Badminton

ଚୀନ ଓପନରୁ ବାହାର ହେଲେ ସାଇ ପ୍ରଣୀତ

(ଓଡିଶା ସ୍ପୋର୍ଟସ): ବିଶ୍ୱ ଚମ୍ପିଆନଶିପ୍ର ବ୍ରୋଞ୍ଜ ପଦକ ବିଜେତା ସାଇ ପ୍ରଣୀତ ଶୁକ୍ରବାର ଦିନ କ୍ୱାଟର ଫାଇନାଲରେ ଇଣ୍ଡୋନେସିଆର ଖେଳାଳୀ ଏନ୍ଥନୀ ଜିନଟିଙ୍ଗଙ୍କ ଠାରୁ ୨୧-୧୬, ୬-୨୧, ୧୬-୨୧ ସେଟରେ ପରାସ୍ତ ହୋଇ ଚୀନ ଓପନରୁ ବାହାର ହୋଇଛନ୍ତି । ପ୍ରଣିତ ଚୀନର ଲ୍ୟୁ ଗୁଆଙ୍ଗ ଝୁଙ୍କୁ ୨୧-୧୯,୨୧-୧୯ସେଟରେ ପରାସ୍ତ କରି କ୍ୱାଟର ଫାଇନାଲରେ ପ୍ରବେଶ କରିନେଇଛନ୍ତି । କ୍ୱାଟର ଫାଇନାଲରେ ସାଇପ୍ରଣୀତଙ୍କ ପରାଜୟ ସହିତ ଚୀନ ଓପନ ସିଗଲ୍ସ ବିଭାଗରେ ଭାରତର ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାର ସଫର ଶେଷ ହୋଇଯାଇଛି । ସାଇନା ନେହେୱାଲ, ପି.ଭି ସିଦ୍ଧୁ ଏବଂ ପି କଶ୍ୟପ ପ୍ରଥମରୁ ପରାଜୟ ହୋଇ ବାହାର ହୋଇସାରିଛନ୍ତି ।

Related posts

ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ୍: ସାତ୍ତ୍ୱିକ୍-ଚିରାଗଙ୍କୁ ଡବଲ୍ଡ ଟାଇଟଲ

Odisha Sports Bureau

ଏସିଆ ଅଣ୍ଡର-୧୫: ଜୁନିୟର ବ୍ୟାଡମିଣ୍ଟନ ଟିମର ନଜର ରହିଛି ପଦକ ଉପରେ

Odisha Sports Bureau

ସତ୍ୱିକ୍ ସାଇରାଜ ଏବଂ ଚିରାଗ ସେଠୀ ସେମିଫାଇନାଲରେ ପରାସ୍ତ

Odisha Sports Bureau