ଟି-୨୦ ବିଶ୍ୱକପ୍ ଫାଇନାଲ ଘଟଣା ପରେ ଅର୍ଶଦୀପ ସିଂଙ୍କୁ ଆଇସିସିର ଜରିମାନା
New Delhi: ଟି-୨୦ ବିଶ୍ୱକପ୍ ୨୦୨୬ ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଡାରିଲ୍ ମିଚେଲଙ୍କ ଉପରକୁ ବଲ୍ ଫିଙ୍ଗିବା ଟିମ୍ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ଅର୍ଶଦୀପ ସିଂଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ...
