CricketWPL 2026ରେ DCକୁ ଧୁଳି ଚଟେଇଲା RCB, ଇତିହାସ ସୃଷ୍ଟି କଲେ ସ୍ମୃତିOdisha Sports BureauJanuary 18, 2026 by Odisha Sports BureauJanuary 18, 2026028 ନୂଆଦିଲ୍ଲୀ: ଗତକାଲି RCB ଏବଂ DC ମଧ୍ୟରେ ଖେଳାଯାଇଥିବା WPL 2026 ମ୍ୟାଚରେ RCB ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଚମତ୍କାର ବ୍ୟାଟିଂ କରିଥିଲେ। ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ RCB, DCକୁ ପରାସ୍ତ କରିଥିଲା...
Cricketଭାଙ୍ଗିଲା ମହିଳା କ୍ରିକେଟର ସ୍ମୃତି ଓ ସଙ୍ଗୀତ ନିର୍ଦ୍ଦେଶକ ପଲାସଙ୍କ ବାହାଘରOdisha Sports BureauDecember 7, 2025December 7, 2025 by Odisha Sports BureauDecember 7, 2025December 7, 2025041 ଭାଙ୍ଗିଲା ମହିଳା କ୍ରିକେଟିଅର ସ୍ମୃତି ମନ୍ଧାନା ଓ ସଙ୍ଗୀତ ନିର୍ଦ୍ଦେଶକ ପଲାସ ମୁଚ୍ଚଲଙ୍କ ବାହାଘର । ଏ ନେଇ ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଭାରତୀୟ ମହିଳା କ୍ରିକେଟ ଦଳର...
Cricketଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତିOdisha Sports BureauJune 30, 2025 by Odisha Sports BureauJune 30, 2025056 ନୂଆଦିଲ୍ଲୀ-: ଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ୩ଟି ଯାକ ଫର୍ମାଟରେ ସେ ଶତକ ହାସଲ କରିବାରେ ସଫଳତା ଅର୍ଜନ କରିଛନ୍ତି ।...
Cricketସ୍ମୃତି ମନ୍ଧାନାଙ୍କୁ ୩କୋଟି ୪୦ ଲକ୍ଷରେ କିଣିଲା ଆରସିବିOdisha Sports BureauFebruary 13, 2023February 13, 2023 by Odisha Sports BureauFebruary 13, 2023February 13, 20230141 ମୁମ୍ବାଇ : ଆରମ୍ଭ ହୋଇଛି ମହିଳା ଆଇପିଏଲ କ୍ରିକେଟ ପାଇଁ ଖେଳାଳି ନିଲାମ । ହରମନପ୍ରୀତଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ, ସ୍ମୃତି ମାନ୍ଧାନାଙ୍କୁ କିଣିଲା ଆରସିବି । ତେବେ କେଉଁ ଖେଳାଳି କେତେ ଟଙ୍କାରେ...
Cricketଭାରତକୁ ଝଟକା । ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିନପାରନ୍ତି ସ୍ମୃତି ମାନ୍ଧାନାOdisha Sports BureauFebruary 10, 2023 by Odisha Sports BureauFebruary 10, 20230121 ଭାରତକୁ ଝଟକା । ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିନପାରନ୍ତି ସ୍ମୃତି ମାନ୍ଧାନା । ଭାରତୀୟ ମହିଳା କ୍ରିକେଟ୍ ଟିମ୍ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅଛି । ଫ୍ରେବୁଆରୀ ୧୦ ତାରିଖରୁ ଏଠାରେ ଆଇସିସି ମହିଳା...