Tennis

୧୭ରୁ ଆରମ୍ଭ ହେବ ଟେବୁଲ ଟେନିସ ଚାମ୍ପିୟାନସିପ

(ଓଡିଶାସ୍ପୋର୍ଟ): କଟକର ଜବାହାରଲାଲ ଇନ୍ଡ଼ୋର ହଲ ଠାରେ ଆରମ୍ଭ ହେବାକୁ ଯାଉଛି ୨୧ ତମ ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟାନସିପ । ଚଳିତ ମାସ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ୨୧ ତମ ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟାନସିପ । କ୍ରୀଡ଼ା ଯୁବ ସେବା ମନ୍ତ୍ରୀ ୧୪ଟି ଦେଶର ଖେଳାଳି ଏଥିରେ ଅଂଶଗ୍ରହଣ କରିବା ସହ ଭାରତୀୟ ଖେଳାଳିଙ୍କ ପାଇଁ କିଛି ସ୍ୱତନ୍ତ୍ର ସୁବିଧା କରାଯାଇଛି ।

ଭଲ ଖେଳାଳୀଙ୍କୁ ଭାରତୀୟ ଟେବୁଲ ଟେନିସ ସଂଘ ଓ ଓଡ଼ିଶା ଟେବୁଲ ଟେନିସ ଆସୋସିଏସନ ବୁଝାମଣାରେ କିଛି ଖେଳାଳିଙ୍କୁ ଫ୍ରି ଏଣ୍ଟ୍ରି ଦେବା ପାଇଁ ସ୍ଥିର କରାଯାଇଛି । ତୁଷାର କାନ୍ତି ବେହେରା ଷ୍ଟାଡ଼ିୟମ ପରିଦର୍ଶନ କରି ବିଭିନ୍ନ ସୁବିଧା ସମ୍ପର୍କରେ ତଦାହଖ କରିଛନ୍ତି । ଏନେଇ ଆସନ୍ତାକାଲି କ୍ରୀଡ଼ା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।

Related posts

ଏକବର୍ଷ ପରେ ସିଙ୍ଗଲ୍ସ ମ୍ୟାଚ୍‌ରେ ଅବତୀର୍ଣ୍ଣ ହୋଇଥିବା ସ୍ପେନ୍ ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି

Odisha Sports Bureau

୬୬ ମିନିଟରେ ମ୍ୟାଚ୍ ଜିତିଲେ ଜୋନାସ୍

Odisha Sports Bureau

ଜେରଭଙ୍କୁ ଏଟିପି ଟୁର୍‌ ଫାଇନାଲ୍ସ ଟ୍ରଫି

Odisha Sports Bureau