Tag : Smruti Ranjan

Cricket

ଯୁବରାଜଙ୍କ ଘରେ ରାଜକୁମାର

Odisha Sports Bureau
ନୂଆଦିଲ୍ଲୀ: ଇଣ୍ଡିଆନ କ୍ରିକେଟର ସିକ୍ସର କିଙ୍ଗ ଯୁବରାଜଙ୍କ ଘରକୁ ଆସିଛି କୁନି ରାଜକୁମାର । ଯୁବରାଜ ଏବଂ ପତ୍ନୀ ହେଜେଲଙ୍କ କୋଳରେ ଜନ୍ମ ନେଇଛନ୍ତି ଜଣେ ଶିଶୁ ପୁତ୍ର । ଏ ନେଇ ଟ୍ୱିଟ...
Cricket

ଧୱନଙ୍କୁ ବାଜିଲା ଶକ୍ତ ଚାପୁଡା

Odisha Sports Bureau
ନୂଆଦିଲ୍ଲୀ: ସୋଶଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଭାରତର ଷ୍ଟାର କ୍ରିକେଟର ଶିଖର ଧୱନ । ନିଜର ନିଆରା ଅନ୍ଦାଜ ସହିତ କିଛି ନୂଆ ଅପଡେଟକୁ ନେଇ ସୋଶଲ ମିଡିଆରେ ସେ ଥାନ୍ତି ଖୁବ...
Cricket

ଗୌତମ ଗମ୍ଭୀର କରୋନା ପଜିଟିଭ

Odisha Sports Bureau
ନୂଆଦିଲ୍ଲୀ: ଭାରତୀୟ କ୍ରୀଡା ଜଗତରେ ପୁଣି ପଶିଲା କରୋନା । କରୋନାରେ ଆକ୍ରାନ୍ତ ହୋଇଛନ୍ତି ଭାରତର ପୂର୍ବତନ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର । କରୋନା ରିପୋର୍ଟ ପଜିଟିଭ...
Cricket

ଆଇପିଏଲକୁ ଫେରିଲା ସୁପର ଜିଆଣ୍ଟ୍ସ

Odisha Sports Bureau
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମୟର ଲିଗକୁ ଫେରିଛି ସୁପର ଜିଆଣ୍ଟସ । ଚଳିତବର୍ଷ ନୂଆ କରି ସାମିଲ ହୋଇଛି ଦୁଇ ଦଳ ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏମାନଙ୍କ ମଧ୍ୟରୁ ଲକ୍ଷେ୍ନø ନିଜ ନାମରେ ସୁପର...
Cricket

ଆଫ୍ରିକାକୁ ୨୮୮ ଲକ୍ଷ୍ୟ ଟାର୍ଗେଟ

Odisha Sports Bureau
ବୋଲାଣ୍ଡ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ପୁଣି ଥରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି । ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୨୮୭ ରନ ସଂଗ୍ରହ କରିଛି ଟିମ...
Cricket

ହରଭଜନ କରୋନା ପଜିଟିଭ

Odisha Sports Bureau
ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇଛନ୍ତି ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ । ଏ ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ହେବା ପରେ ନିଜକୁ...
Cricket

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଦିନିକିଆ

Odisha Sports Bureau
ନୂଆଦିଲ୍ଲୀ: ଆଜି ଦକ୍ଷିଣ ଆଫ୍ରିକା-ଭାରତ ଦ୍ୱିତୀୟ ଦିନିକିଆ । କମ ବା ମର ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ପ୍ରଥମ ଦିନିକିଆ ହାରିବା ପରେ ଆଜିର ମ୍ୟାଚ ଜିତି କମବ୍ୟାକ କରିବାକୁ ଚାହିଁବ...
Cricket

ଆସିଲା ଟି-୨୦ ବିଶ୍ୱକପ ଖେଳସୂଚୀ

Odisha Sports Bureau
ନୂଆଦିଲ୍ଲୀ: ଜାରି ହୋଇଛି ଆଇସିସି ଟି-୨୦ ବିଶ୍ୱକପର ଖେଳସୂଚୀ । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଲିଷ୍ଟ ରେଡି କରିଛି ଆଇସିସି । ୨୦୨୧ ସିଜନରେ ଚମ୍ପିଆନ ମୁକୁଟ ପିନ୍ଧିଛି ଟିମ...
Cricket

AFC ମହିଳା ଏସିଆନ କପ-୨୦୨୨ ଆରମ୍ଭ

Odisha Sports Bureau
ମୁମ୍ବାଇ: ଆରମ୍ଭ ହେଉଛି ଏଏଫସି ମହିଳା ଏସିଆନ କପ-୨୦୨୨ । ୧୯୭୯ ମସିହାରେ ଭାରତ ଆୟୋଜନ ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ । ପୁଣି ଦୀର୍ଘ ବର୍ଷର ବ୍ୟବଧାନ ପରେ ଦ୍ୱିତୀୟ ଥର ପାଇଁ ଭାରତ...
Cricket

ଆସିଲା ଆଇସିସିର ନୂଆ ଅପଡେଟ

Odisha Sports Bureau
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ଜାରି ହୋଇଛି ଟେଷ୍ଟ ମାନ୍ୟତା । ଏହି ଅପଡେଟରେ କମବ୍ୟାକ କରିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ...