Football୩ ମାସ ପାଇଁ ନିଲମ୍ବିତ ହେଲେ ମେସିOdisha Sports BureauAugust 3, 2019 by Odisha Sports BureauAugust 3, 201901169 (ଓଡିଶାସ୍ପୋର୍ଟସ୍): ଫୁଟବଲ ଖେଳାଳି ଲିଓନେଲ ମେସି ୩ ମାସ ପାଇଁ ଅନ୍ତଜାର୍ତୀୟ ମ୍ୟାଚରୁ ନିଲମ୍ବିତ ହୋଇଛନ୍ତି । ସେ ଏକ ପୁରସ୍କାର ଉତ୍ସବକୁ ଦୁର୍ନୀତିର ଉତ୍ସବ କହିଥିବାରୁ ତାଙ୍କୁ ଫୁଟବଲ ସଂସ୍ଥା ନିଲମ୍ବିତ କରିଛି...
Football୫ରୁ ଭୁବନେଶ୍ୱରରେ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତାOdisha Sports BureauAugust 3, 2019 by Odisha Sports BureauAugust 3, 201901177 (ଓଡିଶାସ୍ପୋର୍ଟସ୍): ଭୁବନେଶ୍ୱରରେ ଚଳିତ ମାସ ୫ ତାରିଖରୁ ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା (ୟୁନିଲାଇଟ୍ କପ୍) ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ୨୪ ଦଳ ଭାଗନେବାକୁ ଥିଲାବେଳେ ୩ଟି...
Football୨୦୨୦ ଫିଫା ୱାର୍ଲଡ କପ: ଓଡିଶାରୁ ମଞ୍ଜୁOdisha Sports BureauJuly 30, 2019July 30, 2019 by Odisha Sports BureauJuly 30, 2019July 30, 201901099 (ଓଡିଶା ସ୍ପୋର୍ଟସ୍): ଖୁବଶୀଘ୍ର ୨୦୨୦ ଫିଫା ମହିଳା ଅଣ୍ଡ୍ରର ୧୭ ବିଶ୍ୱକପ ଆୟୋଜନ ହେବ । ଏଥିପାଇଁ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ପକ୍ଷରୁ ଗୋଆରେ ଦ୍ୱିତୀୟ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି ।...
Footballଫିଫା ର୍ୟାଙ୍କିଂରେ ୫୭ତମ ସ୍ଥାନରେ ଭାରତୀୟ ମହିଳା ଫୁଟବଲ ଦଳOdisha Sports BureauJuly 13, 2019 by Odisha Sports BureauJuly 13, 201901063 (ଓଡିଶାସ୍ପୋର୍ଟ): ଭାରତୀୟ ମହିଳା ଫୁଟବଲ ଦଳ ପାଇଁ ଖୁସି ଖବର । ଭାରତୀୟ ମହିଳା ଫୁଟବଲ ଟିମ୍ ୬ଟି ସ୍ଥାନ ଉପରକୁ ଉଠି ଫିଫା ରାଙ୍କିଙ୍ଗର ୫୭ତମ ସ୍ଥାନରେ ପହଞ୍ଚିଛି। ଗତ କିଛି ମାସ...
Footballମହିଳା ଫିଫା ବିଶ୍ୱକପ:ଆମେରିକାର ଦମଦାର ବିଜୟOdisha Sports BureauJuly 9, 2019July 9, 2019 by Odisha Sports BureauJuly 9, 2019July 9, 201901001 (ଓଡିଶା ସ୍ପୋର୍ଟ): ମହିଳା ଫିଫା ବିଶ୍ୱକପ ଫାଇନାଲରେ ଆମେରିକାର ଦମଦାର ବିଜୟ ହୋଇଛି । ନେଦରଲ୍ୟାଣ୍ଡସ୍କୁ ୨-୦ରେ ପରାସ୍ତ କରି ଲଗାତାର ଦ୍ୱିତୀୟଥର ପାଇଁ ବିଶ୍ୱକପ ଟ୍ରଫି ହାସଲ କରିଛି ଆମେରିକା। ଏ ହେଉଛି...
Footballମହିଳା ଫୁଟବଲ : ଶ୍ରଦ୍ଧାଞ୍ଜଳୀ, ଜବାରଙ୍କୁ ନୂଆ ଦାୟିତ୍ୱOdisha Sports BureauJuly 6, 2019 by Odisha Sports BureauJuly 6, 201901069 (ଓଡ଼ିଶା ସ୍ପୋର୍ଟ): ଓଡ଼ିଶା ରାଜ୍ୟ ମହିଳା ଫୁଟବଲ ଟିମରେ କିଛିଟା ପରିବର୍ତ୍ତନ କରାଯାଇଛି । ଏଥିରେ ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁଣି ଥରେ ସେ...
