Cricketବିରାଟଙ୍କ ବିଜୟ ପରେ ଲାଗିଲା ଝଟକାOdisha Sports BureauApril 14, 2019 by Odisha Sports BureauApril 14, 201901174 (ଓଡିଶା ସ୍ପୋର୍ଟ): ଆଇପିଏଲରେ ଲଗାତାର ୬ଟି ମ୍ୟାଚରେ ପରାଜୟ ପରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଥମ ବିଜୟ ହାସଲ କରିଛି । ବିରାଟଙ୍କ ଦଳ ପ୍ରଥମ ବିଜୟ...
Cricketବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚ ଟିକେଟ ବିକ୍ରିOdisha Sports BureauApril 12, 2019 by Odisha Sports BureauApril 12, 201901146 (ଓଡିଶା ସ୍ପୋର୍ଟ): ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା କିକ୍ରେଟ ବିଶ୍ୱକପ ମହାକୁମ୍ଭ ପାଇଁ ଆଉ ୪୮ ଦିନ ବାକି ଅଛି। ତେବେ ୫୦ ଦିନ ପୂର୍ବରୁ ଅଭ୍ୟାସ ମ୍ୟାଚ୍ଗୁଡ଼ିକର ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି।...
Cricketଆତଙ୍କବାଦୀଙ୍କ ଟାର୍ଗେଟରେ ଉଭୟ ୱାଙ୍ଖଡେ ଷ୍ଟାଡିୟମ, ଆଇପିଏଲOdisha Sports BureauApril 12, 2019 by Odisha Sports BureauApril 12, 201901228 (ଓଡିଶା ସ୍ପୋର୍ଟ):ଆଇପିଏ ଲକର୍ତୃପକ୍ଷଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି ଗୁଇନ୍ଦା ବିଭାଗା କାରଣ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଇଣ୍ଡିଆନ ପ୍ରିମିୟରଲିଗ ମ୍ୟାଚ। ଏହାପରେ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ବିଭାଗ ଏନେଇ ଆଇପିଏଲ...
Cricketରାଜସ୍ତାନ ଓ ଚେନ୍ନାଇ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଧୋନିଙ୍କ ରାଗOdisha Sports BureauApril 12, 2019 by Odisha Sports BureauApril 12, 201901216 (ଓଡିଶା ସ୍ପୋର୍ଟ): ଗତକାଲି ଜୟପୁରରେ ରାଜସ୍ତାନ ରାୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ କୁଲ୍ କ୍ୟାପଟେନ୍ର ମାନ୍ୟତା ପାଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ରାଗ ରୂପ ଦେଖିବାକୁ ମିଳିଛି ।ମ୍ୟାଚ୍ ବେଳେପଡ଼ିଆଭିତରେଧୋନିରାଗିବାକ୍ୱଚିତଦେଖାଯାଏ।...
Cricketଆଜି ରାଜସ୍ଥାନ- ଚେନ୍ନାଇ ମୁକାବାଲାOdisha Sports BureauApril 11, 2019 by Odisha Sports BureauApril 11, 201901138 (ଓଡିଶା ସ୍ପୋର୍ଟ) : ଆଜି ରାଜସ୍ତାନର ଜୟପୁର ସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମ ଠାରେ ରାଜସ୍ତାନ ରୟାଲସ୍ ଓ ଚେନ୍ନଇ ସୁପରକିଙ୍ଗସ୍ ମଧ୍ୟରେ ମୁକାବିଲା ହେବ । ଏପର୍ୟ୍ୟନ୍ତ ଚେନ୍ନଇ ସୁପରକିଙ୍ଗସ୍ ୬ଟି ମ୍ୟାଚ...
