Cricket

ଗୌତମ-ବିରାଟ କଳି ପରେ ନିଜ ଘଟଣାକୁ ମନେ ପକାଇଲେ ହରବଜନ

ସେମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ମ୍ୟାଚର ଘଟଣା ପରେ ହରବଜନଙ୍କ ଟ୍ୱୁିଟ ଦେଖିବାକୁ ମିଳିଛି । ପୂର୍ବତନ କ୍ରିକେଟର ହରବଜ ତାଙ୍କ ପୁରୁଣା ଦିନରେ ଘଟିଥିବା ଘଟଣାକୁ ମନେ ପକାଇଛନ୍ତି ।ପ୍ରଥମ ସିଜିନ ଆଇପିଏଲରେ କିଙ୍ଗକ xi ପଞ୍ଜାବ(ପଞ୍ଜାବ କିଙ୍ଗସ୍) ଶ୍ରୀସାନ୍ତ ଖେଳୁଥିଳେ ଓ ମୁମ୍ବାଇ ଇଣ୍ଡିଆନ୍ସରେ ହରବଜନ ସିଂ ଖେଳୁଥିଲେ । ମ୍ୟାଚ ସରିବା ପରେ ହରବଜନ ଶ୍ରୀସାନ୍ତକୁ ଚାପୁଡା ମାରିଥିଲେ ।ସେଥିପାଇଁ ତାଙ୍କୁ ବହୁଦିନ ଧରି ଖେଳରୁ ବ୍ୟାନ କରାଯାଇଥିଲା । ସେ କହିଛନ୍ତି ଏହି ଘଟଣା ପରଠାର ସେ ବହୁତ ଅନୁତପ୍ତ କରିନ୍ତି । ବିରାଟ ଓ ଗମ୍ଭୀରଙ୍କ ମଧ୍ୟରେ ଏହି ଝଗଡା ଦେଖି ମତେ ସେହି ଘଟଣା ପରି ଅନୁଭବ ହୋଇଛି । ସେଥିପାଇଁ ଚାହୁଁଛି ଏପରି କିଛି କୋହଲୀ ଓ ଗମ୍ଭୀର ମଧ୍ୟରେ ନ ହଉ ।
ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଉ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍ ବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି । ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା। ମ୍ୟାଚ ପରେ ପରେ ଏହି ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବାକ୍-ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମେଣ୍ଟର ଗୌତମ ଗମ୍ଭୀର ଓ ଆରସିବି ବ୍ୟାଟ୍ୟର ବିରାଟ କୋହଲିଙ୍କର ଶତପ୍ରତିଶତ ମ୍ୟାଚ ଫି କାଟି ଦିଆଯାଇଛି।

Related posts

ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ

Odisha Sports Bureau

ଫାଇନାଲରେ ଶତକ ହାସଲ କରିନାହାଁନ୍ତି କୌଣସି ବି ଭାରତୀୟ; ୬ ଦିଗଜ୍ ହାସଲ କରିଛନ୍ତି ଶତକ

Odisha Sports Bureau

ପୁଣି ଥରେ ଶ୍ରୀଧରନ ଭାରତୀୟ ଟିମର ଫିଲ୍ଡି କୋଚ

Odisha Sports Bureau