Cricket

ଆଜି ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

ମହିଳା ବିଶ୍ୱକପ୍-2025 ଜିତିବାର ତିନି ଦିନ ପରେ, ଆଜି ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଏବଂ ଆଜି ସନ୍ଧ୍ୟାରେ ମହିଳା କ୍ରିକେଟ୍ ଦଳ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ରାତ୍ରୀଭୋଜନ କରିବେ । ତେଣୁ ଖେଳାଳିମାନେ, ଆଜି ମୁମ୍ବାଇରୁ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରେ ପହଞ୍ଚିଛନ୍ତି ।

Related posts

ଆଇପିଏଲ୍‌ରେ ପୁଣି ଥରେ ପଦାର୍ପଣ କଲା ଭଳି ଲାଗୁଛି: ଋଷଭ ପନ୍ତ

Odisha Sports Bureau

ରୋହିତ ଏବଂ ବିରାଟଙ୍କ ଶତକର ଭିଡିଓ ସେୟାର କଲା BCCI, ପ୍ରଶଂସକମାନେ ସବୁଠାରୁ ଧନୀ ବୋର୍ଡକୁ ତାଚ୍ଛଲ୍ୟ କଲେ

Odisha Sports Bureau

ଆଜି ମୁହାଁମୁହିଁ ହେବେ ଗୁଜୁଗୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ

Odisha Sports Bureau