More Sports

ମୀରାବାଇ ଚାନୁଙ୍କୁ ବଡ଼ ଝଟକା

ଭାରତୀୟ ଅଲିମ୍ପିକ୍ସ ପଦକ ବିଜୟୀନୀ ତଥା  ୱେଟ୍ ଲିଫ୍ଟର ମୀରାବାଇ ଚାନୁଙ୍କୁ ଲାଗିଛି ବଡ଼ ଝଟକା । ଆଗାମୀ ଅଲିମ୍ପିକ୍ସରେ ପଦକ ଜିତିବାକୁ ଆଶା ରଖିଥିବା ଚାନୁଙ୍କୁ, ତାଙ୍କର ଓଜନ ପାଇଁ ଏବେ ଏହି ରେସରୁ ବାଦ୍ କରି ଦିଆଯାଇଛି। ନିକଟରେ ଆମେରିକାରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ ଗେମ୍ସ ପାଇଁ, ଅପଡେଟ୍ ବଡିୱେଟ୍ କାଟାଗୋରୀ ପ୍ରକାଶିତ ହୋଇଛି । ଯେଉଁଥିରେ ୪୯ କିଲୋର ଓଜନ ଥିବା କାଟାଗୋରୀଙ୍କୁ ବାଦ୍ ଦିଆଯାଇଛି । ଯେଉଁ ଓଜନ କାଟାଗୋରୀରେ ମୀରାବାଇ ଚାନୁ ମଧ୍ୟ ପ୍ରତିଯୋଗିତା କରନ୍ତି।

Related posts

ଜାତୀୟ କ୍ରୀଡ଼ାରେ ପଦକ ବିଜେତାଙ୍କୁ ନଗଦ ପ୍ରୋତ୍ସାହନ ;  ଓଡ଼ିଶା ଦଳରେ ୩୧ଟି ବିଭାଗରେ ୩୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ

Odisha Sports Bureau

ରାଷ୍ଟ୍ରିୟ ଭାରତ୍ତୋଳନ ଚମ୍ପିଆନସିପରେ ପ୍ରଦୀପ ହେଲେ ଚମ୍ପିଆନ୍

Odisha Sports Bureau

ଲିସା କେଟଲୀ ହେଲେ ଫୁଲ ଟାଇମ କୋଚ୍

Odisha Sports Bureau