Tennis

ପେନ ପେସିଫିକ୍ ଓପନ: କ୍ୱାଟର ଫାଇନାଲରେ ପ୍ରବେଶ କଲେ ନାଓମୀ ଓସାକା

(ଓଡିଶା ସ୍ପୋର୍ଟସ): ବିଶ୍ୱର ନମ୍ବର୧. ଟେନିସ୍ ଖେଳାଳୀ ନାଓମୀ ଓସାକା ବୁଲଗେରିଆର ଭିକ୍ଟୋରିଆ ଟୋମୋଭାଙ୍କୁ ପଛରେ ପକାଇ ପେନ୍ ପେସିଫିକ୍ ଓପନର କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି । ବର୍ଷର ଶେଷ ଗ୍ରାଣ୍ଡ ସ୍ଲାମ୍ ୟୁଏଏସ୍ ଓପନ୍ ର ଶେଷ-୧୬ରେ ପରାଜୟ ହୋଇଥିବା ଓସାକା ବିଶ୍ୱର ୧୮୧ତମ ସ୍ଥାନରେ ଥିବା ଖେଳାଳୀ ଟୋମୋଭାଙ୍କୁ ୭-୫, ୬-୩ ସେଟରେ ପରାସ୍ତ କରିଛନ୍ତି । ଆମେରିକାର ମେଡିସନ କିଜ୍ କଜାକସ୍ଥାନର ଜରିନା ଦିୟାସଙ୍କୁ ୫-୭, ୬-୦, ୬-୪ ସେଟରେ ପରାସ୍ତ କରିଛନ୍ତି ।

Related posts

ସୋଏବଙ୍କ ସହିତ ଛାଡପତ୍ର ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା

Odisha Sports Bureau

ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ୍ ହାସଲ କଲା ସର୍ବଶ୍ରେଷ୍ଠ ଅଷ୍ଟମ ରେକର୍ଡ

Odisha Sports Bureau

ଡ଼ିସେମ୍ବର ୪ରୁ ଓଡ଼ିଶା ଟେନିସ ପ୍ରିମିୟର ଲିଗ

Odisha Sports Bureau