More Sports

ଅଣ୍ଡର-୧୭ ହକୀରେ ଚଣ୍ଡିଗଡ ଏବଂ ହରିଆଣାକୁ ସ୍ୱର୍ଣ୍ଣ

( ଓଡିଶା ସ୍ପୋର୍ଟସ): ଚଣ୍ଡିଗଡ ଏବଂ ହରିଆଣା ଖେଲୋ ଇଣ୍ଡିଆ ଯୁବ ଖେଳ ୨୦୨୦ର ଅଣ୍ଡର-୧୭ ବାଳକ ଏବଂ ବାଳୀକା ହକୀ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଚଣ୍ଡିଗଡ ଉତ୍ତର ପ୍ରଦେଶକୁ ପେନାଲ୍ଟି ସୁଟଆଉଟ୍ ରେ ୨-୦ରେ ପରାସ୍ତ କରିଛ । ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୋର ୨-୨ରେ ସମାନ ରହିଥିଲା । ପୁଲ ଏ ରେ ଦ୍ୱିତୀୟ ସ୍ଥାନରେ ରହିଥିବା ଚଣ୍ଡିଗଡ ଟିମ୍ ସେମିଫାଇନାଲରେ ପଞ୍ଜାବକୁ ୩-୧ରେ ପରାସ୍ତ କରିଥିଲା । ହରିଆଣା ମଧ୍ୟ ପେନାଲ୍ଟି ସୁଟଆଉଟ୍ ରେ ୨-୧ରେ ବିଜୟ ହାସଲ କରିଛି ।

Related posts

ସ୍କ୍ୱାସ ମକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲେ ଭାରତର ଦୀପିକା-ହରିନ୍ଦର

Odisha Sports Bureau

ଭାରତୀୟ ବାଳକ, ଏୟାରଥିଙ୍ଗସ୍ ମାଷ୍ଟର୍ସରେ ଘଟାଇଲେ ବିପର୍ଯ୍ୟୟ

Odisha Sports Bureau

ମୁଁ ଦ୍ୱିତୀୟ ସଚିନ୍ ତେନ୍ଦୁଲକର ହୋଇଥାନ୍ତି: ଟ୍ରିପଲ୍ ଏଚ୍

Odisha Sports Bureau