Cricketଭାରତ ଚଳିତ ବର୍ଷ ଏସିଆ କପ୍ ଖେଳିବନି ଖବରରେ ସତ୍ୟତା ନାହିଁ : ବିସିସିଆଇOdisha Sports BureauMay 19, 2025 by Odisha Sports BureauMay 19, 2025058 ନୂଆଦିଲ୍ଲୀ-: ଭାରତ ଓ ପାକିସ୍ତାନ ମଧ୍ୟରେ ଖରାପ ସଂପର୍କ ଦୃଷ୍ଟିରୁ ଭାରତ ଚଳିତ ବର୍ଷ ଏସିଆ କପ୍ ଖେଳିବନି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ବିସିସିଆଇ ଖଣ୍ଡନ କରିଛି । ଏପରି...
Cricketଗ୍ରାଉଣ୍ଡ ଷ୍ଟାଫଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ବିସିସିଆଇOdisha Sports BureauMay 27, 2024 by Odisha Sports BureauMay 27, 20240130 ନୂଆଦିଲ୍ଲୀ: ୩ୟ ଥର ପାଇଁ ଆଇପିଏଲ ୨୦୨୪ ଟାଇଟଲ ହାସଲ କରିଛି କୋଲକତା ନାଇଟ ରାଇଡର୍ସ । ତେବେ ଆଇପିଏଲ ୨୦୨୪ ବିଜେତା ଟିମକୁ ପୁରସ୍କାର ରାଶି ଭାବେ ୨୦ କୋଟି ଟଙ୍କା ମିଳିଛି...
Cricketକୌଣସି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ହେଡ କୋଚ ପାଇଁ ଅଫର ଦିଆଯାଇ ନାହିଁ; ବିସିସିଆଇOdisha Sports BureauMay 24, 2024 by Odisha Sports BureauMay 24, 2024097 ନୂଆଦିଲ୍ଲୀ: କିଏ ହେବ ଭାରତୀୟ କ୍ରିକେଟ୍ ଟିମର ନୂଆ କୋଚ୍ ? ଏନେଇ ଚିନ୍ତାରେ ବିସିସିଆଇ । ତେବେ ଟି-୨୦ ବିଶ୍ବକପ ପରେ ହେଡ୍ କୋଚ୍ ରାହୁଲ ଦ୍ରାବିଡ ଙ୍କ କାର୍ୟ୍ୟ କାଳ ଶେଷ...
Cricketବିସିସିଆଇର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇଜଣ ଭେଟେରାନ କୋଚ୍Odisha Sports BureauMay 23, 2024May 23, 2024 by Odisha Sports BureauMay 23, 2024May 23, 20240104 ନୂଆଦିଲ୍ଲୀ: ଆଇପିଏଲରେ ବାକି ରହିଲା ଆଉ ମାତ୍ର ୨ଟି ମ୍ୟାଚ । ଏହା ପରେ ଖେଳାଯିବ ଟି ୨୦ ବିଶ୍ୱକପ । କିନ୍ତୁ ବିସିସିଆଇର ଚିନ୍ତା ବଢାଇଲାଣି କୋଚ ଚୟନ ପକ୍ରିୟା । କାରଣ...
Cricketଆଜି ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଟକ୍କରOdisha Sports BureauMay 15, 2024 by Odisha Sports BureauMay 15, 20240104 ମୁମ୍ବାଇ: ଆଇପିଏଲ୍ ୨୦୨୪ ଆଜିର ଟୁର୍ଣ୍ଣା ମେଣ୍ଟରେ ଖେଳାଯିବ ୬୫ ତମ ମ୍ୟାଚ୍ । ଏହି ମୁକାବିଲା ଗୌହ୍ୱାଟୀ ଷ୍ଟାଡିୟମ୍ ରେ ଖେଳାଯିବାକୁ ଥିବା ବେଳେ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ...
Cricketଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହେବ ମହା ମୁକାବିଲାOdisha Sports BureauMay 14, 2024May 14, 2024 by Odisha Sports BureauMay 14, 2024May 14, 20240141 ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୪ ଆଜିର ଟୁର୍ଣ୍ଣା ମେଣ୍ଟରେ ଖେଳାଯିବ ୬୪ ତମ ମ୍ୟାଚ୍ । ଆଉ ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହେବ ମହା ମୁକାବିଲା। ତେବେ...
Cricketବିସିସିଆଇର ବଡ଼ ନିଷ୍ପତି: ବର୍ଷକୁ କୋଟିଏ ଟଙ୍କା ଦରମା ପାଇବେ ଭାରତର ଘରୋଇ କ୍ରିକେଟରOdisha Sports BureauApril 25, 2024 by Odisha Sports BureauApril 25, 20240144 ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ଚାହୁଁଛି ବିସିସିଆଇ । ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ ଖୋଜିବାକୁ କୁହାଯାଇଛି। ମ୍ୟାଚ୍ ଫିରେ ତୁରନ୍ତ ବୃଦ୍ଧି...
Cricketମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣOdisha Sports BureauNovember 1, 2023November 1, 2023 by Odisha Sports BureauNovember 1, 2023November 1, 20230113 ଦିଲ୍ଲୀ: ଆତଶବାଜିର ମଜା ନେଇପାରିବେ ନାହିଁ କ୍ରିକେଟ ପ୍ରେମୀ | ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ନଫୁଟାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ...
Cricketବିଶ୍ୱକପ ପାଇଁ ଦଳ ଘୋଷଣା କଲା ପାକିସ୍ତାନOdisha Sports BureauSeptember 22, 2023September 22, 2023 by Odisha Sports BureauSeptember 22, 2023September 22, 20230125 ବ୍ୟୁରୋ : ବିଶ୍ୱକପ ପାଇଁ ଦଳ ଘୋଷଣା କଲା ପାକିସ୍ତାନ । ସେହି ଦଳର ଅଧିନାୟକ ହୋଇଛନ୍ତି ବାବର ଆଜମ । ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଉଲ ହକ ଆଜି ଖେଳାଳି ମାନଙ୍କର...
Cricketଡିପିରେ ତ୍ରିରଙ୍ଗା ରଖି ବିସିସିଆଇର ହଟିଲା ବ୍ଲୁ ଟିକ୍Odisha Sports BureauAugust 14, 2023 by Odisha Sports BureauAugust 14, 20230130 ନୂଆଦିଲ୍ଲୀ : ଟ୍ୱିଟରରେ ବ୍ଲୁ-ଟିକକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଟ୍ୱିଟରରେ ନିଜ ଆକାଉଣ୍ଟର ଡିପି ପରିବର୍ତ୍ତନ କଲେ ଆପେ ଆପେ କଟିଯାଉଛି ବ୍ଲୁଟିକ୍ । ଅଗଷ୍ଟ ୧୩ ତାରିଖ ଅର୍ଥାତ...