Hockey

FIH ଓଡିଶା ହକି ବିଶ୍ୱକପ: ଭୁବନେଶ୍ୱରରେ ପହଁଞ୍ଚିଲା ନିଉଜିଲାଣ୍ଡ ହକି ଟିମ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲା ନିଉଜିଲାଣ୍ଡ ହକି ଟିମ | FIH ଓଡିଶା ହକି ବିଶ୍ୱକପ 2023 ଭୁବନେଶ୍ୱର-ରାଉରକେଲା ପାଇଁ ନିଉଜିଲାଣ୍ଡ ହକି ଦଳ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

ପୂର୍ବରୁ ଭାରତ ସମେତ ଅନ୍ୟ ବିଦେଶୀ ଦଳ ପହଂଚି ସାରିଥିବା ବେଳେ ଆଜି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି ନିଉଜିଲାଣ୍ଡ୍ ହକି ଦଳ | ତେବେ ଓଡିଶାରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ଜାନୁଆରୀ ୧୩ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ ବିଶ୍ୱକପ୍ ହକି ।

Related posts

ହକି ବିଶ୍ୱକପ ପାଇଁ ଆଜି ସେମି ଫାଇନାଲରେ ହେବ କଡା ଟକ୍କର

Odisha Sports Bureau

ବଢୁଛି ରୋମାଞ୍ଚ; ସେମି ପାଇଁ ୩ ଦଳ SELECTED

Odisha Sports Bureau

ପୁରୁଷ ହକିବିଶ୍ୱକପରେ ଖେଳାଳିଙ୍କ ଆଜିଠାରୁ ଘର ମୁହାଁ ପର୍ବ

Odisha Sports Bureau