Cricketଆଜି ମୁମ୍ବାଇ ଓ କୋଲକତାOdisha Sports BureauMarch 29, 2026 by Odisha Sports BureauMarch 29, 202602 ଚଳିତ ସିଜିନ IPLର ଦ୍ୱିତୀୟ ମ୍ୟାଚ୍, ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ମ୍ୟାଚ ଟି ମୁମ୍ବାଇର ଘରୋଇ ପଡ଼ିଆ, ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ ରେ ଆରମ୍ଭ...
Cricketପ୍ରଥମେ ବ୍ୟାଟିଂ କରିବ ଭାରତOdisha Sports BureauMarch 8, 2026 by Odisha Sports BureauMarch 8, 2026013 ଆଜି ସୁପର ସଣ୍ଡେରେ, ସୁପର୍ ଫାଇଟ୍ । ଟି୨୦ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଗୋଟେପଟେ ଲଗାତାର ଦୁଇ ଥର ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ...
Cricketଦକ୍ଷିଣ ଆଫ୍ରିକାଠୁ ହାରି ଚିନ୍ତାରେ ଭାରତ, କେମିତି ଯିବ ସେମିକୁOdisha Sports BureauFebruary 24, 2026 by Odisha Sports BureauFebruary 24, 2026019 ନୂଆଦିଲ୍ଲୀ: ଭାରତପାଇଁ ଦକ୍ଷିଣ ଆଫ୍ରିକା ପାଖରୁ ମିଳିଥିବା ଶୋଚନୀୟ ପରାଜୟ ସେମି ଫାଇନାଲ୍ ଦୌଡ଼କୁ ଜଟିଳ କରିଦେଇଛି। ଏହା ସହ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଜିମ୍ବାୱେ ବିପକ୍ଷରେ ୧୦୭ ରନର ବିଶାଳ ବିଜୟ ଗ୍ରୁପ-୧ର ପଏଣ୍ଟ...
Cricketଏସିଆ କପ୍ ୨୦୨୫ ଟିମ୍ ଇଣ୍ଡିଆର ଅଫିସିଆଲ୍ ଜର୍ସି ଲଞ୍ଚOdisha Sports BureauSeptember 8, 2025 by Odisha Sports BureauSeptember 8, 2025096 ନୂଆଦିଲ୍ଲୀ:- ଡିଫେଣ୍ଡିଂ ଚାମ୍ପିଅନ୍ ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ ପାଇଁ ଜୋରଦାର ପ୍ରସ୍ତୁତି କରୁଛି । ଏସିଆ କପ୍ ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ବିସିସିଆଇ ଏସିଆନ୍ କ୍ରିକେଟ୍ ପରିଷଦ...
Uncategorizedମହିଳା ଦିନିକିଆ ବିଶ୍ୱକପ୍ ଲାଗି ଭାରତୀୟ ଦଳ ଘୋଷିତ ହୋଇଛିOdisha Sports BureauAugust 20, 2025 by Odisha Sports BureauAugust 20, 2025064 ନୂଆଦିଲ୍ଲୀ:- ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଯିବ ମହିଳା ବିଶ୍ୱକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ବକପ୍ ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି...
Cricket୨୦୨୫ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣାOdisha Sports BureauAugust 19, 2025 by Odisha Sports BureauAugust 19, 2025063 ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଏସିଆ କପ୍ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମଙ୍ଗଳବାର ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟକୁମାର ଅଧିନାୟକ...
Hockeyହକି ହିରୋଙ୍କୁ ଜୋରଦାର ସ୍ୱାଗତOdisha Sports BureauAugust 21, 2024 by Odisha Sports BureauAugust 21, 2024088 ଭୁବନେଶ୍ୱର: ହକି ହିରୋଙ୍କୁ ଜୋରଦାର ସ୍ୱାଗତ । ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା...
Cricket୮ ବର୍ଷ ପରେ ବୋଲିଂ କଲେ କୋହଲିOdisha Sports BureauOctober 20, 2023 by Odisha Sports BureauOctober 20, 20230134 ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଦର୍ଶକଙ୍କୁ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ...
Cricketକହିଲେ ବିଶ୍ୱକପ୍ ନେଇ ପାରେ ଭାରତ, ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନOdisha Sports BureauOctober 14, 2023 by Odisha Sports BureauOctober 14, 20230136 ପୂର୍ବତନ କ୍ରିକେଟର ସଚିନଙ୍କ ଭବିଷ୍ୟବାଣୀ କହିଲେ ବିଶ୍ୱକପ୍ ନେଇ ପାରେ ଭାରତ ନାହିଁ ପାକିସ୍ତାନର ନାଁ ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ ସେମିରେ ଯିବେ ଏହି ୪ଦଳ ଅକ୍ଟୋବର ୫ରୁ ଆରମ୍ଭ ହୋଇଛି ବିଶ୍ୱକପ...
Cricketଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନOdisha Sports BureauOctober 11, 2023 by Odisha Sports BureauOctober 11, 20230152 ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଖେଳାଯାଇଥିଲା ମ୍ୟାଚ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ତେବେ ଆଫଗାନିସ୍ତାନ ଟିମ ୫୦ ଓଭର ଖେଳି...