Uncategorized

ପଦକ ଜିତିଲେ ଫେସବୁକ ପ୍ରତିଷ୍ଠାତା

ମେଟା(ଫେସବୁକ),ହ୍ୱାଟ୍ସଆପ, ଇଣ୍ଟାଗ୍ରାମର ମାର୍କ ଜୁକରବର୍ଗ ସଫଳିତ ଫ୍ଲାଟଫର୍ମ ରହିଛି । ମାର୍କ ଜୁକରବର୍ଗ ସବୁବେଳେ ନିଜକୁ ଭିନ୍ନ ଭିନ୍ନ କାର୍ଯ୍ୟରେ ନିଜକୁ ଜଡିତ ରଖନ୍ତି । ମାର୍କ ଜୁକରବର୍ଗ ନିକଟ ଇଣ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଠାରେ ଦେଖିବାକୁ ମିଳୁଛି ଯେ ସେ କୋଣସି ଖେଳରେ ଭାଗ ନେଇ ପଦକ ଜିତିଛନ୍ତି । ଆତ୍ମରକ୍ଷା କୌଶଳ ଉପରେ ପର୍ୟ୍ୟବେସିତ ଜିଉ ଜିସୁ ଟୁର୍ଣ୍ଣାମେଣ୍ଟ୍ରେ ଅଂଶଗ୍ରହଣ କରି ସେ ନିଜ ଦଳ ପାଇଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଜୁକରବର୍ଗ ଏହି ସୂଚନା ଇନଷ୍ଟାଗ୍ରାମ୍ ଜରିଆରେ ଦେଇଛନ୍ତି। ଏହି ପୋଷ୍ଟପରେ ତାଙ୍କର ଫ୍ୟାନମାନେ କାଙ୍କୁ ଶୁଭ କାମନା ଜଣାଇଛନ୍ତି ।

ସେହିପରି କିଛି ଦିନ ତଳେ ସେ ସିଲାଇ ଶିଖି ନିଜ ଝିଅ ପାଇଁ ୩ଡି ଡ୍ରେସ୍ ତିଆରି କରିଥିଲେ।ସେହି ଡ୍ରେସ ତାଙ୍କ ଝିଅ ପିନ୍ଧିବାପରେ ଷ୍ଟୋରୀ ସେୟାର କରିଥିଲେ ।

Related posts

Research Papers For Sale

surjit baba

ବାସ୍କେଟ ବଲ ବିଶ୍ୱ କପରେ ସ୍ପେନର ବିଜୟ

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଧ୍ୱଜବାହକ ରହିବେ ପିଭି ସିନ୍ଧୁ

Leave a Comment