Cricketପାକିସ୍ତାନ ମ୍ୟାଚ ପୂର୍ବରୁ ଟିମକୁ ଫେରିଲେ ବୁମରାOdisha Sports BureauSeptember 9, 2023 by Odisha Sports BureauSeptember 9, 20230129 ଭୁବନେଶ୍ୱର;ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଟିମକୁ ଫେରିଲେ କ୍ରିକେଟର ଯଶପ୍ରୀତ ବୁମରା। କିଛି ଦିନ ତଳେ ସେ ପତ୍ନୀଙ୍କ ପ୍ରସବ ଖବର ପାଇ ମୁମ୍ବାଇ ଫେରି ଆସିଥିଲେ। ବୁମରା ହଠାତ୍ ଏଭଳି ଭାରତ ଫେରିବା ପରେ...
Cricketଆଜି ରାହୁଲଙ୍କ ଫିଟନେସ ଟେଷ୍ଟ , ଫିଟ ହେଲେ ଶ୍ରୀଲଙ୍କା ଗସ୍ତOdisha Sports BureauSeptember 4, 2023 by Odisha Sports BureauSeptember 4, 20230142 ଆହତ ହୋଇଥିବାରୁ ଏସିଆ କପରେ ପ୍ରଥମ ଦୁଇଟି ମ୍ୟାଚ୍ରୁ ବାଦ ପଡିଛନ୍ତି ବ୍ୟାଟସମ୍ୟାନ୍ କେଲ ରାହୁଲ । ଯାହାଫଳରେ ରାହୁଲ ଭାରତୀୟ ଦଳ ସହ ଶ୍ରୀଲଙ୍କା ଯାତ୍ରା କରିନଥିଲେ । ବେଙ୍ଗାଲୁରୁରେ ଥିବା ଜାତୀୟ...
Cricketଏସଆ କପରେ କାହିଁକି ଚୟନ ହେଲନି ୟୁଜବେନ୍ଦ୍ର ଚହଲ? , କଣ କହିଲେ ରୋହିତOdisha Sports BureauAugust 21, 2023 by Odisha Sports BureauAugust 21, 20230140 ଅପେକ୍ଷାର ହେଲା ଅନ୍ତ । ଘୋଷଣା ହେଲା ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ । ମୋଟ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି ଭାରତୀୟ ସିନିୟର କ୍ରିକେଟ୍ ଚୟନ କମିଟି ।...
Cricketବିସିସିଆଇ ଦ୍ୱାରା ଏସିଆ କପ ତାଲିକା ଘୋଷଣାOdisha Sports BureauAugust 21, 2023 by Odisha Sports BureauAugust 21, 20230124 ଘୋଷଣା ହେଲା ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ । ମୋଟ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି ଭାରତୀୟ ସିନିୟର କ୍ରିକେଟ୍ ଚୟନ କମିଟି । ଦୀର୍ଘ ଦିନ ପରେ ଟିମ୍କୁ...
Cricketଅଗଷ୍ଟ ୨୫ରୁ ଆରମ୍ଭ ହେବ ଡଉ ୨୦୨୩ ଟିକେଟ ବିକ୍ରିOdisha Sports BureauAugust 11, 2023 by Odisha Sports BureauAugust 11, 20230107 ମୁମ୍ବାଇ: ଦିନିକିଆ ବିଶ୍ୱକପକୁ ନେଇ ଫ୍ୟାନମାନେ ଖୁବ ଉତ୍ସାହିତ ଅଛନ୍ତି ।ବିଶ୍ୱକପ ଆଗରୁ ହୋଟେଲ ଓ ଫ୍ଲାଇଟର ମୁଲ୍ୟ ବଡିଯାଇଥିଲା ।ତେବେ ନିକଟରେ ଆଇସିସି ଓ ବିସିସିଆଇ ବୁଧୁବାର ଘେସଣା କରିଛନ୍ତି ଅଗଷ୍ଟ ୨୫ରୁ...
Cricketପୂର୍ବିତନ ଅଧିକାରୀଙ୍କ ପରାମର୍ଶ ବିନା ଚାପରେ ଖେଳିଲେ ରେଜଲ୍ଟ ତୁମ ପକ୍ଷରେ ନିଶ୍ଚୟOdisha Sports BureauAugust 11, 2023 by Odisha Sports BureauAugust 11, 20230136 ମୁମ୍ବାଇ: କ୍ରିକେଟରେ ପଡିଆରେ ସବୁବେଳେ ଭାରତ ପାକିସ୍ତାନ ମଧ୍ୟରେ ରେମାଞ୍ଚକ ମ୍ୟାଚ ଦେଖିବାକୁ ମିଳେ । ଲମ୍ବା ସମୟ ପରେ ପୁଣି ଥରେ ଭାରତ ପାକିସ୍ତାନ ମଧ୍ୟରେ କଡାଟକ୍କର ଦେଖିବାକୁ ମିଳିବ । ଆଗାମୀ...
Cricketଖୁବଶୀଘ୍ର ଟିମ୍ ଘୋଷଣା କରିବ ଭାରତୀୟ ଦଳOdisha Sports BureauAugust 10, 2023August 10, 2023 by Odisha Sports BureauAugust 10, 2023August 10, 20230133 ମୁମ୍ବାଇ:ସରିଆସୁଛି ସମୟ । ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ । ପାକିସ୍ତାନ ଓ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହେବ । ପ୍ରଥମ ମ୍ୟାଚର ଆୟେଜକ ପାକିସ୍ତାନ ଏବଂ ନେପାଳ ମଧ୍ୟରେ...
Cricketମ୍ୟାଚ ଦେଖିବାକୁ ଆସି ପ୍ରେମରେ ପଡିଲେ, ଗୋପନରେ ବିବାହ କଲେ କ୍ରିକେଟରOdisha Sports BureauAugust 7, 2023 by Odisha Sports BureauAugust 7, 20230106 କାଶ୍ମୀର: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ଷ୍ଟାର୍ ଖେଳାଳି ସରଫରାଜ୍ ଖାନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇରେ ଜନ୍ମଲାଭ କରିଥିବା ୨୫ ବର୍ଷୀୟ ସରଫରାଜ୍ କଶ୍ମୀରର ଜଣେ ଯୁବତୀଙ୍କ ସହ ନିକ୍ହା କରିଛନ୍ତି।...
Cricketୱେଷ୍ଟ୍ଇଣ୍ଡିଜ୍କୁ ୨୦୦ ରନ୍ରେ ପରାସ୍ତ କଲା ଭାରତOdisha Sports BureauAugust 2, 2023 by Odisha Sports BureauAugust 2, 20230225 ଭୁବନେଶ୍ୱର;ଭାରତ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୨୦୦ ରନ୍ରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ସଫଳତା ପାଇଛି। ଏଥି ସହିତ ଲଗାତାର ୧୩ ଶୃଙ୍ଖଳା ବିଜୟ ସଫଳତାକୁ ମଧ୍ୟ ଆଗକୁ ନେଇଛି ଭାରତ।ଟସ୍...
Cricket୬ ଓ୍ଵିକେଟରେ ୱେଷ୍ଟଇଣ୍ଡିଜ୍ ଜିତିଲା ଦ୍ୱିତୀୟ ଦିନିକିଆ ମ୍ୟାଚ୍Odisha Sports BureauJuly 30, 2023 by Odisha Sports BureauJuly 30, 20230116 ମୁମ୍ବାଇ; ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ବାଜି ଜିତିଲା ଇଣ୍ଡିଜ । ୬ ଓ୍ଵିକେଟରେ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ ବରାବର କରିଛି ଘରୋଇ ଦଳ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ...