Cricketଅଧିନାୟକ ପଦ ପାଇବ କିଏ ??Odisha Sports BureauSeptember 17, 2021 by Odisha Sports BureauSeptember 17, 20210156 ନୂଆଦିଲ୍ଲୀ: ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ ଭାରତର ଷ୍ଟାର ଖେଳାଳୀ ବିରାଟ କୋହଲୀ । ଏନେଇ ନିଜେ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି ଚେଜ ମାଷ୍ଟର । ତେବେ ବିରାଟଙ୍କ...
Cricketସତ୍ୟତା ଉପରୁ ପରଦା ଉଠାଇଲେ ଦାଦାOdisha Sports BureauSeptember 14, 2021 by Odisha Sports BureauSeptember 14, 20210216 ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ବିସିସିଆଇ ତରଫରୁ ଜାରି ହୋଇଥିବା ସ୍କ୍ୱାର୍ଡ ଏବେ କ୍ରୀଡା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ସିଲେକ୍ସନ ପରେ ତିନୋଟି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି ।...
Cricketଧୋନୀଙ୍କ ସିଲେକ୍ସନକୁ ନେଇ ପ୍ରଶ୍ନ କଲେ ଜାଡେଜାOdisha Sports BureauSeptember 13, 2021 by Odisha Sports BureauSeptember 13, 20210176 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର କ୍ରିକେଟରତଥା ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଦର ମେଣ୍ଟର ଭାବେ ନିୟୋଜିତ କରାଯାଇଛି । ତେବେ...
Cricketଭାରତ-ଦକ୍ଷିଣ ଆଫ୍ରିକା ସିରିଜ ଜାରିOdisha Sports BureauSeptember 10, 2021 by Odisha Sports BureauSeptember 10, 20210366 ଜୋହାନ୍ସବର୍ଗ: ଆଗକୁ ଆସୁଛି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ । ଏହାପରେ ଖେଳାଯିବ ବହୁ ପ୍ରତିକ୍ଷିତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ । ତେବେ ବିସିସିଆଇ ଭାରତୀୟ ଦଳର ବିଶ୍ୱକପର ପରବର୍ତ୍ତୀ ସିରିଜ ପାଇଁ ସୂଚୀ ଜାରି...
Cricketଓପନିଙ୍ଗ କରିବାକୁ କୋହଲୀଙ୍କୁ ମନାOdisha Sports BureauSeptember 9, 2021 by Odisha Sports BureauSeptember 9, 20210418 ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ଭାରତୀୟଙ୍କ ମନରେ ଉତ୍ସାହ ଆହୁରି ବଢିବାରେ ଲାଗିଛି । ତେବେ ଗତକାଲି ଭାରତୀୟ ୧୫ ଜଣିଆ ସ୍କ୍ୱାର୍ଡ ଘୋଷଣା ହେବା...
Cricketକମବ୍ୟାକ ପରେ ଅଶ୍ୱିନଙ୍କ ଟ୍ୱିଟ ଭାଇରାଲOdisha Sports BureauSeptember 9, 2021 by Odisha Sports BureauSeptember 9, 20210152 ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ ପାଇଁ ଘୋଷିତ ହୋଇଛି ଭାରତୀୟ ଟି-ଟ୍ୱେଣ୍ଟି ଦଳ । ବିସିସିଆଇର ସମ୍ପାଦକ ଜୟ ଶାହା ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକରେ ଏହି ଟିମ ଗଠନ କରାଯାଇଛି ।...
Cricketବିଶ୍ୱକପକୁ ଫେରିଲେ ମାହିOdisha Sports BureauSeptember 9, 2021 by Odisha Sports BureauSeptember 9, 20210161 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ବିଶ୍ୱକପ ପାଇଁ ଘୋଷଣା ହୋଇଛି ୧୫ ଜଣିଆ ଟିମ । ଏହି ସ୍କ୍ୱାର୍ଡରେ ଶିଖର ଧୱନ, ୟୁଜଭେନ୍ଦ୍ର ଚହଲ ଏବଂ କୁଳଦୀପଙ୍କ ଭଳି ଖେଳାଳୀଙ୍କୁ ସ୍ଥାନ ମିଳିନଥିବା...
Cricketଆଜି ଘୋଷଣା ହେବ ଭାରତୀୟ ଟିମOdisha Sports BureauSeptember 8, 2021 by Odisha Sports BureauSeptember 8, 20210151 ମୁମ୍ବାଇ: ଶେଷ ହୋଇଛି ଅପେକ୍ଷା । ଆଉ ମାତ୍ର କେଇଟା ଘଣ୍ଟା ପରେ ବିସିସିଆଇ ତରଫରୁ ଘୋଷଣା ହେବ ଭାରତୀୟ ବିଶ୍ୱକପ ଟିମର ଫାଇନାଲ ଲିଷ୍ଟ । ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଆଜି...
Cricketଭାରତ ପାକିସ୍ତାନ ମୁକାବିଲାOdisha Sports BureauJuly 16, 2021 by Odisha Sports BureauJuly 16, 20210171 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆସନ୍ତା ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ପୁରୁଷ ବିଶ୍ୱକପ । ଏଥିପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସମସ୍ତଙ୍କ ନଜର...