Cricket୩ୟ ଦିନିକିଆରୁ ବାଦ୍ ପଡ଼ିଲେ ଏହି ଅଲରାଉଣ୍ଡରOdisha Sports BureauJuly 17, 2026 by Odisha Sports BureauJuly 17, 2026019 ରବିବାର ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆରୁ ୱାଶିଂଟନ ସୁନ୍ଦର ବାଦ ପଡ଼ିଛନ୍ତି। ଗୁରୁବାର କାର୍ଡିଫରେ ଦ୍ୱିତୀୟ ଦିନିକିଆ ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗି ଚିକିତ୍ସାର ଆବଶ୍ୟକତା ଥିଲା...
Cricketଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଖେଳିବେନି ଏହି ଖେଳାଳିOdisha Sports BureauJanuary 29, 2026 by Odisha Sports BureauJanuary 29, 2026069 ନୂଆଦିଲ୍ଲୀ: ଟି20 ୱାର୍ଲ୍ଡ କପ୍ 2026 ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଗୋଟେପଟେ ଆଶ୍ୱସ୍ଥି ମିଳିଥିବା ବେଳେ ଅନ୍ୟପଟେ ଚିନ୍ତା ମଧ୍ୟ ବଢ଼ିଛି। ଘାତକ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ସୁସ୍ଥ ହେଉଥିବା ସତ୍ତ୍ୱେ ଟୁର୍ନାମେଣ୍ଟ...
Cricketମାଂଦପେଶୀ ଜନିତ ଆଘାତ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଦଳରୁ ବାଦ ପଡିଲେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରOdisha Sports BureauApril 27, 2023April 27, 2023 by Odisha Sports BureauApril 27, 2023April 27, 20230161 ଚଳିତ ଆଇପିଏଲରେ୨୦୨୩ ଦେଖିବାକୁ ମିଳୁଛି ଦମଦାର ମ୍ୟାଚ । ଏହି ସମୟରେ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଛି ବଡ ଝଟକା । ଏହି ଦଳରେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଖେଳୁଥିବା ବେଳେ ସେ ଏବେ ଦଳରୁ...