କଠୋର ହେଲା ଦିଲ୍ଲୀ ପ୍ରାଞ୍ଚାଇଜ୍ : ନିୟମ ଭାଙ୍ଗିଲେ ଖେଳାଳୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଖେଳାଳୀଙ୍କ ଉପରେ କଡା ପଦକ୍ଷେପ ନେବ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାଞ୍ଚାଇଜ । ନିୟମ ଭାଙ୍ଗିଲେ ରଦ୍ଦ ହେବ ଖେଳାଳୀଙ୍କ କଣ୍ଟାକ୍ଟ । ଚଳିତ ଆଇପିଏଲ ସିଜିନରେ ପ୍ରାଞ୍ଚାଇଜ୍ ପକ୍ଷରୁ ଖେଳୁଥିବା ଖେଳାଳିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...