Footballଚେନ୍ନାଇନକୁ ହରାଇ ଗୋଆ ଜିତିଲା ସୁପରକପOdisha Sports BureauApril 14, 2019 by Odisha Sports BureauApril 14, 201901230 (ଓଡିଶା ସ୍ପୋର୍ଟ): କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସୁପର କପ୍ ଫୁଟବଲ୍ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଗୋଆ ଏଫ୍ସି ବିଜେତା ହୋଇଛି । ଚେନ୍ନାଇନ ଏଫ୍ସିକୁ ୨-୧ ଗୋଲ୍ରେ ହରାଇ ଗୋଆ ଏଫ୍ସି ।...
Footballପ୍ରଥମ ଭାରତୀୟ ଭାବେ ପ୍ରଫୁଲ୍ଲ ପଟେଲ ଫିଫା ପରିଷଦର ସଦସ୍ୟOdisha Sports BureauApril 6, 2019 by Odisha Sports BureauApril 6, 201901115 (ଓଡିଶା ସ୍ପୋର୍ଟ): ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ୍)ର ସଭାପତି ପ୍ରଫୁଲ୍ଲ ପଟେଲ୍ ପ୍ରଥମ ଭାରତୀୟ ଭାବେ ଫିଫା ପରିଷଦର ସଦସ୍ୟ ହୋଇଛନ୍ତି। ଫିଫା ପରିଷଦରେ ସାମିଲ ହେବା ପାଇଁ ଭୋଟିଂ ହୋଇଥିଲା।କ୍ୱାଲାଲମ୍ପପୁରଠାରେ ଆୟୋଜିତ ହୋଇଥିବା ୨୯ତମ...
Footballଲା ଲିଗ୍: ଜିଦାନଙ୍କ ରିୟଲ୍କୁ ଭାଲେନ୍ସିଆ ୨-୧ ଗୋଲରେ କଲା ପରାଜୟOdisha Sports BureauApril 5, 2019 by Odisha Sports BureauApril 5, 201901126 (ଓଡିଶା ସ୍ପୋର୍ଟ): କୋଚ୍ ଜିନେଦିନ୍ ଜିଦାନଙ୍କ ଗେରେଥ୍ ବେଲ୍ଙ୍କୁ ବାହାର କରିବାର ନିଷ୍ପତ୍ତି ସଫଳ ସାବ୍ୟସ୍ତ ହେଲା ନାହିଁ । ଏହାର ଫଳାଫଳ ରିୟଲ ମାଡ୍ରିଡ୍କୁ ଭାଲେନ୍ସିଆ ହାତରେ ଲା ଲିଗ୍ ରେ ୧-୨ରେ...
Footballମେସିଏବଂସୁଆରେଜ୍ଙ୍କଗୋଲ୍ପାଇଁଟଳିଲା ପରାଜୟOdisha Sports BureauApril 4, 2019 by Odisha Sports BureauApril 4, 20190587 (ଓଡିଶାସ୍ପୋର୍ଟ): କ୍ୟାପଟେନ୍ଲିଓନଲ୍ମେସିଏବଂଲୁୁଇସ୍ସୁଆରେଜ୍ଶେଷମୁହୁର୍ତ୍ତର ୩ତମ ମିନିଟ୍ ମଧ୍ୟରେକରିଥିବା ଦୁଇଗୋଟିଗୋଲସାହାଯ୍ୟରେ ଗତ ଚମ୍ପିଆନ୍ବର୍ଷିଲୋନାଲାଲିଗ୍ରେ ପଛରେରହିବା ପରେୱିଲାରିୟଲଙ୍କୁ ୪-୪ ଗୋଲ୍କରିବରାବରିକରିଥିଲେ ।ଏହିଡ୍ର’ ପରେ ମଧ୍ୟ ବର୍ସିଲୋନା ୭୦ ଅଙ୍କ ସହିତଶୀର୍ଷସ୍ଥାନରେରହିଥିଲେ । ସେମିତିରେ ଦ୍ୱିତୀୟସ୍ଥାନରେଚାଲୁଥିବା ଅଟଲେଟିକୋମାଡ୍ରିଡ୍(୬୨) ଏବଂତାଙ୍କ ମଧ୍ୟରେ...