Cricket

ଅନୁଷ୍କାଙ୍କ ଗୀତରେ ବିରାଟ କୋହଲିଙ୍କ ଡ୍ୟାନ୍ସ ; ଜିତିଲେ ଫ୍ୟାନ୍ସଙ୍କ ମନ

ବିରାଟଙ୍କ ଜନ୍ମଦିନରେ ଶତକ ମାରି ନିଜ ସହ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ବିରାଟ କାଲି ଶତକ ମାରି ସଚିନଙ୍କ ସମକକ୍ଷ ହୋଇଛନ୍ତି । ବିରାଟ ଶତକ ମାରିବା ପରେ ତାଙ୍କୁ ବିଭିନ୍ନ ମହଲରୁ । ଶୁଭେଚ୍ଛା ବାର୍ତ୍ତା ଆସିଛି । ଏହି ଶବୁ ଭିତରେ ଅନୁଷ୍କା ମଧ୍ୟ ପୋଷ୍ଟ ସେୟାର କରି ଖୁସି ଜାହିର କରିଛନ୍ତି । ବିରାଟ ଏହି ମ୍ୟଚରେ ଏପରି କିଛି କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ସାଉଥ ଆଫ୍ରିକା ମ୍ୟାଚ ସମୟରେ ବିରାଟ ପତ୍ନୀ ଅନୁଷ୍କା ଶର୍ମାଙ୍କ ଗୀତ ‘ଆୱେଁ ଆୱେଁ ଲୁଟ ଗୈୟା’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ବିରାଟ ଅନୁଷ୍କାଙ୍କ ଗୀତର ଷ୍ଟେପ୍‌ କରୁଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି । ସାଉଥ ଆଫ୍ରିକା ମ୍ୟାଚ ସମୟରେ ବିରାଟ ପତ୍ନୀ ଅନୁଷ୍କା ଶର୍ମାଙ୍କ ଗୀତ ‘ଆୱେଁ ଆୱେଁ ଲୁଟ ଗୈୟା’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ବିରାଟ ଅନୁଷ୍କାଙ୍କ ଗୀତର ଷ୍ଟେପ୍‌ କରୁଥିବାର ନଜର ଆସିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି ।

Related posts

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ମା ବାପା ହେବାକୁ ଯାଉଛନ୍ତି

Odisha Sports Bureau

ଲକ୍ଷ୍ନୌ ସୁପର୍ ଜିଆଣ୍ଟସକୁ ୧୨ ରନରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍

ଟେଷ୍ଟ ଜିତିବା ଲକ୍ଷ୍ୟରେ ଶ୍ରୀଲଙ୍କା

Odisha Sports Bureau