Cricketଲୋକପାଳଙ୍କୁ ଭେଟି ନିଜ ପକ୍ଷ ରଖିଲେ ପାଣ୍ଡ୍ୟା-ରାହୁଲOdisha Sports BureauApril 11, 2019 by Odisha Sports BureauApril 11, 201901143 (ଓଡିଶା ସ୍ପୋର୍ଟ): ବିବାଦରେ ଫସିଥିବା ଦୁଇ ଭାରତୀୟ କ୍ରିକେଟର୍ ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲ ବିସିସିଆଇର ନବ ନିଯୁକ୍ତ ଲୋକପାଳ ଡିକେ ଜୈନଙ୍କୁ ଭେଟି ନିଜ ପକ୍ଷ ରଖିଛନ୍ତି। ବିବାଦୀୟ ମନ୍ତବ୍ୟ ପ୍ରଦାନ...
Cricketପଂଜାବ ବିରୋଧରେ ପ୍ରତିଶୋଧ ନେବା ଲକ୍ଷରେ ମୁମ୍ବାଇOdisha Sports BureauApril 10, 2019 by Odisha Sports BureauApril 10, 201901187 (ଓଡିଶା ସ୍ପୋର୍ଟ): ଆଜି ମୁମ୍ବାଇ ଏବଂ ପଞ୍ଜାବ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା । ୱାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ଯାହା ମୁମ୍ବାଇର ହୋମ ଗ୍ରାଉଣ୍ଡ । ଦୁଇ ଦଳ ମଧ୍ୟରେ ମୋହାଲିରେ ଖେଳାଯାଇଥିବା ଗତ...
Cricketବିଶ୍ବ କପ୍ ପୂର୍ବରୁ ରୋହିତଙ୍କ ଗୋଡରେ ଆଘାତOdisha Sports BureauApril 10, 2019 by Odisha Sports BureauApril 10, 201901240 (ଓଡିଶା ସ୍ପୋର୍ଟ): ବିଶ୍ବ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଟିମ୍ ଇଣ୍ଡିଆର ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ଲାଗିଛି ଆଘାତ । ମଙ୍ଗଳବାର ପ୍ରାକ୍ଟିସ୍ ସମୟରେ ରୋହିତଙ୍କ ଗୋଡରେ ଆଘାତ...
Cricketଅଷ୍ଟ୍ରେଲିଆର ନୂଆ ଜର୍ସି ଉନ୍ମୋଚିତOdisha Sports BureauApril 9, 2019 by Odisha Sports BureauApril 9, 201901240 (ଓଡିଶା ସ୍ପୋର୍ଟ): ବିଶ୍ୱକପ ପାଇଁ ଆଉ ଅଳ୍ପ ଦିନ ବାକିରହିଛି । ଆଜି କ୍ରିକେଟ ଅଷ୍ଟ୍ରେଲିଆର ଆପ୍ରିଆଲ୍ ମାନୁଫେକଚର୍ (ଏଏସ୍ଆଇସିଏସ୍) ବିଶ୍ୱକପ୍ ୨୦୧୯ ପାଇଁ ଅଷ୍ଟ୍ରେଲିଆର ନୂଆ ଜର୍ସି ଉନ୍ମୋଚିତ ହୋଇଯାଇଛି। ଏହି ୟୁନିଫର୍ମରେ...
Cricketଚେନ୍ନାଇ ସହ ଲଢ଼େଇ କରିବ କୋଲକାତାOdisha Sports BureauApril 9, 2019 by Odisha Sports BureauApril 9, 201901216 (ଓଡିଶା ସ୍ପୋର୍ଟ): ଆଇପିଏଲରେ୨୩ତମ ମ୍ୟାଚ୍ ଖେଳାଯିବ ।୨୦୧୯ର ଦ୍ୱାଦଶ ସଂସ୍ମରଣରେ ପ୍ରଥମ ଥର ପାଇ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟ୍ରାଇଡର୍ସ।ବର୍ତ୍ତମାନ ଉଭୟ ଦଳ ପଏଣ୍ଟ ଟେବୁଲରେ ସମାନ ୮ ପଏଣ୍ଟ...