Badmintonଇତିହାସ ରଚିବେ ଓଡିଆ ପୁଅOdisha Sports BureauSeptember 4, 2021September 4, 2021 by Odisha Sports BureauSeptember 4, 2021September 4, 20210137 ଟୋକିଓ: ଟୋକିଓରେ ପାରା ଅଲିମ୍ପିକ୍ସରେ ପୁଣି ଦମ ଦେଖାଇଲା ଭାରତ । ଏଥର ଓଡିଆ ପୁଅ ଭାରତକୁ ସ୍ୱର୍ଣ୍ଣ ପଦକ ଦେବା ପାଇଁ ଲଢେଇ କରିବେ । ବ୍ୟାଡମଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ...
Cricketଓଭାଲରେ ବିରାଟ ରେକର୍ଡOdisha Sports BureauSeptember 3, 2021September 3, 2021 by Odisha Sports BureauSeptember 3, 2021September 3, 20210122 ନୂଆଦିଲ୍ଲୀ: ଚତୁର୍ଥ ଟେଷ୍ଟର ପ୍ରଥମ ଦିନ ପ୍ରଥମ ଇନିଂସରେ ଭାରତର ଦୁଇ ଜଣ ଖେଳାଳୀ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ଶାର୍ଦ୍ଦୁଳ ଠାକୁର ବିଶ୍ୱ ରେକର୍ଡରେ ସ୍ଥାନ...
Cricketସମ୍ମାନ ରଖିଲେ ଶାର୍ଦ୍ଦୁଳOdisha Sports BureauSeptember 3, 2021September 3, 2021 by Odisha Sports BureauSeptember 3, 2021September 3, 20210333 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚର ପ୍ରଥମ ଦିନରେ ଓଭାଲରେ ଦେଖିବାକୁ ମିଳିଛି ଶାର୍ଦ୍ଦୁଳଙ୍କ ଜଲୱା । ବ୍ୟାଟିଂ ବିପର୍ଯ୍ୟୟର ସାମନା କରୁଥିବା ଭାରତର ସମ୍ମାନ ରଖିଛନ୍ତି ଶାର୍ଦ୍ଦୁଳ । କିନ୍ତୁ ବୋଲିଂରେ ନୂହେଁ,...
More Sportsଭାରତକୁ ଦଶମ ପଦକOdisha Sports BureauAugust 31, 2021August 31, 2021 by Odisha Sports BureauAugust 31, 2021August 31, 20210285 ଟୋକିଓ: ଚଳିତବର୍ଷ ପାରାଅଲିମ୍ପିକ୍ସରେ ଭାରତ ନିଜର ଦବଦବା ଜାରି ରଖିଛି । ଏ ପର୍ଯ୍ୟନ୍ତ ମୋଟ ୧୦ଟି ପଦକ ହାସଲ କରି ସାରିଛି ଭାରତ । ପୁରୁଷ ହାଇ ଜମ୍ପ ଟି-୬୩ ଇଭେଣ୍ଟରେ ଭାରତକୁ...
Cricketଚିନ୍ତାରେ ବିରାଟOdisha Sports BureauAugust 31, 2021 by Odisha Sports BureauAugust 31, 20210308 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ରେ ସମାନ ସ୍ଥିତିରେ ରହିଛି । ତେବେ ତୃତୀୟ ମ୍ୟାଚରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ଟିମ ଇଣ୍ଡିଆର ଚିନ୍ତା...
Cricketଓଡିଆ ଖେଳାଳୀଙ୍କ ଘରବାହୁଡାOdisha Sports BureauAugust 31, 2021 by Odisha Sports BureauAugust 31, 20210152 ନୁଆଦିଲ୍ଲୀ: ଏସିଆ କପ ୨୦୧୮ରେ ଭାରତକୁ ପରାଜୟର ଦ୍ୱାରଦେଶରେ ପହଞ୍ଚାଇଥିବା ଖେଳାଳୀ । ଗୃପ ମ୍ୟାଚରେ ହଂକଂ ପରି ଦଳ ଭାରତକୁ ଏହି ମ୍ୟାଚରେ ନିରୁପାୟ କରିଦେଇଥିଲା । କିନ୍ତୁ ଟିମ ଇଣ୍ଡିଆ ଭାଗ୍ୟ...
More Sportsଭାରତକୁ ଆଉ ଜଣେ ସୁନାପୁଅOdisha Sports BureauAugust 31, 2021August 31, 2021 by Odisha Sports BureauAugust 31, 2021August 31, 20210152 ଟୋକିଓ: ଜାଭେଲିନ ଥ୍ରୋରେ ପୁଣି ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସ ପରେ ପାରା ଅଲିମ୍ପିକ୍ସରେ ବି ବାଜିଲା ଭାରତର ଡଙ୍କା । ବ୍ରୋଞ୍ଜ ପଦକ ହାସଲ ପରେ ସ୍ୱର୍ଣ୍ଣ ପଦକ ମଧ୍ୟ...
Cricketବିବାଦରେ ପନ୍ତଙ୍କ ଗ୍ଲୋଭସOdisha Sports BureauAugust 27, 2021 by Odisha Sports BureauAugust 27, 20210138 ଲର୍ଡ୍ସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ବ୍ୟକଫୁଟରେ ରହିଛି ଭାରତୀୟ ଦଳ । ୭୮ ରନରେ ଅଲାଆଉଟ ହେବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ ୩୪୫ ରନର ଅଗ୍ରଣୀ ।...
More Sportsବର୍ଷର ଶ୍ରେଷ୍ଠ ଖେଳାଳୀ ଅମିତOdisha Sports BureauAugust 26, 2021 by Odisha Sports BureauAugust 26, 20210136 ଭୁବନେଶ୍ୱର: ଚଳିତ ବର୍ଷର ବିଜୁ କ୍ରୀଡା ଯୋଜନା ଘୋଷଣା ହୋଇଯାଇଛି । ଏହି ତାଲିକାରେ ବାଜି ମାରିଛନ୍ତି ଭାରତୀୟ ହକି ଟିମର ସଦସ୍ୟ ଅମିତ ରୋହି ଦାସ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ...
Cricketତୃତୀୟ ମ୍ୟାଚରେ ଇଂଲଣ୍ଡର କମବ୍ୟାକOdisha Sports BureauAugust 25, 2021 by Odisha Sports BureauAugust 25, 20210290 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚର ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମନା କରିଛି ଭାରତୀୟ ଦଳ । ଟସ ଜିତି ବିରାଟ କୋହଲୀଙ୍କର ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଫେଲ ହୋଇଛି ।...