Cricketଟି-୨୦ ପରେ ଟେଷ୍ଟ ସିରିଜ ଉପରେ ଭାରତର କବଜାOdisha Sports BureauDecember 6, 2021 by Odisha Sports BureauDecember 6, 20210287 ମୁମ୍ବାଇ: ଟେଷ୍ଟ ଚମ୍ପିଆନସିପର ପ୍ରତିଶୋଧ ନେଲା ଭାରତ । ୱାଙ୍ଖେଡେ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଭାରତ । ନ୍ୟଜିଲାଣ୍ଡକୁ ୩୭୨ ରନର ଏକ ବଡ ବ୍ୟବଧାନରେ ହରାଇ...
Cricketଭାରତର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ନୂଆ ତଥ୍ୟOdisha Sports BureauDecember 4, 2021 by Odisha Sports BureauDecember 4, 20210280 ନୂଆଦିଲ୍ଲୀ: ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ମଝିରେ ପଶିଲା କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ତିଆରି ହେଲା ନୂଆ କାର୍ଯ୍ୟସୂଚୀ । ଓମିକ୍ରନର ସଂକ୍ରମଣକୁ ନଜରରେ ରଖି...
Cricketଅଶ୍ୱୀନଙ୍କ ଫିରକିରେ ଫସିଲେ କିୱି ଦଳOdisha Sports BureauDecember 4, 2021December 4, 2021 by Odisha Sports BureauDecember 4, 2021December 4, 20210176 ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧରାଶାୟୀ ହୋଇଛି ନ୍ୟୁଜିଲାଣ୍ଡ । ଅଶ୍ୱୀନ ଏବଂ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ମାତ୍ର ୬୨ ରନରେ ମୁଣ୍ଡ ନୁଆଁଇଛି ବ୍ଲାକ କ୍ୟାପ୍ସ । ପ୍ରଥମ...
Cricketଭାରତ ଉପରେ ଭାରି ପଡିଲେ ଭାରତୀୟ ବଂଶୋଦ୍ଭବOdisha Sports BureauDecember 4, 2021 by Odisha Sports BureauDecember 4, 20210217 ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୩୨୫ ରନରେ ଅଟକିଛି ଟିମ ଇଣ୍ଡିଆ । କେବଳ ଓପନର ମୟଙ୍କ ଅଗ୍ରୱାଲଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ।...
Cricketଦ୍ୱିତୀୟ ଟେଷ୍ଟରୁ ବାଦ ପଡିଲେ ୩ ମୁଖ୍ୟ ଖେଳାଳୀOdisha Sports BureauDecember 3, 2021 by Odisha Sports BureauDecember 3, 20210218 ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ । ୫ ବର୍ଷ ପରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଛି ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଦଳକୁ ଫେରିଛନ୍ତି କ୍ୟାପଟେନ କିଙ୍ଗ...
Cricketକ୍ରିକେଟ ପଡିଆରେ ଓମିକ୍ରନ ଆତଙ୍କOdisha Sports BureauDecember 2, 2021December 2, 2021 by Odisha Sports BureauDecember 2, 2021December 2, 20210206 ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ ପରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର ସୂଚୀ ରହିଛି । କିନ୍ତୁ ଗସ୍ତ ପୂର୍ବରୁ ହିଁ ଭାରତ ସାମନାକୁ ଆସିଛି ଏକ ବଡ...
Cricketଶ୍ରେୟସଙ୍କ ହ୍ୱାଟ୍ସଆପ ଡିପି କନେକ୍ସନOdisha Sports BureauNovember 26, 2021 by Odisha Sports BureauNovember 26, 20210160 କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ପରେ ଡେବ୍ୟୁଟାଣ୍ଟ ଶ୍ରେୟସଙ୍କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଶ୍ରେୟସଙ୍କର ଟେଷ୍ଟ ଖେଳିବା ସହ ହ୍ୱାଟ୍ସଆପର ରହିଛି ଏକ ଖାସ...
Cricketଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ମାରିଲେ ଅୟରOdisha Sports BureauNovember 25, 2021November 25, 2021 by Odisha Sports BureauNovember 25, 2021November 25, 20210272 କାନପୁର: ଆଜିଠୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ଏହି ମ୍ୟାଚ ଦ୍ୱାରା ଟେଷ୍ଟ ଜଗତରେ ପଦାର୍ପଣ କରିଛନ୍ତି ଭାରତର ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର । ଭାରତୀୟ ଦଳର ଟେଷ୍ଟ ଅଧିନାୟକ...
Cricketରାହୁଲ ଇନ: ରୋହିତ ବିରାଟ ଆଉଟOdisha Sports BureauNovember 24, 2021November 24, 2021 by Odisha Sports BureauNovember 24, 2021November 24, 20210173 ନୂଆଦିଲ୍ଲୀ: ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ଆଇସିସି) ଜାରି କରିଛି ଟି-୨୦ ବ୍ୟାଟ୍ସମ୍ୟାନ ମାନ୍ୟତା । ଏହି ଲିଷ୍ଟରେ ଓପନର ମାନଙ୍କ ରାଜ ଦେଖିବାକୁ ମିଳିଛି । ତିନୋଟି ଦେଶର ଓପନରଙ୍କୁ ମିଳିଛି ଫାଇଦା । ଭାରତୀୟ...
Cricketଟି-୨୦ରେ ଏହି ଖେଳାଳୀ ହେଉଛନ୍ତି ଦଳର ମେରୁ ଦଣ୍ଡOdisha Sports BureauNovember 22, 2021 by Odisha Sports BureauNovember 22, 20210194 ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ କ୍ଲିନ ସ୍ୱିପ କରିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା ଦେଇଛନ୍ତି ଏକ ବଡ ବୟାନ । ଟି-୨୦ ଦଳରେ ପ୍ରତ୍ୟାବର୍ତ୍ତନ କରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖୁବ ପ୍ରଶଂସା କରିଛନ୍ତି ରୋହିତ...