Cricketନିଆରା ଢଙ୍ଗରେ ଧୋନିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ପନ୍ଥOdisha Sports BureauJuly 7, 2023 by Odisha Sports BureauJuly 7, 20230168 ନୂଆଦିଲ୍ଲୀ: ଆଜି କ୍ୟାପଟେନ୍ କୁଲଙ୍କ ଜନ୍ମଦିନ । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ଧୋନିଙ୍କ ଜନ୍ମଦିନକୁ ଏକ ସ୍ବତନ୍ତ୍ର ଶୈଳୀରେ...
Wrestlingବ୍ରିଜଭୂଷଣଙ୍କୁ ସମନ: ଜୁଲାଇ ୧୮ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶOdisha Sports BureauJuly 7, 2023 by Odisha Sports BureauJuly 7, 20230155 ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଜୁଲାଇ ୧୮ ତାରିଖରେ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟକୁ ସମନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ପର୍ୟ୍ୟାପ୍ତ...
Cricketବାଂଲାଦେଶ ଟିମକୁ ଝଟକା: ବିଶ୍ୱକପ୍ ପୂର୍ବରୁ ଅବସର ନେଲେ କ୍ୟାପଟେନ୍ ତାମିମ୍ ଇକବାଲ୍Odisha Sports BureauJuly 6, 2023 by Odisha Sports BureauJuly 6, 20230164 ଦିନିକିଆ ବିଶ୍ୱକପ୍ ୨୦୨୩ ଭାରତରେ ଆୟୋଜନ ହେବାକୁ ଯାଉଛି । ଏହି ବିଶ୍ୱକପ ପୂର୍ବରୁ ବାଂଲାଦେଶ କ୍ରିକେଟ୍ ଟିମକୁ ବଡ ଝଟକା ଲାଗିଛି । ଟିମର ଅଧିନାୟକ ତାମିମ୍ ଇକବାଲ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର...
Cricketଟିମ୍ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରOdisha Sports BureauJuly 5, 2023 by Odisha Sports BureauJuly 5, 20230170 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଟିମ୍ ଇଣ୍ଡିଆର ମୁଖ୍ୟ ଚୟନ କର୍ତ୍ତା ଭାବେ ନିଯୁକ୍ତି ପାଇଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତରଫରୁ ମଙ୍ଗଳବାର ରାତିରେ...
Cricketଜାତୀୟ ବଧିର ଟ୍ୱେଣ୍ଟି-୨୦ ପ୍ରତିଯୋଗିତା: ଓଡ଼ିଶା ଦଳ ଘୋଷିତOdisha Sports BureauJuly 4, 2023 by Odisha Sports BureauJuly 4, 20230140 ଭୁବନେଶ୍ବର: ସେପ୍ଟେମ୍ବର-ଅକ୍ଟୋବରରେ ଓଡ଼ିଶାରେ ଖେଳାଯିବାକୁ ଥିବା ଜାତୀୟ ବଧିର ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ହାଇଟେକ୍ ଗ୍ରୁପର କ୍ରୀଡ଼ା ନିର୍ଦ୍ଦେଶକ ଲଳିତ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଦଳ ଚୟନ...
Footballସାଫ୍ ଚାମ୍ପିଅନସିପ୍: ଫାଇନାଲରେ ଭାରତ-କୁଏତ୍ ମୁକାବିଲାOdisha Sports BureauJuly 4, 2023July 4, 2023 by Odisha Sports BureauJuly 4, 2023July 4, 20230170 ବେଙ୍ଗାଲୁରୁ: ଭାରତ ନବମ ସାଫ୍ ଚାମ୍ପିଅନସିପ୍ ବିଜେତା ଲକ୍ଷ୍ୟରେ ମଙ୍ଗଳବାର ବେଙ୍ଗାଲୁରୁର କାନ୍ତୀରବା ଷ୍ଟାଡିୟମରେ ହେବାକୁ ଥିବା ଫାଇନାଲରେ କୁଏତକୁ ଭେଟିବ । ସେମିଫାଇନାଲରେ ଲେବାନନକୁ ୪-୨ ପେନାଲଟି ସୁଟଆଉଟରେ ଭାରତ ହରାଇଥିବା ବେଳେ...
Cricketଝିଅ ସହ କ୍ରିକେଟ ଖେଳିଲେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର୍ କେନ୍ ୱିଲିୟମସନOdisha Sports BureauJuly 4, 2023 by Odisha Sports BureauJuly 4, 20230187 ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳର ଖେଳାଳି କେନ୍ ୱିଲିୟମସନ ତାଙ୍କ ଝିଅ ସହିତ ଘରେ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି। ବର୍ତ୍ତମାନ ଏହି...
Cricketଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅସଦାଚରଣ ଅଭିଯୋଗ: ଏମସିସିର ୩ ସଦସ୍ୟ ନିଲମ୍ବିତOdisha Sports BureauJuly 4, 2023 by Odisha Sports BureauJuly 4, 20230164 ଲର୍ଡସ: ଲର୍ଡସରେ ଖେଳାଯାଇଥିବା ଦ୍ବିତୀୟ ଆସେସ୍ ଟେଷ୍ଟର ପଞ୍ଚମ ଦିନରେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଠେଲାପେଲା କରିଥିବା ଘଟଣାରେ ୩ ଜଣ ସଦସ୍ୟଙ୍କୁ ଦ ମେରିଲବୋନ କ୍ରିକେଟ୍ କ୍ଲବ୍ ନିଲମ୍ବନ କରିଛି। ୩୭୦ ରନର ଲକ୍ଷ୍ୟକୁ...
Tennisସମ୍ମାନିତ ହେବେ ଟେନିସ୍ ତାରକା ରୋଜର ଫେଡେରର୍Odisha Sports BureauJuly 4, 2023 by Odisha Sports BureauJuly 4, 20230151 ଲଣ୍ଡନ: ସ୍ବିଜରଲାଣ୍ଡର ମହାନ ଟେନିସ୍ ଖେଳାଳି ରୋଜର ଫେଡେରରଙ୍କୁ ୱିମ୍ବଲଡନ୍ ଓପନର ଦ୍ବିତୀୟ ଦିନରେ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବାର କାଯ୍ର୍ୟକ୍ରମ ରହିଛି। ଏଥିପାଇଁ ଅଲ୍ ଇଂଲଣ୍ଡ କ୍ଲବ୍ ପକ୍ଷରୁ ସେଣ୍ଟର କୋର୍ଟରେ ଏକ...
Cricketଧୋନିଙ୍କ ପୁରୁଣା ଭିଡିଓ ଭାଇରାଲOdisha Sports BureauJuly 4, 2023 by Odisha Sports BureauJuly 4, 20230167 ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନି ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ମାହିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ସବୁବେଳେ ଭାଇରଲ ହେଉଥିବା ଦେଖିବାକୁ ମିଳିଥାଏ ।...