Cricketଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନOdisha Sports BureauJuly 20, 2021 by Odisha Sports BureauJuly 20, 20210160 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଭାରତୀୟ କ୍ରିକେଟ ଇତହିହାସର ଆଜି ହେଉଛି ଏକ ଐତିହାସିକ ଦିନ । ଆଜି ଗୋଟିଏ ଦିନରେ ଭାରତର ଦୁଇଟି ଦଳ ଦୁଇଟି ସ୍ଥାନରେ ଦୁଇ ଅଲଗା ପ୍ରତିଦ୍ୱନ୍ଦୀ ବିପକ୍ଷରେ ମ୍ୟାଚ ଖେଳିବ...
Cricketଭାରତୀୟ ଖେଳାଳୀଙ୍କୁ କୋରୋନାOdisha Sports BureauJuly 15, 2021 by Odisha Sports BureauJuly 15, 20210327 ଲଣ୍ଡନ(ଓଡିଶା ସ୍ପୋର୍ଟସ): ଭାରତ-ଇଂଲଣ୍ଡ ସିରିଜ ପୂର୍ବରୁ ଭାରତୀୟ ଦଳର ଜଣେ ଖେଳାଳୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ଆକ୍ରାନ୍ତ ହୋଇଥିବା ଖେଳାଳୀଙ୍କ ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।...
Cricketଭାରତ-ଶ୍ରୀଲଙ୍କା ସିରିଜ ଉପରେ କୋରୋନା କାୟାOdisha Sports BureauJuly 10, 2021 by Odisha Sports BureauJuly 10, 20210161 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆସନ୍ତା ୧୩ରେ ହେବାକୁ ତିବା ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଲାଗିଲା ବ୍ରେକ । ପୁଣି ସିରିଜ ଉପରେ କାରୋନାର ପ୍ରଭାବ ଦେଖାଦେଇଛି । କୋରୋନାରେ ଶ୍ରୀଲଙ୍କାର କିଛି ସଦସ୍ୟ...
Cricketଶୁଭମନ ଗିଲଙ୍କ ବିକଳ୍ପକୁ ନାOdisha Sports BureauJuly 8, 2021July 8, 2021 by Odisha Sports BureauJuly 8, 2021July 8, 20210185 ମୁମ୍ବାଇ(ଓଡିଶା ସ୍ପୋର୍ଟସ): ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଆହତ ହୋଇଛନ୍ତି ଟିମ ଇଣ୍ଡିଆର ଯୁବ ଓପନର ଶୁଭମନ ଗିଲ । ତେଣୁ ତାଙ୍କ ବିକଳ୍ପକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏବେ...
More Sportsଖେଳ ରତ୍ନ ପୁରସ୍କାର ପାଇଁ ଦୁଇ କ୍ରିକେଟରଙ୍କ ନାମ ସୁପାରିଶOdisha Sports BureauJuly 1, 2021 by Odisha Sports BureauJuly 1, 20210164 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ୨୦୨୧ ବର୍ଷ ପାଇଁ ଆରମ୍ଭ ହୋଇଛି କ୍ରୀଡା ପୁରସ୍କାର ପ୍ରକ୍ରିୟା । କ୍ରୀଡା କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କୁ ସମ୍ମାନିତ କରିବା ପାଇଁ କ୍ରୀଡା ଜଗତର ସର୍ବେଚ୍ଚ ସମ୍ମାନ ‘ଖେଳ...
Cricketଜାରି ହେଲା ଟି-ଟ୍ୱେଣ୍ଟି ବିଶ୍ୱକପ ସୂଚୀOdisha Sports BureauJune 29, 2021 by Odisha Sports BureauJune 29, 20210155 ଦୁବାଇ(ଓଡିଶା ସ୍ପୋର୍ଟସ): ୟୁଏଇରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପୁୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ । ପ୍ରଥମେ ଏହା ଭାରତରେ ହେବା ପାଇଁ ଆୟୋଜନ ହେବାକୁ ତିବା ବେଳେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି...
Cricketଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଆସିଲା ଖୁସି ଖବରOdisha Sports BureauJune 28, 2021June 28, 2021 by Odisha Sports BureauJune 28, 2021June 28, 20210148 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଚଳିତ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଚାଲିଥିବା ଆଲୋଚନା-ପର୍ଯ୍ୟାଲୋଚନାର ଘଟିଛି ଅନ୍ତ । ଏହାକୁ ନେଇ ସବୁ କ୍ରିକେଟ ପ୍ରେମୀଙ୍କ ମନରେ ଥିବା ପ୍ରଶ୍ନର ମିଳିଛି ଉତ୍ତର । ଚଳିତ ବର୍ଷ...