Cricketଆଇପିଏଲ ପୂର୍ବରୁ କୋହଲୀଙ୍କୁ ଗିଫ୍ଟOdisha Sports BureauSeptember 15, 2021September 15, 2021 by Odisha Sports BureauSeptember 15, 2021September 15, 20210118 ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ମିଳିଛି ସଫଳତା । ଆଇସିସି ରାଙ୍କିଙ୍ଗରେ କେହଲୀ ଏହି ସଫଳତା ହାସଲ କରିଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଙ୍ଗରେ ଗୋଟିଏ...
Cricketବିଦାୟ ନେଲେ ମାଲିଙ୍ଗାOdisha Sports BureauSeptember 14, 2021September 14, 2021 by Odisha Sports BureauSeptember 14, 2021September 14, 20210121 ନୂଆଦିଲ୍ଲୀ: ଗୋଟିଏ ଯୁଗର ଘଟିଲା ଅବସାନ । କ୍ରିକେଟ ଜଗତରୁ ବିଦାୟ ନେଲେ ଶ୍ରୀଲଙ୍କାର ଆଉ ଜଣେ ଷ୍ଟାର ବୋଲର । ବିଶ୍ୱ କ୍ରିକେଟରେ ୟର୍କର କିଙ୍ଗ ଭାବେ ପରିଚିତ ଲାସିଥ ମାଲିଙ୍ଗା କ୍ରିକେଟକୁ...
Cricketସତ୍ୟତା ଉପରୁ ପରଦା ଉଠାଇଲେ ଦାଦାOdisha Sports BureauSeptember 14, 2021 by Odisha Sports BureauSeptember 14, 20210167 ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ବିସିସିଆଇ ତରଫରୁ ଜାରି ହୋଇଥିବା ସ୍କ୍ୱାର୍ଡ ଏବେ କ୍ରୀଡା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ସିଲେକ୍ସନ ପରେ ତିନୋଟି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି ।...
Cricketଆଇପିଏଲ ପାଇଁ ଘେଷଣା ହେଲା କମେଣ୍ଟ୍ରି ଟିମOdisha Sports BureauSeptember 13, 2021 by Odisha Sports BureauSeptember 13, 20210365 ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଏହାକୁ ନେଇ ଜୋରଦାର ଚର୍ଚ୍ଚା ଧରିଥିବା ବେଳେ ଖେଳାଳୀ ଏବଂ କ୍ରିକେଟପ୍ରେମୀଙ୍କ ମନରେ ଦେଖା ଦେଇଛି ଅନେକ ଉତ୍ସାହ...
Cricketଧୋନୀଙ୍କ ସିଲେକ୍ସନକୁ ନେଇ ପ୍ରଶ୍ନ କଲେ ଜାଡେଜାOdisha Sports BureauSeptember 13, 2021 by Odisha Sports BureauSeptember 13, 20210143 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର କ୍ରିକେଟରତଥା ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦର ମେଣ୍ଟର ଭାବେ ନିୟୋଜିତ କରାଯାଇଛି । ତେବେ...
Cricketଆଇପିଏଲର ଦୁଇ ଦଳକୁ ଝଟକାOdisha Sports BureauSeptember 11, 2021 by Odisha Sports BureauSeptember 11, 20210325 ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଦୁଇଟି ଟିମକୁ ଲାଗିଲା ବଡ ଝଟକା । ଦୁଇ ଦଳର ଷ୍ଟାର ଖେଳାଳୀ ଆଇପିଏଲରୁ ଓହରିଥିବା ଖବର ସାମନାକୁ ଆସିଛି । ଏମାନଙ୍କ ଅନୁପସ୍ଥିତି ଫ୍ରାଞ୍ଚାଇଜି...
Cricketଭାରତ-ଦକ୍ଷିଣ ଆଫ୍ରିକା ସିରିଜ ଜାରିOdisha Sports BureauSeptember 10, 2021 by Odisha Sports BureauSeptember 10, 20210339 ଜୋହାନ୍ସବର୍ଗ: ଆଗକୁ ଆସୁଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଏହାପରେ ଖେଳାଯିବ ବହୁ ପ୍ରତିକ୍ଷିତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ । ତେବେ ବିସିସିଆଇ ଭାରତୀୟ ଦଳର ବିଶ୍ୱକପର ପରବର୍ତ୍ତୀ ସିରିଜ ପାଇଁ ସୂଚୀ ଜାରି...
Cricketକମବ୍ୟାକ ପରେ ଅଶ୍ୱିନଙ୍କ ଟ୍ୱିଟ ଭାଇରାଲOdisha Sports BureauSeptember 9, 2021 by Odisha Sports BureauSeptember 9, 20210122 ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ ପାଇଁ ଘୋଷିତ ହୋଇଛି ଭାରତୀୟ ଟି-ଟ୍ୱେଣ୍ଟି ଦଳ । ବିସିସିଆଇର ସମ୍ପାଦକ ଜୟ ଶାହା ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକରେ ଏହି ଟିମ ଗଠନ କରାଯାଇଛି ।...
Cricketବିଶ୍ୱକପକୁ ଫେରିଲେ ମାହିOdisha Sports BureauSeptember 9, 2021 by Odisha Sports BureauSeptember 9, 20210122 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ବିଶ୍ୱକପ ପାଇଁ ଘୋଷଣା ହୋଇଛି ୧୫ ଜଣିଆ ଟିମ । ଏହି ସ୍କ୍ୱାର୍ଡରେ ଶିଖର ଧୱନ, ୟୁଜଭେନ୍ଦ୍ର ଚହଲ ଏବଂ କୁଳଦୀପଙ୍କ ଭଳି ଖେଳାଳୀଙ୍କୁ ସ୍ଥାନ ମିଳିନଥିବା...
Cricketଇଂଲଣ୍ଡରେ ଭାରତ ଖେଳିବ ଲିମିଟେଡ ଓଭର କ୍ରିକେଟOdisha Sports BureauSeptember 8, 2021 by Odisha Sports BureauSeptember 8, 20210136 ଲଣ୍ଡନ: ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଟିମ । ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି ଭାରତ । ତେବେ ଏହାସହ ଦଳ ଟି-୨୦ ଏବଂ ଦିନିକିଆ ମ୍ୟାଚ...