Cricketକ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡOdisha Sports BureauDecember 10, 2021 by Odisha Sports BureauDecember 10, 20210173 ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱର ଶ୍ରେଷ୍ଠ ଖେଳାଳି ବିରାଟ କୋହଲୀ । ବିରାଟଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ହିଟମ୍ୟାନ ରୋହିତ ଶର୍ମା । ଏବେ...
Cricketରୋହିତଙ୍କ ପ୍ରମୋସନ ବଢାଉଛି କୋହଲୀଙ୍କ ଚିନ୍ତାOdisha Sports BureauDecember 9, 2021 by Odisha Sports BureauDecember 9, 20210288 ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ ସହିତ ଦଳରେ ଦୁଇଟି ବଡ ପରିବର୍ତ୍ତନ ଆଣିଛି ବିସିସିଆଇ । ପ୍ରଥମରେ ରୋହିତ ଶର୍ମାଙ୍କୁ ଦଳର ଦିନିକିଆ ଅଧିନାୟକ କରାଯାଇଛି । ସେହିପରି ଟେଷ୍ଟ...
Cricketହିଟମ୍ୟାନଙ୍କ ହାତରେ ବଡ ସଫଳତାOdisha Sports BureauDecember 9, 2021 by Odisha Sports BureauDecember 9, 20210323 ନୂଆଦିଲ୍ଲୀ: ଟି-୨୦ ପରେ ଦିନିକିଆରେ ବି ରୋହିତଙ୍କ ଜଲୱା । ବିରାଟଙ୍କୁ ରିପ୍ଲେସ କରିବେ ରୋହିତ । କୋହଲୀଙ୍କ ହାତରୁ ପଦ ଯାଇଛି ହିଟମ୍ୟାନଙ୍କ ହାତକୁ । ଦିନିକିଆ କ୍ରିକେଟରେ ଫୁଲ ଟାଇମ କ୍ୟାପ୍ଟେନ୍ସି...
Cricket୨୦୨୨ରେ ହରଭଜନଙ୍କ ନୂଆ ଅବତାରOdisha Sports BureauDecember 7, 2021 by Odisha Sports BureauDecember 7, 20210200 ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ ନେଇ ପାରନ୍ତି ନୂଆ ରୂପ । ଆଗାମୀ ଆଇପିଏଲରେ ସେ ଜଣେ ଖେଳାଳୀ ଭାବେ ନୁହେଁ ବରଂ ଅନ୍ୟ ଏକ ଦାୟିତ୍ୱରେ ନଜର ଆସିପାରନ୍ତି...
Cricketକ୍ରିକେଟ ପଡିଆରେ ଓମିକ୍ରନ ଆତଙ୍କOdisha Sports BureauDecember 2, 2021December 2, 2021 by Odisha Sports BureauDecember 2, 2021December 2, 20210203 ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ ପରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର ସୂଚୀ ରହିଛି । କିନ୍ତୁ ଗସ୍ତ ପୂର୍ବରୁ ହିଁ ଭାରତ ସାମନାକୁ ଆସିଛି ଏକ ବଡ...
Cricketଜାଡେଜାଙ୍କୁ ମିଳିପାରେ ବଡ ଦାୟିତ୍ୱOdisha Sports BureauDecember 2, 2021 by Odisha Sports BureauDecember 2, 20210179 ଚେନ୍ନାଇ: ଆଇପିଏଲ-୨୦୨୨ ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମ ଘୋଷଣା କରିଛନ୍ତି ନିଜ ନିଜର ରିଟେନସନ ଲିଷ୍ଟ । ଗତ ସିଜନର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ୪ ଜଣ ପୁରୁଣା ଖେଳାଳୀଙ୍କୁ...
Cricketହାତ ଛାଡିଲା ମୁମ୍ବାଇ; କାହାର ହେବେ ହାର୍ଦ୍ଦିକ ?Odisha Sports BureauDecember 1, 2021December 1, 2021 by Odisha Sports BureauDecember 1, 2021December 1, 20210476 ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଟିମ ଇଣ୍ଡିଆ ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ମଧ୍ୟ ସ୍ଥାନ ହରାଇଛନ୍ତି...
Cricket୨୦୨୨ରେ ବିରାଟଙ୍କୁ ଟପିବେ ରାହୁଲOdisha Sports BureauDecember 1, 2021 by Odisha Sports BureauDecember 1, 20210365 ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ହେବାକୁ ଯାଉଛି ମେଗା ଅକ୍ସନ । ୨୦୨୨ ସିଜନରେ ଯୋଡି ହେବେ ଦୁଇ ନୂଆ ଟିମ ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏହି ସମୟରେ ପଞ୍ଜାବ...
Cricketବିବାହ କଲେ ଭାରତୀୟ କ୍ରିକେଟର ରାହୁଲOdisha Sports BureauNovember 30, 2021 by Odisha Sports BureauNovember 30, 20210188 ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୋୟଲ୍ସର ଷ୍ଟାର ଖେଳାଳୀ ରାହୁଲ ତେୱାତିଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ହାତକୁ ଦି ହାତ ହୋଇଛନ୍ତି ସ୍ପିନ ଷ୍ଟାର ରାହୁଲ । ତାଙ୍କ ବିବାହର...
Cricketରାହୁଲ ଇନ: ରୋହିତ ବିରାଟ ଆଉଟOdisha Sports BureauNovember 24, 2021November 24, 2021 by Odisha Sports BureauNovember 24, 2021November 24, 20210172 ନୂଆଦିଲ୍ଲୀ: ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ଆଇସିସି) ଜାରି କରିଛି ଟି-୨୦ ବ୍ୟାଟ୍ସମ୍ୟାନ ମାନ୍ୟତା । ଏହି ଲିଷ୍ଟରେ ଓପନର ମାନଙ୍କ ରାଜ ଦେଖିବାକୁ ମିଳିଛି । ତିନୋଟି ଦେଶର ଓପନରଙ୍କୁ ମିଳିଛି ଫାଇଦା । ଭାରତୀୟ...