Cricket

ଧୋନିଙ୍କୁ ଆଇପିଏଲରେ ଟ୍ରିବ୍ୟୁଡ

୪୧ ବର୍ଷର ଚେନ୍ନାଇ ସୁପରକିଙ୍ଗର ଅଧିନାୟକ ତଥା କ୍ୟାପେଟେନ କୁଲ ଧୋନି ଆଇପିଏଲରୁ ଅବସର ନେବା କଥା ପରେ ତାଙ୍କ ଫଞାନ ମାନଙ୍କୁ ଝଟକା ଲାଗିଛି । ରବିବାର ଇଡେନ ଗାଡେନରେ ଚେନ୍ନାଇ ଓ କେଲକାତା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।କେଲକାତା ର ହୋମ ଗ୍ରାଉଣ୍ଡରେ ଖେଳାଯାଇଥିବା ବେଳେ ଇଡେନ ଗାଡେନ ଷ୍ଟାଡିୟମ ସମ୍ପୁର୍ଣ୍ଣ ହଳଦିଆ ଦେଖା ଯାଉଥିଲା । ଲାଗୁଥିଲା ସତେ ଯେପରି ହଳଦିଆ ଚାଦର ବିଛା ହୋଇଛି ।
କେବଳ କୋଲକାତା ନୁହେଁ ବାଙ୍ଗାଲୁରୁ, ଏହମଦାବାଦ ଏବଂ ମୁମ୍ବାଈ ଟିମ ମାନଙ୍କ ସହ ଖେଳିଥିବ ଟିମ ମେମ୍ବର ସହ ତାଙ୍କ ଗ୍ରାଉଣ୍ଡରେ ଖେଳିଥିବା ସମୟରେ ଦେଖାଯାଇଛ ଧୋନିଙ୍କ କ୍ରେଜ । ନିଜ ନିଜ ହୋମ ଗ୍ରାଉଣ୍ଡରେ ମାତ ଦେଇଛି ଧୋନି ।

Related posts

କ୍ରିକେଟ ପରେ ଶିକ୍ଷକ ହେବେ ଧୋନୀ

ଆଇପିଏଲ୍ ନିଲାମରେ ଯିଏ ବିକ୍ରି ହୋଇନଥିଲେ, ଶ୍ରୀଲଙ୍କା ସେହି ଖେଳାଳିଙ୍କୁ ନୂଆ ଅଧିନାୟକ କରିଛି; T20 ବିଶ୍ୱକପ୍ ପୂର୍ବରୁ ବଡ଼ ନିଷ୍ପତ୍ତି

Odisha Sports Bureau

ଶୁଭମନଙ୍କ ଛକାରେ ଖୁସିରେ ଝୁମିଲେ ମୁମ୍ବାଇ ଟିମ