Cricketହିଟମ୍ୟାନଙ୍କ ହାତରେ ବଡ ସଫଳତାOdisha Sports BureauDecember 9, 2021 by Odisha Sports BureauDecember 9, 20210290 ନୂଆଦିଲ୍ଲୀ: ଟି-୨୦ ପରେ ଦିନିକିଆରେ ବି ରୋହିତଙ୍କ ଜଲୱା । ବିରାଟଙ୍କୁ ରିପ୍ଲେସ କରିବେ ରୋହିତ । କୋହଲୀଙ୍କ ହାତରୁ ପଦ ଯାଇଛି ହିଟମ୍ୟାନଙ୍କ ହାତକୁ । ଦିନିକିଆ କ୍ରିକେଟରେ ଫୁଲ ଟାଇମ କ୍ୟାପ୍ଟେନ୍ସି...
Cricket୨୦୨୨ରେ ହରଭଜନଙ୍କ ନୂଆ ଅବତାରOdisha Sports BureauDecember 7, 2021 by Odisha Sports BureauDecember 7, 20210169 ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ ନେଇ ପାରନ୍ତି ନୂଆ ରୂପ । ଆଗାମୀ ଆଇପିଏଲରେ ସେ ଜଣେ ଖେଳାଳୀ ଭାବେ ନୁହେଁ ବରଂ ଅନ୍ୟ ଏକ ଦାୟିତ୍ୱରେ ନଜର ଆସିପାରନ୍ତି...
Cricketଏଜାଜଙ୍କୁ ମିଳିଲା ଖାସ ଉପହାରOdisha Sports BureauDecember 7, 2021 by Odisha Sports BureauDecember 7, 20210157 ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟରେ ଭାରତର ବୃହତ ବିଜୟ ପରେ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲଙ୍କୁ ମିଳିଛି ଏକ ବଡ ଉପହାର । ପ୍ରଥମ ଇନିଂସରେ ଭାରତୀୟ ଦଳର ସମସ୍ତ ୱିକେଟ ଅକ୍ତିଆର କରିଥିଲେ ଏଜାଜ...
Cricketବୃହତ ବିଜୟ ସହ No.1 ଇଣ୍ଡିଆOdisha Sports BureauDecember 6, 2021 by Odisha Sports BureauDecember 6, 20210153 ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଐତିହାସିକ ବିଜୟ ପରେ ଲମ୍ବ ଡିଅାଁ ମାରିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୩୭୨ ରନର ଏକ ବିଶାଳ ବ୍ୟବଧାନରେ ହରାଇବା ପରେ ଟେଷ୍ଟ ରାକିଂରେ ହାସଲ...
Cricketଟି-୨୦ ପରେ ଟେଷ୍ଟ ସିରିଜ ଉପରେ ଭାରତର କବଜାOdisha Sports BureauDecember 6, 2021 by Odisha Sports BureauDecember 6, 20210253 ମୁମ୍ବାଇ: ଟେଷ୍ଟ ଚମ୍ପିଆନସିପର ପ୍ରତିଶୋଧ ନେଲା ଭାରତ । ୱାଙ୍ଖେଡେ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଭାରତ । ନ୍ୟଜିଲାଣ୍ଡକୁ ୩୭୨ ରନର ଏକ ବଡ ବ୍ୟବଧାନରେ ହରାଇ...
Cricketଭାରତର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ନୂଆ ତଥ୍ୟOdisha Sports BureauDecember 4, 2021 by Odisha Sports BureauDecember 4, 20210247 ନୂଆଦିଲ୍ଲୀ: ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ମଝିରେ ପଶିଲା କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ତିଆରି ହେଲା ନୂଆ କାର୍ଯ୍ୟସୂଚୀ । ଓମିକ୍ରନର ସଂକ୍ରମଣକୁ ନଜରରେ ରଖି...
Cricketଅଶ୍ୱୀନଙ୍କ ଫିରକିରେ ଫସିଲେ କିୱି ଦଳOdisha Sports BureauDecember 4, 2021December 4, 2021 by Odisha Sports BureauDecember 4, 2021December 4, 20210137 ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧରାଶାୟୀ ହୋଇଛି ନ୍ୟୁଜିଲାଣ୍ଡ । ଅଶ୍ୱୀନ ଏବଂ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ମାତ୍ର ୬୨ ରନରେ ମୁଣ୍ଡ ନୁଆଁଇଛି ବ୍ଲାକ କ୍ୟାପ୍ସ । ପ୍ରଥମ...
Cricketଭାରତ ଉପରେ ଭାରି ପଡିଲେ ଭାରତୀୟ ବଂଶୋଦ୍ଭବOdisha Sports BureauDecember 4, 2021 by Odisha Sports BureauDecember 4, 20210175 ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୩୨୫ ରନରେ ଅଟକିଛି ଟିମ ଇଣ୍ଡିଆ । କେବଳ ଓପନର ମୟଙ୍କ ଅଗ୍ରୱାଲଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ।...
Cricketଦାଦାଙ୍କ ଉପରେ ଜୟଙ୍କ ବିଜୟOdisha Sports BureauDecember 4, 2021December 4, 2021 by Odisha Sports BureauDecember 4, 2021December 4, 20210156 ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହଙ୍କ ମଧ୍ୟରେ ଶୀତଳ ଯୁଦ୍ଧ । ତେବେ ଏହି ଯୁଦ୍ଧ କୋଲକାତାର ଇଡେନ ଗାର୍ଡେନରେ ଦେଖିବାକୁ ମିଳିଛି । ଯେଉଁଥିରେ ବାଜି ମାରିଛନ୍ତି...
Cricketଦ୍ୱିତୀୟ ଟେଷ୍ଟରୁ ବାଦ ପଡିଲେ ୩ ମୁଖ୍ୟ ଖେଳାଳୀOdisha Sports BureauDecember 3, 2021 by Odisha Sports BureauDecember 3, 20210160 ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ । ୫ ବର୍ଷ ପରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଛି ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଦଳକୁ ଫେରିଛନ୍ତି କ୍ୟାପଟେନ କିଙ୍ଗ...