Tennisଦଶନ୍ଧିର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଟେନିସ୍ ଗର୍ଲଙ୍କ ପ୍ରାଧାନ୍ୟ ବିସ୍ତାରOdisha Sports BureauMay 29, 2020 by Odisha Sports BureauMay 29, 20200262 (ଓଡିଶା ସ୍ପୋର୍ଟସ): ଟେନିସରେ ଗ୍ଲାମର ଅଛି ଏବଂ ଭଲ ଖେଳିବା ପାଇଁ ଟଙ୍କା ମଧ୍ୟ ଭଲ । ଏହା ବୋଧହୁଏ ଏକମାତ୍ର ଖେଳ ଯେଉଁଠାରେ ମହିଳା ଖେଳାଳିମାନେ ପୁରୁଷଙ୍କ ସହ ସମାନ ପୁରସ୍କାର ରାଶି...
Tennisଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ସ୍ଥଗିତOdisha Sports BureauMarch 18, 2020 by Odisha Sports BureauMarch 18, 20200292 (ଓଡ଼ିଶା ସ୍ପୋର୍ଟ): କରୋନା କବଳରେ ସାରା ବିଶ୍ୱ । କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ସମଗ୍ର ଖେଳଜଗତ ଠପ୍ ହୋଇଯାଇଛି। ଆପିଏଲ୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ସବୁକିଛି ନିର୍ଦ୍ଧାରିତ ତାରିଖ...
Tennisସାନିଆଙ୍କ ନେତୃତ୍ୱରେ ଭାରତୀୟ ଟେନିସ୍ ଖେଳାଳିଙ୍କ ରେକର୍ଡOdisha Sports BureauMarch 8, 2020 by Odisha Sports BureauMarch 8, 20200363 (ଓଡିଶା ସ୍ପୋର୍ଟସ): ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ ନେତୃତ୍ୱରେ ଭାରତୀୟ ଫେଡ କପ୍ ଟିମ୍ ଇତିହାସ ରଚିଛନ୍ତି । ଇଣ୍ଡୋନେସଆକୁ ୨-୧ପରାସ୍ତ କରି ପ୍ରଥମଥର ପାଇଁ ଭାରତ ବିଶ୍ୱଗୃପ୍ ପ୍ଲେଅଫ୍ ପଇଁ କ୍ୱାଇଫାଇ କରିନେଇଛନ୍ତି...
Tennisକତର ଓପନ୍ ଫାଇନାଲରେ ପେତ୍ରାOdisha Sports BureauFebruary 29, 2020 by Odisha Sports BureauFebruary 29, 20200386 (ଓଡିଶା ସ୍ପୋର୍ଟସ): ଚେକ୍ ଗଣରାଜ୍ୟର ପେତ୍ରା କ୍ୱିତୋବା ବିଶ୍ୱର ନଂ୧ ଟେନିସ୍ ଖେଳାଳି ଏଶ୍ଲେ ବାର୍ଟିଙ୍କୁ ସେମିଫାଇନାଲରେ ପରାସ୍ତ କରି କତର ଓପନର ଫାଇନାଲରେ ପ୍ରବେଶ କରିନେଇଛନ୍ତି । ଫାଇନାଲରେ କ୍ୱିତୋବାଙ୍କ ସାମ୍ନା ବେଲାଋଷର...
Tennisଟାଇଟଲ୍ ଜିତିବାର ଗୋଟିଏ ପାଦ ପଛରେ ରହିଛନ୍ତି ରାଫେଲ୍Odisha Sports BureauFebruary 29, 2020 by Odisha Sports BureauFebruary 29, 20200344 (ଓଡିଶା ସ୍ପୋର୍ଟସ): ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ଖେଳାଳି ରାଫେଲ ନାଡାଲ୍ ମେକ୍ସିକୋ ଓପନ୍ ଫାଇନାଲରେ ପ୍ରବେଶ କରିନେଇଛନ୍ତି । ସେମିଫାଇନାଲରେ ଗ୍ରିଗୋର ଦିମିତ୍ରେଭେଙ୍କୁ ୬-୩, ୬-୨ରେ ପରାସ୍ତ କରି ନାଡାଲ ଜବରଦସ୍ତ ଖେଳର...
