Hockeyଓଡିଶା ପୋଲିସକୁ ବ୍ରୋଞ୍ଜ ପଦକOdisha Sports BureauDecember 11, 2021 by Odisha Sports BureauDecember 11, 20210392 ଭୁବନେଶ୍ୱର: ଅଲ ଇଣ୍ଡିଆ ପୋଲିସ ମହିଳା ହକିରେ ଓଡିଶା ପୋଲିସର ସଫଳତା । ମହାରାଷ୍ଟ୍ରକୁ ହରାଇ ଟିମ ହାସଲ କଲା ବ୍ରୋଞ୍ଜ । ୬-୦ରେ ଏକତରଫା ବିଜୟ ହାସଲ କରିଛି ଟିମ । Congratulations...
Cricketକ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡOdisha Sports BureauDecember 10, 2021 by Odisha Sports BureauDecember 10, 20210176 ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱର ଶ୍ରେଷ୍ଠ ଖେଳାଳି ବିରାଟ କୋହଲୀ । ବିରାଟଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ହିଟମ୍ୟାନ ରୋହିତ ଶର୍ମା । ଏବେ...
Cricketଶୁଭ୍ରାଂଶୁଙ୍କ ଶତକ ସହ ଓଡିଶାର ଅଭିଯାନOdisha Sports BureauDecember 9, 2021 by Odisha Sports BureauDecember 9, 20210330 କଟକ: ବିଜୟ ହାଜରେ ଟ୍ରଫିରେ ଓଡିଶାର ବିଜୟ ଅଭିଯାନ ଆରମ୍ଭ । ଶୁଭ୍ରାଂଶୁ ଶତପଥୀଙ୍କ ଶତକ ଏବଂ ସନ୍ଦୀପ ପଟ୍ଟନାୟକଙ୍କ ଅର୍ଦ୍ଧଶତକ ପାଳି ସହିତ ଓଡିଶା ପ୍ରଥମ ମ୍ୟାଚରେ ଆନ୍ଧ୍ରକୁ ମାତ ଦେଇଛି ।...
Cricketରୋହିତଙ୍କ ପ୍ରମୋସନ ବଢାଉଛି କୋହଲୀଙ୍କ ଚିନ୍ତାOdisha Sports BureauDecember 9, 2021 by Odisha Sports BureauDecember 9, 20210290 ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ ସହିତ ଦଳରେ ଦୁଇଟି ବଡ ପରିବର୍ତ୍ତନ ଆଣିଛି ବିସିସିଆଇ । ପ୍ରଥମରେ ରୋହିତ ଶର୍ମାଙ୍କୁ ଦଳର ଦିନିକିଆ ଅଧିନାୟକ କରାଯାଇଛି । ସେହିପରି ଟେଷ୍ଟ...
Cricketଦକ୍ଷିଣ ଆଫ୍ରିକା ପାଇଁ ଘୋଷଣା ହେଲା ଭାରତୀୟ ଦଳOdisha Sports BureauDecember 9, 2021 by Odisha Sports BureauDecember 9, 20210372 ନୂଆଦିଲ୍ଲୀ: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ । ସିରିଜ ପାଇ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରି ସାରିଥିବା ବେଳେ ଟିମ ଇଣ୍ଡିଆ ଆଜି ଦଳ...
Cricketହିଟମ୍ୟାନଙ୍କ ହାତରେ ବଡ ସଫଳତାOdisha Sports BureauDecember 9, 2021 by Odisha Sports BureauDecember 9, 20210326 ନୂଆଦିଲ୍ଲୀ: ଟି-୨୦ ପରେ ଦିନିକିଆରେ ବି ରୋହିତଙ୍କ ଜଲୱା । ବିରାଟଙ୍କୁ ରିପ୍ଲେସ କରିବେ ରୋହିତ । କୋହଲୀଙ୍କ ହାତରୁ ପଦ ଯାଇଛି ହିଟମ୍ୟାନଙ୍କ ହାତକୁ । ଦିନିକିଆ କ୍ରିକେଟରେ ଫୁଲ ଟାଇମ କ୍ୟାପ୍ଟେନ୍ସି...
Uncategorizedଭାରତ ପାଇଁ ରୌପ୍ୟ ଆଣିଲେ ଝିଲିOdisha Sports BureauDecember 9, 2021 by Odisha Sports BureauDecember 9, 20210160 ନୂଆଦିଲ୍ଲୀ: କମନ ୱେଟଲିଫ୍ଟିଙ୍ଗ ଚମ୍ପିଆନସିପ ବା ତାସକେଣ୍ଟରେ ଭାରତକୁ ମିଳିଛସି ରୌପ୍ୟ ପଦକ । ନାଇଜେରିଆର ପିଟର ଷ୍ଟେଲା କିଙ୍ଗସଲିଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ନଦକ ହାସଲ କରିଛନ୍ତି ଝିଲି ।...
Cricket୨୦୨୨ରେ ହରଭଜନଙ୍କ ନୂଆ ଅବତାରOdisha Sports BureauDecember 7, 2021 by Odisha Sports BureauDecember 7, 20210201 ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ ନେଇ ପାରନ୍ତି ନୂଆ ରୂପ । ଆଗାମୀ ଆଇପିଏଲରେ ସେ ଜଣେ ଖେଳାଳୀ ଭାବେ ନୁହେଁ ବରଂ ଅନ୍ୟ ଏକ ଦାୟିତ୍ୱରେ ନଜର ଆସିପାରନ୍ତି...
Cricketଏଜାଜଙ୍କୁ ମିଳିଲା ଖାସ ଉପହାରOdisha Sports BureauDecember 7, 2021 by Odisha Sports BureauDecember 7, 20210189 ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟରେ ଭାରତର ବୃହତ ବିଜୟ ପରେ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲଙ୍କୁ ମିଳିଛି ଏକ ବଡ ଉପହାର । ପ୍ରଥମ ଇନିଂସରେ ଭାରତୀୟ ଦଳର ସମସ୍ତ ୱିକେଟ ଅକ୍ତିଆର କରିଥିଲେ ଏଜାଜ...
Cricketବୃହତ ବିଜୟ ସହ No.1 ଇଣ୍ଡିଆOdisha Sports BureauDecember 6, 2021 by Odisha Sports BureauDecember 6, 20210183 ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଐତିହାସିକ ବିଜୟ ପରେ ଲମ୍ବ ଡିଅାଁ ମାରିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୩୭୨ ରନର ଏକ ବିଶାଳ ବ୍ୟବଧାନରେ ହରାଇବା ପରେ ଟେଷ୍ଟ ରାକିଂରେ ହାସଲ...