Cricketମ୍ୟାଚ ପୂର୍ବରୁ ଦଳରୁ ବାହାରିଲେ ଆଉ ଜଣେ ଖେଳାଳୀOdisha Sports BureauNovember 17, 2021 by Odisha Sports BureauNovember 17, 20210269 ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ମ୍ୟାଚର ଠିକ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଅଧିନାୟକ କେନ ୱିଲିୟମସନ ନିଜକୁ ଏହି...
Cricketଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଲଢେଇOdisha Sports BureauNovember 17, 2021 by Odisha Sports BureauNovember 17, 20210161 ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳାଯିବ । ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟର ପ୍ରତିଶୋଧ...
Cricketଆଇସିସି ଟୁର୍ଣ୍ଣାମେଣ୍ଟ ସୂଚୀ ଘୋଷଣାOdisha Sports BureauNovember 16, 2021 by Odisha Sports BureauNovember 16, 20210165 ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଘୋଷଣା ହୋଇଛି ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟଗୁଡିକର କାର୍ଯ୍ୟସୂଚୀ । ଆସନ୍ତା ୨୦୨୪ରୁ ୨୦୩୧ ମସିହା ପର୍ଯ୍ୟନ୍ତ ପ୍ରମୁଖ ପୁରୁଷ ଟୁର୍ଣ୍ଣାମେଣ୍ଟର ହୋଷ୍ଟ ଟିମ ଗୁଡିକର ନାମ ଘୋଷଣା...
Cricketବିଶ୍ୱକପର ଶ୍ରେଷ୍ଠ PLAYING XIOdisha Sports BureauNovember 15, 2021 by Odisha Sports BureauNovember 15, 20210236 ନୂଆଦିଲ୍ଲୀ: ଶେଷ ହେଲା ବିଶ୍ୱକପ ସିଜନ । ବିଶ୍ୱର ମହାଯୁଦ୍ଧରେ ନ୍ୟୁଜିଲାଣ୍ଡକୁ ହରାଇ ବାଜି ମାରିଛି ଅଷ୍ଟ୍ରେଲିଆ । ଏହାପରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ଆଇସିସି)ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନ ଚୟନ କରୁଛି ।...
Cricketବାବର-ୱାର୍ଣ୍ଣର କଳିରେ ସୂତ୍ରଧର ସୋଏବOdisha Sports BureauNovember 15, 2021 by Odisha Sports BureauNovember 15, 20210384 ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଚମ୍ପିଆନର ଟାଇଟଲ ପାଇଛି ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ପ୍ରଥମ ଥର ଟି-୨୦ ବିଶ୍ୱକପକୁ ନିଜ ନାମରେ କରିଛନ୍ତି । ଜବରଦସ୍ତ ପାରି ସହ ପ୍ଲେୟର...
Cricketନ୍ୟୁଜିଲାଣ୍ଡର ବିଶ୍ୱକପ ସ୍ୱପ୍ନ ଧୂଳିସାତOdisha Sports BureauNovember 15, 2021 by Odisha Sports BureauNovember 15, 20210182 ଦୁବାଇ: ବିଶ୍ୱକୁ ମିଳିଛି ଆଉ ଏକ ନୂଆ ଚମ୍ପିଆନ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଲେଖିଛି ନୂଆ ଇତିହାସ । ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣରେ ପ୍ରଥମ ଟାଇଟଲ ହାସଲ କରିଛି ଟିମ...
CricketIPLରେ ରଣବୀର-ଦୀପିକାଙ୍କ ଡେବ୍ୟୁOdisha Sports BureauOctober 22, 2021 by Odisha Sports BureauOctober 22, 20210276 ମୁମ୍ବାଇ: ଆସନ୍ତା ବର୍ଷ ୨୦୨୨ ଆଇପିଏଲକୁ ନେଇ ଏବେ ସରଗରମ ରହିଛି କ୍ରୀଡା ଜଗତ । ଏଥିରେ ମେଗା ଅକ୍ସନ ସହିତ ଦୁଇଟି ନୂଆ ଟିମ ଯୋଡି ହେବ ବୋଲି ଘୋଷଣା ହୋଇସାରିଛି ।...
Cricketଫାଇନାଲରେ CSKର ଗ୍ରାଣ୍ଡ ଏଣ୍ଟ୍ରିOdisha Sports BureauOctober 11, 2021 by Odisha Sports BureauOctober 11, 20210142 ନୂଆଦିଲ୍ଲୀ: ପୁଣି ଦଳ ସହିତ ପୁରୁଣା ଫର୍ମକୁ ଫେରିଲେ କ୍ୟାପ୍ଟେନ କୁଲ । ରୋମାଞ୍ଚକର ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ । ଏହା...
Cricketନୂଆ ଲୁକରେ ଫେରିବ ଟିମ ଇଣ୍ଡିଆOdisha Sports BureauOctober 9, 2021 by Odisha Sports BureauOctober 9, 20210209 ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ । ସେଥିପାଇଁ ସାରା ବିଶ୍ୱରେ ଏବଂ କ୍ରିକେଟ ପ୍ରେମୀମାନଙ୍କ ମନରେ ଉତ୍ସାହର ସୀମା କହିଲେ ନସରେ । ତେବେ ଏହି...
Cricketଆଶଙ୍କାରେ ମିଷ୍ଟ୍ରି ସ୍ପିନରଙ୍କ ବିଶ୍ୱକପ ସ୍ୱପ୍ନOdisha Sports BureauOctober 6, 2021 by Odisha Sports BureauOctober 6, 20210141 ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୧ । କିନ୍ତୁ ଏହା ପୂର୍ବରୁ ଭାରତକୀୟ ଦଳକୁ ଲାଗିଛି ଏକ ଶକ୍ତ ଝଟକା । ଏବେ ୟୁଏଇରେ...