Football

ଆଜିଠାରୁ ଫିଫା ମହିଳା ଫୁଟବଲ ବିଶ୍ୱକପ

ଆଜିଠାରୁ ଫିଫା ମହିଳା ଫୁଟବଲ ବିଶ୍ୱକପ । ଆଜି ଠାରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଫିଫା ମହିଳା ଫୁଟବଲ ବିଶ୍ୱକପର ନବମ ସଂସ୍କରଣ ଖେଳାଯିବ । ଏହି ମ୍ୟାଚ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଟରେ ଖୋଳାଯିବ । ଏହି ମ୍ୟାଚରେ ମୋଟ ୩୨ଟି ଦଳ ଅଶଂଗ୍ରହଣ କରିଥିବା ବେଳେ ଦଳ ଗୁଡିକୁ ୮ଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତି ଗ୍ରୁପରୁ ଦୁଇଟି ଦଳ ପ୍ରି କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବେ । ପ୍ରି କ୍ୱାର୍ଟର ଫାଇନାଲ ଅଗଷ୍ଟ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବେଳେ ଅଗଷ୍ଟ ୧୧ ଓ ୧୨ରେ କ୍ୱାର୍ଟର ଫାଇନାଲ ଖେଳାଯିବ । ସେହିପରି ୧୫ଓ ୧୬ରେ ସେମିଫାଇନାଲ ଖେଳିବାକୁଥିବା ବେଳେ ୨୦ତାରିଖରେ ଫାଇନାଲ ଖେଳାଯିବ ।

Related posts

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ

ୟୁରୋପ ଲିଗ୍: ଲୁଗୋରେଟସକୁ ପରାସ୍ତ କଲା ଟୋଟେନହାମ୍

Odisha Sports Bureau

ଓଡ଼ିଶା ବାଳିକା ଦଳ ୨-୧ରେ ମଣିପୁରକୁ ହରାଇ ଫାଇନାଲରେ

Odisha Sports Bureau