Cricket

ନିଜ ଇଶାରାରେ ଚିୟର ଲିଡର୍ସକୁ ନଚାଇଲେ

ଆଇପିଏଲକୁ ନେଇ ସବୁଦିନ କିଛି ନା କିଛି ରେମାଞ୍ଚକ ଭିଡିଓ ସେସିଆଲ ମିଡିଆରେ ଦେଖିବାକୁ ମିଳୁଛି ।ଆଇପିଏଲ୍ ମ୍ୟାଚ ବେଳେ ଖେଳରେ ରୋମାଞ୍ଚ ରହିଥିବା ବେଳେ ପଡିଆ ବାହାରେ ମଧ୍ୟରେ ରୋମାଞ୍ଚ ଦେଖିବାକୁ ମିଳିଥାଏ । ତେବେ ଖେଲ ଦେଖିବାକୁ ଆସୁଥିବା ଫ୍ୟାନ ମାନଙ୍କର କିଛି ନା କିଛି ଭିଡିଓ ସେସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ନିକଟରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଆଇପିଏଲ୍ ମ୍ୟାଚ ବେଳେ ଚଉକା କିମ୍ବା ଛକା ମରିଲା ପରେ ପଡିଆରେ ଗୀତ ବାଜେ ଆଉ ତା’ର ତାଳେ ତାଳେ ଚିୟର୍ସ ଗାର୍ଲ ନାଚନ୍ତି । ତେବେ ଚିୟର୍ସ ଗାର୍ଲ ନାଚୁଥିବା ବେଳେ ତାଙ୍କୁ ଏମିତି ଭାବଭଙ୍ଗୀରେ ନାଚିବା ପାଇଁ ଆଉ ଜଣେ ବ୍ୟକ୍ତି ଇଶାରା କରୁଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି ।
ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିିଳିଛି ଚିୟର ଗର୍ଲଙ୍କୁ ନିଜ ଇଶାରାରେ ନଚାଉଛନ୍ତି। ସେ ଜଣେ ଚେନ୍ନାଇ ସୁପରକିଙ୍ଗର ଫ୍ୟାନ୍ ନିଜ ଇଶାରାରେ ଚିୟର ଗର୍ଲଙ୍କୁ ନଚାଉଛନ୍ତି । ଏହି ଭିଡିଓ ଭାଇରଲ ହେବା ପରେ ୟୁଜର୍ସ ଏହାର ମଜା ନେଉଛନ୍ତି । ଏହାଦେଖି ଫ୍ୟାନ୍ସ ହୁଇସିଲ ମାରୁଛନ୍ତି । ଏହାକୁ ୪ ଲକ୍ଷରୁ ଅଧିକ ଥର ଦେଖାସାରିଲାଣି ।

Related posts

ଆଜି ବିଶ୍ବକପ୍‌ ମୁକାବିଲାରେ ଭାରତ ବନାମ ପାକିସ୍ତାନ

Odisha Sports Bureau

ହାଇଦ୍ରାବାଦ ଟେଷ୍ଟ ପୂର୍ବରୁ ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇପଡିଲେ ମହମ୍ମଦ ସିରାଜ

Odisha Sports Bureau

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବେନି କେ.ଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା

Odisha Sports Bureau