Uncategorized

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ଆଣିଲେ ପ୍ରତ୍ୟାଶା

 ଓଡ଼ିଶା: ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରୁ ଶୁକ୍ରବାର ଓଡ଼ିଶା ପିଏ ୧ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରୁଥିବା ଅନ୍ତର୍ଜାତୀୟ ତାରକା ପ୍ରତ୍ୟାଶା ରାୟ । ୧୦୦ ମିଟର୍‌ ବ୍ୟାକଷ୍ଟ୍ରୋକ୍‌ରେ ପ୍ରତ୍ୟାଶା ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ୪୦୦ ମିଟର୍‌ ଫ୍ରିଷ୍ଟାଇଲ୍‌ରେ ରୌପ୍ୟ ପଦକ ଜିତିବାରୁ ଓଡ଼ିଶା ପଦକ ସଂଖ୍ୟା ୪ରେ ପହଞ୍ଚିଛି।

Related posts

ରାଜନୀତିରେ କମାଲ କଲେ କ୍ରିଡାବିତ

Odisha Sports Bureau

ଭାରତକୁ ୧୦ମ ସ୍ୱର୍ଣ୍ଣ ପଦକ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

Odisha Sports Bureau

ଡ୍ରିମ ୧୧ ନାଁରେ ୪୦ ହଜାର କୋଟି ଟଙ୍କାର ଟ୍ୟାକ୍ସ ଠକିଥିବା ଅଭିଯୋଗ

Odisha Sports Bureau