Tennisଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନାOdisha Sports BureauNovember 1, 2025 by Odisha Sports BureauNovember 1, 2025049 ଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନା ଆଜି ଅବସର ଘୋଷଣା କରିଛନ୍ତି ଷ୍ଟାର ଟେନିସ୍ ଖେଳାଳି। ସେ ପ୍ରତିଯୋଗିତା ମୂଳକ ଟେନିସକୁ କହିଛନ୍ତି ଅଲବିଦା। ବୋପନ୍ନାଙ୍କ ଅବସର ସହ ଦୀର୍ଘ ୨...
Tennisକଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍Odisha Sports BureauNovember 3, 2024 by Odisha Sports BureauNovember 3, 20240107 ଭୁବନେଶ୍ଵର : ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ଟେନିସ ସେଣ୍ଟର ରେ ଆଜି ଠାରୁ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍। ଏହି ପ୍ରତିଯୋଗିତାରେ ୧୧ଟି ଦେଶର ୮୮ଜଣ...
Tennisନିଜର ଅବସର ଘୋଷଣା କଲେ ଟେନିସ ତାରକା ରାଫେଲ୍ ନାଡାଲOdisha Sports BureauOctober 10, 2024October 10, 2024 by Odisha Sports BureauOctober 10, 2024October 10, 2024090 ନିଜର ଅବସର ଘୋଷଣା କଲେ ଟେନିସ ତାରକା ତଥା ୨୨ ଥର ଗ୍ରାଣ୍ଡ ସ୍ଲାମ ବିଜେତା ରାଫେଲ୍ ନାଡାଲ । ଟେନିସ ପ୍ରଶଂସକଙ୍କୁ ଏହା ଅତ୍ୟନ୍ତ ନିରାଶ କରିଛି। ନାଡାଲଙ୍କ ଅବସର ସହିତ ଏକ...
Tennisତୃତୀୟ ରାଉଣ୍ଡରେ ଜୋକୋଭିକOdisha Sports BureauMay 31, 2024 by Odisha Sports BureauMay 31, 20240154 ପ୍ୟାରିସ୍: ବିଶ୍ବର ୧ ନମ୍ବର ନୋଭାକ ଜୋକୋଭିକ, ୨ ନମ୍ବର ଜାନିକ ସିନ୍ନର, ୪ ନମ୍ବର ଆଲେକ୍ଜାଣ୍ଡର ଭେରେଭ ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ...
Tennisଜୋକୋଭିକଙ୍କ କୀର୍ତ୍ତିମାନ: ୩୫ଥର ଖେଳିଲେ ଗ୍ରାଣ୍ଡ ସ୍ଲାମ ଫାଇନାଲOdisha Sports BureauJuly 15, 2023 by Odisha Sports BureauJuly 15, 20230116 ଲଣ୍ଡନ: ସର୍ବିଆ ତାରକା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ୍ ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। ଶୁକ୍ରବାର ଖେଳାଯାଇଥିବା ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲରେ...
Tennisସମ୍ମାନିତ ହେବେ ଟେନିସ୍ ତାରକା ରୋଜର ଫେଡେରର୍Odisha Sports BureauJuly 4, 2023 by Odisha Sports BureauJuly 4, 20230117 ଲଣ୍ଡନ: ସ୍ବିଜରଲାଣ୍ଡର ମହାନ ଟେନିସ୍ ଖେଳାଳି ରୋଜର ଫେଡେରରଙ୍କୁ ୱିମ୍ବଲଡନ୍ ଓପନର ଦ୍ବିତୀୟ ଦିନରେ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବାର କାଯ୍ର୍ୟକ୍ରମ ରହିଛି। ଏଥିପାଇଁ ଅଲ୍ ଇଂଲଣ୍ଡ କ୍ଲବ୍ ପକ୍ଷରୁ ସେଣ୍ଟର କୋର୍ଟରେ ଏକ...
Tennisଅନ୍ତର୍ଜାତୀୟ ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଖେଳିବେ ମନ୍ମୟ ପଟ୍ଟନାୟକOdisha Sports BureauJuly 3, 2023 by Odisha Sports BureauJuly 3, 20230156 ବିଷମକଟକ / ରବୀନ୍ଦ୍ର କୁମାର ସାହୁ : ଆନ୍ତର୍ଜାତୀୟ ସଫ୍ଟ ଟେନିସ ଟୁର୍ଣ୍ଣାମେଣ୍ଟରେ ଖେଳିବେ ମନ୍ମୟ । ଥାଇଲାଣ୍ଡରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଖେଳିବେ ରାୟଗଡା ଜିଲ୍ଲା ବିଷମକଟକର ପୁଅ...
Tennisକିଟ୍ ମହିଳା ଟେନିସ ଦଳର ବିଜୟରୁ ଅଭିଯାନ ଆରମ୍ଭOdisha Sports BureauMay 26, 2023May 26, 2023 by Odisha Sports BureauMay 26, 2023May 26, 20230148 ଭୁବନେଶ୍ୱର: ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଟେନିସ୍ରେ କିଟ୍ ମହିଳା ୩-୦ରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟକୁ ହରାଇ ଅଭିଯାନ ଆରମ୍ଭ କରିଛି। ମହିଳା ଫୁଟ୍ବଲ୍ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ୦-୨ରେ...
Tennis୨୦୨୪ରେ ଅବସର ନେବେ ରାଫେଲ ନାଦାଲOdisha Sports BureauMay 19, 2023 by Odisha Sports BureauMay 19, 20230128 ନୂଆଦିଲ୍ଲୀ: ସ୍ପେନ୍ ଟେନିସ୍ ତାରକା ରାଫେଲ୍ ନାଦାଲ ୨୦୨୪ରେ ଟେନିସ୍ ଦୁନିଆକୁ ଅଲବିଦା କହିବେ ବୋଲି ସ୍ପଷ୍ଟ କରିଛନ୍ତି । ବାରମ୍ବାର ଆହତ ସମସ୍ୟା ଦେଇ ଗତି କରୁଥିବାରୁ ଆସନ୍ତା ବର୍ଷ ସେ ଅବସର...
Tennisଓଟିଏ ଚାମ୍ପିଅନ୍ସିପ ସିରିଜ୍ରେ ସୋହିନୀଙ୍କୁ ଦ୍ୱିମୁକୁଟOdisha Sports BureauMay 6, 2023 by Odisha Sports BureauMay 6, 20230134 କଳିଙ୍ଗ ଷ୍ଟାଡିୟମ୍ରେ ଶେଷ ହୋଇଥିବା ଆଇଟା-ଓଟିଏ ଚାମ୍ପିଅନ୍ସିପ ସିରିଜ୍ ଟେନିସ୍ ପ୍ରତିଯୋଗିତାର ୧୬ ବର୍ଷରୁ କମ୍ ବାଳିକା ବର୍ଗରେ ଓଡ଼ିଆ ଝିଅ ସୋହିନୀ ଏସ୍ ମହାନ୍ତି ଏବଂ ବାଳକରେ ପଶ୍ଚିମବଙ୍ଗର ସୌର୍ୟ୍ୟ ସ୍ବରୂପ ଦ୍ବିମୁକୁଟ...