Cricketଟି୨୦ ବିଶ୍ୱକପ୍ ପରେ ଅର୍ଶଦୀପଙ୍କୁ ଲାଗିଲା ଝଟକାOdisha Sports BureauMarch 10, 2026 by Odisha Sports BureauMarch 10, 202606 ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ବିଶ୍ୱକପ୍ ଫାଇନାଲ୍ ସମୟରେ ଆଇସିସି ଆଚରଣ ସଂହିତାର ସ୍ତର ୧ ଉଲ୍ଲଂଘନ କରିଥିବାରୁ ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଅର୍ଶଦୀପ...
Cricketକ୍ରିକେଟର ଅମିତ ମିଶ୍ରାଙ୍କ ନାମରେ ଯୌତୁକ ଏବଂ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀOdisha Sports BureauMarch 10, 2026 by Odisha Sports BureauMarch 10, 202606 ଉତ୍ତର ପ୍ରଦେଶର କ୍ରିକେଟର ଅମିତ ମିଶ୍ରଙ୍କ ପତ୍ନୀ ଗରିମା ତିୱାରୀ ଅମିତ ଏବଂ ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଦାୟର କରିଛନ୍ତି । ଗରିମା ତିୱାରୀ କାନପୁର ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ...
Cricketକେବେ ଓ କେଉଁଠି ହେବ ଟି-୨୦ ବିଶ୍ଵକପ୍ ୨୦୨୮, ଜାଣନ୍ତୁ…Odisha Sports BureauMarch 9, 2026 by Odisha Sports BureauMarch 9, 202609 ପ୍ରାୟ ଗୋଟିଏ ମାସ ଧରି ଚାଲିଥିବା ଟି-୨୦ ବିଶ୍ଵକପ୍ ୨୦୨୬ ଶେଷ ହୋଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ପୁଣିଥରେ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି।...
Cricketଅବସର ଗୁଜବକୁ ଖଣ୍ଡନ କଲେ ସୂର୍ଯ୍ୟକୁମାର ଯାଦବ, ଅଲିମ୍ପିକ୍ସ ଓ ୨୦୨୮ ଟି-୨୦ ବିଶ୍ୱକପ୍ ଉପରେ ନଜରOdisha Sports BureauMarch 9, 2026 by Odisha Sports BureauMarch 9, 2026011 ସୂର୍ଯ୍ୟକୁମାର ଯାଦବଙ୍କ ନାମ ଏବେ ଭାରତକୁ ICC ଟୁର୍ଣ୍ଣାମେଣ୍ଟ ଜିତାଇଥିବା ଅଧିନାୟକମାନଙ୍କ ତାଲିକାରେ ସାମିଲ ହୋଇଛି। ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଅସାଧାରଣ ପ୍ରଦର୍ଶନ କରି ଟି-୨୦ ବିଶ୍ଵକପ୍ ୨୦୨୬ ଫାଇନାଲରେ ନ୍ୟୁଜଲାଣ୍ଡକୁ ପରାସ୍ତ...
Cricketଟି-୨୦ ବିଶ୍ୱକପ୍ ଜିତ ପରେ ୨୦୨୭ ଓଡିଆଇ ବିଶ୍ୱକପ୍ ଉପରେ ଗୌତମ ଗମ୍ଭୀରଙ୍କ ନଜରOdisha Sports BureauMarch 9, 2026 by Odisha Sports BureauMarch 9, 2026012 ନୂଆଦିଲ୍ଲୀ: ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ୨୦୨୬ ଜିତି କୋଟି କୋଟି ଭାରତୀୟଙ୍କୁ ଗର୍ବିତ କରିଥିବାବେଳେ, ଦଳର ମୁଖ୍ୟ କୋଚ୍ ଗୌତମ୍ ଗମ୍ଭୀର ଏବେଠାରୁ ପରବର୍ତ୍ତୀ ବଡ଼ ଲକ୍ଷ୍ୟ ଧରିଛନ୍ତି। ସେହି ଲକ୍ଷ୍ୟ ହେଉଛି...
