Tennis

ଅଷ୍ଟ୍ରେଲିଆ ଓପନରେ ବାର୍ଟିଙ୍କ ଯାତ୍ରା ଶେଷ, ଫାଇନାଲରେ ସୋଫିଆ

(ଓଡିଶା ସ୍ପୋର୍ଟସ): ଅଷ୍ଟ୍ରେଲିଆ ଓପନର ମହିଳା ସିଙ୍ଗଲ୍ ସେମିଫାଇନାଲ୍ ମୁକାବିଲାରେ ଏଶଲେ ବାର୍ଟିଙ୍କୁ ଆମେରିକାର ସୋଫିୟା କେନିନ୍ ପରାସ୍ତ କରିଛନ୍ତି । ଫାଇନାଲରେ ସୋଫିଆ କେନିନଙ୍କ ସାମ୍ନା ଗାର୍ବିନେ ମୁଗୁରୁଜା ଏବଂ ପୂର୍ବତନ ବିଶ୍ୱ ନଂ୧ ସିମୋନା ହାଲେପ୍ଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କ ମଧ୍ୟରେ ହେବ । ସୋଫିଆ ବାର୍ଟିଙ୍କୁ ୭-୬, ୭-୫ରେ ପରାସ୍ତ କରିଛନ୍ତି ।

Related posts

ଏଟିପି ରାଙ୍କିଙ୍ଗରେ ୮୦ତମ ସ୍ଥାନ: ଗୁଣେଶ୍ୱରନ୍

Odisha Sports Bureau

ଟାଟା ଓପନ୍ ମହାରାଷ୍ଟ୍ରର ୱାଇର୍ଲ୍ଡ କାର୍ଡ ଏଣ୍ଟ୍ରିରେ ରାଜକୁମାର

Odisha Sports Bureau

ବହୁ ଦିନର ବ୍ୟବଧାନ ପରେ ଓପନ ଟେନିସରେ ଖେଳିବେ ସାନିଆ

Odisha Sports Bureau