେଟରେ ଫୁଲ ଟାଇମ କ୍ୟାପ୍ଟେନ୍ସି...
Cricketରାହୁଲ ଇନ: ରୋହିତ ବିରାଟ ଆଉଟOdisha Sports BureauNovember 24, 2021November 24, 2021 by Odisha Sports BureauNovember 24, 2021November 24, 20210162 ନୂଆଦିଲ୍ଲୀ: ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ଆଇସିସି) ଜାରି କରିଛି ଟି-୨୦ ବ୍ୟାଟ୍ସମ୍ୟାନ ମାନ୍ୟତା । ଏହି ଲିଷ୍ଟରେ ଓପନର ମାନଙ୍କ ରାଜ ଦେଖିବାକୁ ମିଳିଛି । ତିନୋଟି ଦେଶର ଓପନରଙ୍କୁ ମିଳିଛି ଫାଇଦା । ଭାରତୀୟ...
Cricketଟି-୨୦ରେ ଏହି ଖେଳାଳୀ ହେଉଛନ୍ତି ଦଳର ମେରୁ ଦଣ୍ଡOdisha Sports BureauNovember 22, 2021 by Odisha Sports BureauNovember 22, 20210177 ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ କ୍ଲିନ ସ୍ୱିପ କରିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା ଦେଇଛନ୍ତି ଏକ ବଡ ବୟାନ । ଟି-୨୦ ଦଳରେ ପ୍ରତ୍ୟାବର୍ତ୍ତନ କରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖୁବ ପ୍ରଶଂସା କରିଛନ୍ତି ରୋହିତ...
Cricketକ୍ଲିନ ସ୍ୱିପ ଟାର୍ଗେଟରେ ମେନ ଇନ ବ୍ଲୁOdisha Sports BureauNovember 21, 2021November 21, 2021 by Odisha Sports BureauNovember 21, 2021November 21, 20210350 କୋଲକାତା: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ । ଅଧିନାୟକତ୍ୱର ପ୍ରଥମ ସିରିଜରେ ହିଁ କ୍ଲିନ ସ୍ୱିପ ପରିସ୍ଥିତିରେ ରହିଛି ରୋହିତଙ୍କ ସେନା । ତିନି ମ୍ୟାଚ ବିଶିଷ୍ଟ ଏହି...
Cricketଦ୍ୱିତୀୟ ମ୍ୟାଚରେ ଫେରିବେ ଧୋନୀOdisha Sports BureauNovember 19, 2021November 19, 2021 by Odisha Sports BureauNovember 19, 2021November 19, 20210325 ରାଞ୍ଚି: ଆଜି ରାଞ୍ଚିରେ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚରେ ମଇଦାନକୁ ଫେରିବେ କ୍ୟାପଟେନ କୁଲ ମାହି । ଝାଡଖଣ୍ଡର ରାଞ୍ଚି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ତେବେ ଦର୍ଶକଙ୍କ...
Cricketଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚOdisha Sports BureauNovember 19, 2021 by Odisha Sports BureauNovember 19, 20210128 ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ମ୍ୟାଚ ପୂର୍ବରୁ ସମସ୍ତ ଖେଳାଳୀଙ୍କ ସହିତ ପ୍ରସ୍ତୁତ ହୋଇଛି ରାଞ୍ଚିର ମଇଦାନ । ପ୍ରଥମ ମ୍ୟାଚରେ ଦମଦାର ବିଜୟ ସହିତ ଭାରତୀୟ ଦଳର...
Cricketଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଲଢେଇOdisha Sports BureauNovember 17, 2021 by Odisha Sports BureauNovember 17, 20210151 ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳାଯିବ । ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟର ପ୍ରତିଶୋଧ...
Cricketନୂଆ ଲୁକରେ ଫେରିବ ଟିମ ଇଣ୍ଡିଆOdisha Sports BureauOctober 9, 2021 by Odisha Sports BureauOctober 9, 20210198 ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ । ସେଥିପାଇଁ ସାରା ବିଶ୍ୱରେ ଏବଂ କ୍ରିକେଟ ପ୍ରେମୀମାନଙ୍କ ମନରେ ଉତ୍ସାହର ସୀମା କହିଲେ ନସରେ । ତେବେ ଏହି...
CricketIPLରେ ଆଜି ପୂର୍ବ-ପଶ୍ଚିମ ଲଢେଇOdisha Sports BureauSeptember 23, 2021 by Odisha Sports BureauSeptember 23, 20210150 ଆବୁଧାବି: ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ମ୍ୟାଚରେ ଆଜି ପୂର୍ବ ଭାରତ ଏବଂ ପଶ୍ଚିମ ଭାରତ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଆଜିର ଲିଗ ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ...
Cricketଅଧିନାୟକ ପଦ ପାଇବ କିଏ ??Odisha Sports BureauSeptember 17, 2021 by Odisha Sports BureauSeptember 17, 20210144 ନୂଆଦିଲ୍ଲୀ: ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ ଭାରତର ଷ୍ଟାର ଖେଳାଳୀ ବିରାଟ କୋହଲୀ । ଏନେଇ ନିଜେ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି ଚେଜ ମାଷ୍ଟର । ତେବେ ବିରାଟଙ୍କ...