Tennisବହୁ ଦିନର ବ୍ୟବଧାନ ପରେ ଓପନ ଟେନିସରେ ଖେଳିବେ ସାନିଆOdisha Sports BureauFebruary 18, 2020 by Odisha Sports BureauFebruary 18, 20200308 (ଓଡ଼ିଶା ସ୍ପୋର୍ଟସ ) : ଆସନ୍ତାକାଲି ଦୁବାଇ ଓପନ ଟେନିସ ପ୍ରତିଯୋଗିତାରେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ଖେଳ ଦେଖିବାକୁ ମିଳିବ। ପେଣ୍ଡା ଇଞ୍ଜୁରିରୁ ଏବେ ସେ ମୁକ୍ତି ପାଇଛନ୍ତି। ଯେଉଁ କାରଣରୁ...
Tennisବାଙ୍ଗାଲୁର ଓପନ ସେମିଫାଇନାଲରେ ପେସ୍-ଏବଡନଙ୍କ ଯୋଡିOdisha Sports BureauFebruary 15, 2020 by Odisha Sports BureauFebruary 15, 20200311 (ଓଡିଶା ସ୍ପାର୍ଟସ): ଭାରତର ଅନୁଭବି ଖେଳାଳି ଲିଆଣ୍ଡର ପେସ୍ ଏବଂ ତାଙ୍କ ଯୋଡିଦାର ମେଥ୍ୟୁ ଏବଡେନ୍ ଶୁକ୍ରବାରଦିନ ବାଙ୍ଗାଲୁର ଓପନ ଫାଇନାଲରେ ପହଞ୍ଚି ଯାଇଥିଲେ । ସଂମ୍ଭବତଃ ଭାରତରେ ନିଜର ଶେଷ ଏଟଇପି ଟୁର୍ଣ୍ଣାମେଣ୍ଟ...
Tennisଆଇଟିଏଫ୍ ଏକକ ଟାଇଟଲ୍ ଜିତିଲେ ଅଙ୍କିତାOdisha Sports BureauFebruary 3, 2020 by Odisha Sports BureauFebruary 3, 20200427 (ଓଡିଶା ସ୍ପୋର୍ଟସ): ଭାରତର ଶୀର୍ଷ ମହିଳା ଖେଳାଳି ଅଙ୍କିତା ରେନା ଥାଇଲାଣ୍ଡର ନୋନଥାବୁରିରେ ୨୫୦୦୦ଡଲାର ପୁରସ୍କାର ଟୁର୍ଣ୍ଣାମେଣ୍ଟର ଫାଇନାଲରେ କ୍ଲୋ ପେକେଙ୍କୁ ହରାଇ ସିଜିନର ପ୍ରଥମ ଏବଂ କ୍ୟାରିୟରର ୧୦ତମ ଆଇଟିଏଫ୍ ଏକକ ଟାଇଟଲ୍...
Tennisଦ୍ୱିତୀୟଥର ପାଇଁ ଅଷ୍ଟ୍ରେଲିଆ ଓପନର ଟାଇଟଲ୍ ଜିତିଲେ କ୍ରିଷ୍ଟିନା-ଟିମିୟାଙ୍କ ଯୋଡିOdisha Sports BureauJanuary 31, 2020 by Odisha Sports BureauJanuary 31, 20200643 (ଓଡିଶା ସ୍ପୋର୍ଟସ): ଅଷ୍ଟ୍ରେଲିଆ ଓପନର ମହିଳା ଯୁଗୋଳ ଟାଇଟଲ୍ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଦେନୋବିଚ୍ ଏବଂ ହଙ୍ଗେରୀର ଟିମିୟା ବାବୋସଙ୍କ ଯୋଡି ନିଜ ନାମରେ କରିନେଇଛନ୍ତି । ଦ୍ୱିତୀୟଥର ପାଇଁ ଏହି ଯୋଡି ଅଷ୍ଟ୍ରେଲିଆ ଓପନର...
Tennisଅଷ୍ଟ୍ରେଲିଆ ଓପନର ଫାଇନାଲରେ ମୁଗୁରୁଜା-ସୋଫିଆOdisha Sports BureauJanuary 30, 2020 by Odisha Sports BureauJanuary 30, 202001097 (ଓଡିଶା ସ୍ପୋର୍ଟସ): ବର୍ଷର ପ୍ରଥମ ଗ୍ରାଣ୍ଡମାଷ୍ଟର ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆ ଓପନ୍ ୨୦୨୦ରେ ମହିଳା ଏକକର ଦୁଇ ଫାଇନାଲିଷ୍ଟ୍ ମିଳିସାରିଛନ୍ତି । ଅଷ୍ଟ୍ରେଲିଆ ଓପନର ଟାଇଟଲ୍ ମୁକାବିଲା ଆମେରିକାର ସୋଫିୟା କେନିନ୍ ଏବଂ ସ୍ପେନର ଗରବାଇନ୍...