Cricketସଞ୍ଜୁ ସାମସନ ଏକ ଅବିସ୍ମରଣୀୟ ଉପହାର ପାଇବାକୁ ଯାଉଛନ୍ତି, ସାରା ବିଶ୍ୱ ସମ୍ମୁଖରେ ତାଙ୍କ ପତ୍ନୀଙ୍କ ବିଷୟରେ ଏହା କହିଛନ୍ତିOdisha Sports BureauMarch 9, 2026 by Odisha Sports BureauMarch 9, 202608 ଭାରତ ୨୦୨୬ ଟି-୨୦ ବିଶ୍ୱକପ୍ର ଏକପାଖିଆ ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ଏବଂ ଏହି ବିଜୟ ପରେ ସଞ୍ଜୁ ସାମସନଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା। ଏହି ଖେଳାଳି ଭାରତ ପାଇଁ...
Cricketବିଶ୍ଵ ବିଜୟୀ ଟିମ୍ ଇଣ୍ଡିଆ, ଭାରତ ବିଜୟ ପଛରେ ଏହି ୩ ଜଣଙ୍କ ହାତOdisha Sports BureauMarch 9, 2026March 9, 2026 by Odisha Sports BureauMarch 9, 2026March 9, 2026012 ନୂଆଦିଲ୍ଲୀ:ରବିବାର ଦିନ ଗୁଜୁରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ICC T20 ବିଶ୍ୱକପର ଫାଇନାଲ ଖେଳାଯାଇଥିଲା। ଏହି ମ୍ୟାଚରେ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନର ବିଶାଳ ବ୍ୟବଧାନରେ ପରାସ୍ତ...
Cricketପ୍ରଥମ ଥର ଅହମଦାବାଦ୍ ଷ୍ଟାଡିୟମରେ ଜଲୱା ଦେଖାଇଲା ଟିମ୍ ଇଣ୍ଡିଆ, ଲଗାତର ଦ୍ଵିତୀୟ ଥର ବିଶ୍ଵକପ୍ ହାତେଇଲା ଭାରତOdisha Sports BureauMarch 8, 2026 by Odisha Sports BureauMarch 8, 2026011 ଗୁଜୁରାଟ: ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ୨୦୨୬ରେ ଅଦ୍ଭୁତ ସଫଳତା ହାସଲ କରି ନୂତନ ଇତିହାସ ରଚିଛି। ଫାଇନାଲ୍ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାଜିତ କରି ବିଶ୍ୱ ଚାମ୍ପିଅନ ହୋଇଛି। ଏହି...
Cricketଅଧା ରହିଗଲା ବିଶ୍ଵକପରେ ସଞ୍ଜୁଙ୍କ ଶତକ ସ୍ଵପ୍ନ, ନ୍ୟୁଜିଲାଣ୍ଡକୁ ୨୫୬ ରନ୍ ଲକ୍ଷ୍ୟOdisha Sports BureauMarch 8, 2026 by Odisha Sports BureauMarch 8, 2026012 ଗୁଜୁରାଟ: ଟି–୨୦ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି। ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶନ ଓ ଶିବମ ଦୁବେ କିୱି ବୋଲରମାନଙ୍କୁ ଜବରଦସ୍ତ ଧୁଲେଇ କରି ଭାରତ...
Cricketଭାରତ ବନାମ ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ୍ ଫାଇନାଲ୍: ଅହମଦାବାଦରେ ଐତିହାସିକ ମହାମୁକାବିଲାOdisha Sports BureauMarch 8, 2026 by Odisha Sports BureauMarch 8, 2026011 ଗୁଜୁରାଟ: ଫଟାଫଟ୍ କ୍ରିକେଟ୍ ମହାକୁମ୍ଭର ଏହି ମହାମୁକାବିଲା ପାଇଁ ବିଶ୍ୱର ସର୍ବବୃହତ୍ କ୍ରିକେଟ୍ ମଞ୍ଚ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍ ପୂରାପୂରି ପ୍ରସ୍ତୁତ ହୋଇରହିଛି। କେବଳ ଭାରତ କିମ୍ବା ଏସିଆ ମହାଦେଶ ନୁହେଁ, ସାରା...