More Sports

ଆସନ୍ତା ୧୨ରୁ ଓପନ୍ ଚେସ୍ ଚାମ୍ପିୟନଶିପ୍ ଆରମ୍ଭ

(ଓଡିଶା ସ୍ପୋର୍ଟ): ଭୁବନେଶ୍ୱର ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ-୨ ସେକ୍ରେଟାରିଏଟ୍ ରିକ୍ରିଏଶନ କ୍ଳବ୍ଠାରେ ଆସନ୍ତା ୧୨ ତାରିଖରୁ ୩୨ତମ ଭୁବନେଶ୍ୱର ଓପନ୍ ଚେସ୍ ଚାମ୍ପିୟନଶିପ୍ ଆରମ୍ଭ ହେବ। ଭୁବନେଶ୍ୱର ଚେସ୍ ଆସୋସିଏଶନ ତା’ର ୩୨ତମ ପ୍ରତିଷ୍ଠ ଦିବସରେ ଏହି ପ୍ରତିଯୋଗିତା ଦୁଇ ଦିନଧରି ଆୟୋଜନ କରିବ। ପ୍ରତିଯୋଗିତାରେ ମୋଟ ୫୨ଟି ପୁରସ୍କାର ରଖାଯାଇଛି। ୭, ୯, ୧୧, ୧୩ ବର୍ଷରୁ କମ୍ ଓ ୧୮ ବର୍ଷରୁ କମ୍ ବାଳିକା ବିଭାଗରେ ପ୍ରତିଯୋଗିତା ଆୟୋଜନ ହେବ।

Related posts

ସାଥିୟାନ ଏବଂ ଶରତଙ୍କ ଯୋଡି ଜିତିଲେ ରୌପ୍ୟ

Odisha Sports Bureau

ଆଜି ଫାଇନାଲ ମ୍ୟାଚରେ ଦବଙ୍ଗ ଦିଲ୍ଲୀ-ବଙ୍ଗଳା ୱାରିିୟସ ମଧ୍ୟରେ ଟକ୍କର

Odisha Sports Bureau

ଏସୀୟ ସୁଟିଂ ଚାମ୍ପିଅନସିପ୍ 2026 ରେ ସ୍ୱର୍ଣ୍ଣ ପଦକ ଜିତିଲେ ଇଶା ସିଂହ

Odisha Sports Bureau