Football

ଓଡ଼ିଶା ଏଫ୍ସି ବୁଧବାର ଅହମଦ ଜାହୋଉଙ୍କ ସହ ୨ ବର୍ଷିୟା ଚୁକ୍ତି କରିଛି

ଭୁବନେଶ୍ୱର: ଓଡ଼ିଶା ଏଫ୍ସି ବୁଧବାର ଅହମଦ ଜାହୋଉଙ୍କ ସହ ୨ ବର୍ଷିୟା ଚୁକ୍ତି କରିଛି। ମରୋକ୍କୋର ଏହି ମିଡ୍ଫିଲ୍ଡର ପୂର୍ବରୁ ଆଇଏସ୍ଏଲ୍ରେ ଏଫ୍ସି ଗୋଆ ଓ ମୁମ୍ବାଇ ସିଟି ଏଫ୍ସିରୁ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେ ଦୁଇ ଥର ଆଇଏସ୍ଏଲ୍ ଲିଗ୍ ବିଜେତା ସିଲ୍ଡ ଦଳ (ଏଫ୍ସି ଗୋଆ ଓ ମୁମ୍ବାଇ ସିଟି)ର ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ମଧ୍ୟ ମୁମ୍ବାଇ ସିଟି ଏଫ୍ସିରୁ ଆଇଏସ୍ଏଲ୍ ବିଜେତା ହେବାର ସୌଭାଗ୍ୟ ପାଇଛନ୍ତି। ଓଡ଼ିଶା ଏଫ୍ସି ସହ ତାଙ୍କ ଯୋଗଦାନ ଦଳର ମନୋବଳକୁ ଦୃଢ଼ ରଖିବ। ଯୁବ ଖେଳାଳି ତାଙ୍କଠୁ ଶିଖିବାର ସୁଯୋଗ ପାଇବେ ବୋଲି କ୍ଲବ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

 

Related posts

ମଙ୍ଗଳବାର ଫୁଟବଲ୍ ଇଭେଣ୍ଟରୁ ଏସୀୟ କ୍ରୀଡ଼ା ଆରମ୍ଭ

Odisha Sports Bureau

ଜ୍ୟୋତିଷ ବାଛିଥିଲେ ଭାରତୀୟ ଫୁଟବଲ ଦଳ

Odisha Sports Bureau

ପଡ଼ିଆକୁ ଫେରିଛନ୍ତି ବାଲା

Odisha Sports Bureau